Excuse Me Odisha

ଯାହା କହିବୁ ସତ କହିବୁ

ଏମିତି ସ୍ତ୍ରୀ ସମସ୍ତଙ୍କ ଭାଗ୍ୟରେ ନଥାଏ,ଆଉ ଯଦି କାହା ଭାଗ୍ୟରେ ଥିବ,ତା ହେଲେ ସିଏ ହୋଇଯିବ କୋଟିପତି

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏମିତି ସ୍ତ୍ରୀ ଆପଣଙ୍କୁ ସ୍ୱପ୍ନରେ ବି କେବେବି ମିଳିବ ନାହିଁ।

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଏମିତି ସ୍ତ୍ରୀ ସମସ୍ତଙ୍କ ଭାଗ୍ୟରେ ନଥାନ୍ତି। ଏମାନଙ୍କର ଏମିତି ସ୍ୱାଭଵ ଆପଣଙ୍କୁ ଭାଗ୍ୟବାନ ବନେଇଦେଇଥାଏ। ପୁରା ଦୁନିଆ ଜାଣିଛି ଆପଣଙ୍କୁ ଏମିତି ସ୍ତ୍ରୀ ପୁରା ଦୁନିଆରେ ମିଳିବ ନାହିଁ। ଆଉ ଯଦି ମିଳିଯାଏ ତ ଆପଣ ଗରିବରୁ ବନିଯିବେ କୋଟିପତି। ଏମିତି ସ୍ତ୍ରୀ ବଧେ ଆପଣଙ୍କୁ ସ୍ୱପ୍ନରେ ନିଶ୍ଚୟ ମିଳିଯିବ କିନ୍ତୁ ବାସ୍ତବରେ ମିଳିବା ବହୁତ କଷ୍ଟ।

କୁହାଯାଏ ସ୍ତ୍ରୀ ଯଦି ସୌଭାଗ୍ୟଶାଳୀ ହୋଇଥାଏ ତ ସ୍ୱାମୀର ଜୀବନ ଆପେ ଆପେ ସରଳ ଏବଂ ସୁଖଦ ହୋଇଯାଏ। କିନ୍ତୁ ଯଦି ଘରର ଲକ୍ଷ୍ମୀ ସ୍ତ୍ରୀ କର୍କଶ ହୋଇଥାଏ ଭଲ ଗୁଣ ବାଲୀ ହୋଇଥାଏ ତ ସେ ଘର ସହିତ ସ୍ୱାମୀଙ୍କ ସୁଖର ଜୀବନକୁ ବି ନର୍କ ଠାରୁ ଖରାପ କରିଦେଇଥାଏ। ଏମିତିରେ ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ବ୍ୟକ୍ତିଙ୍କର ଏମିତି ସ୍ତ୍ରୀ ଯଦି ଥିବ ତ ସଂସାର ଉପରେ ବିଜୟ ପ୍ରାପ୍ତ ଅବଶ୍ୟ ସହଜରେ କରିପାରିବ ସବୁଠି ମାନ ସମ୍ମାନ ପ୍ରତିଷ୍ଠା ସୁଖର ପ୍ରାପ୍ତ କରାଯାଇପାରିବ କିନ୍ତୁ ଏମିତି ସ୍ତ୍ରୀ ମିଳିବା ବହୁତ କଷ୍ଟ। ତେବେ ଆସନ୍ତୁ ଜାଣିବା।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ନିଜର ସ୍ତ୍ରୀ ଭିତରେ ସବୁଠାରୁ ପ୍ରଥମେ ସ୍ନେହ ଦେଖନ୍ତୁ। ଯଦି ସ୍ନେହ ଅଛି ତ ଆପଣ ଦୁନିଆରେ ସବୁଠାରୁ ଭାଗ୍ୟଶାଳୀ ବ୍ୟକ୍ତି ଅଟନ୍ତି। ସ୍ନେହର ବହୁତ ରୂପ ଅଛି। ପିଲାଙ୍କ ସହିତ କେମିତି ସ୍ନେହ କରୁଛି କେମିତି ବ୍ୟବହାର ନିଜର ମା ବାପାଙ୍କ ସହିତ କେମିତି ବ୍ୟବହାର। ଯଦି ବ୍ୟବହାର ଭଲ ତ ଭାବି ନିଅନ୍ତୁ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି।

ନିଜର ସ୍ତ୍ରୀଙ୍କୁ ଦେଖନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ। ଯେଉଁ ସ୍ତ୍ରୀ ସକାଳୁ ସକାଳୁ ଉଠି ସ୍ନାନ କରି ପୂଜାପାଠ କରନ୍ତି ନାହିଁ ତ ଏହା ତାର ମାନ ସମ୍ମାନ ଉପରେ ଆଞ୍ଚ ଆଣିଥାଏ। ଏହା ସହିତ ଇଏ ଯେଉଁଠିକି ବି ଯାଇଥାନ୍ତି ସେହି ଘରେ ମା ଲକ୍ଷ୍ମୀ ତାଙ୍କ ସହିତ କେବେବି ଯାଆନ୍ତି ନାହିଁ ଯାହାକି ଏହା ସବୁଠାରୁ ବଡ଼ ଖରାପ ସଙ୍କେତ ଅଟେ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ ନିଜର ଶାଶୁ ଶଶୁରଙ୍କୁ ମାତା ପିତାଙ୍କ ଆସନ ଦେଇଥାଏ ତ ସେହି ସ୍ତ୍ରୀ ନିଜର ସ୍ୱାମୀ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି। ଶାସ୍ତ୍ରରେ ଶାଶୁ ଶଶୁରଙ୍କୁ ମା ବାପାଙ୍କ ଭଳି ଦେଖିବା ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି।

ଘରର କଥାକୁ ବାହାରେ କହିବା। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଘରର କୌଣସି ବି ଗୁପ୍ତ କଥା ଘରର କୌଣସି ବହୁ ବାହାରେ କହି ଥାଏ ତ ସେହି ସମୟରୁ ହିଁ ସେହି ସ୍ତ୍ରୀ ସେହି ଘରର ଯଜ୍ଞ ହୋଇନଥାଏ। ଘର ପାଇଁ ଏମିତି ସ୍ତ୍ରୀ ବିନାଶକାରୀ ସାବ୍ୟସ୍ତ ହୋଇଥାନ୍ତି। ଏମିତିରେ ବହୁ ମାନଙ୍କୁ ପୋଡ଼ଶୀଙ୍କ ସହିତ ଅଧିକ ମିଳାମିଶା କରିବା ଉଚିତ ନୁହେଁ।

ସ୍ୱାମୀ ସ୍ତ୍ରୀଙ୍କ ଝଗଡା। ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କର ଯଦି ସହିବା ଶକ୍ତି ନାହିଁ ତ ସେହି ଘର ଜଲଦି ହିଁ ବିନାଶକାରୀ ହୋଇଯାଇଥାଏ। ଏଥିପାଇଁ ଦୁଇ ଜଣଙ୍କର ସହିବା ଶକ୍ତି ହେବା ଆବଶ୍ୟକ ଅଟେ। ଯେଉଁଠି ସ୍ୱାମୀ ରାଗି ଥିବେ ତ ସ୍ତ୍ରୀଙ୍କୁ ମନେଇବା ଉଚିତ ଆଉ ଯଦି ସ୍ତ୍ରୀ ରାଗିଥିବେ ତ ସ୍ୱାମୀଙ୍କୁ ମନେଇବା ଆବଶ୍ୟକ ଅଟେ। ଏହି ଘରକୁ କୁହାଯାଏ ସ୍ୱର୍ଗ ଠାରୁ ସୁନ୍ଦର।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସ୍ତ୍ରୀଙ୍କ ଇଛା ଯଦି ସୀମିତ ତ ବୁଝିନିଅନ୍ତୁ ଆପଣ ଜଗତକୁ ଜିତି ଯାଇଛନ୍ତି। ଯେଉଁ ମହିଳାଙ୍କ ନିଜ ଇଛା ପୁରା କରିବାର ଜିଦ ଥାଏ ତ ସେହି ଘର କେବେବି ବର୍ବାଦ ହୋଇପାରେ। ଏମିତିରେ ବି ତାଙ୍କ ସ୍ବାମୀ ଭୁଲ ରାସ୍ତାରେ ଯାଇଥାନ୍ତି। ମହିଳାଙ୍କ ଭିତରେ ଇଛା ସୀମିତ ହେବା ସବୁଠାରୁ ବଡ଼ ବିଜୟୀ ହୋଇଥାଏ।

ଚାଣକ୍ୟଙ୍କ ନୀତି ଅନୁସାରେ ଯେଉଁ ସ୍ୱାମୀ ଯଦି ଅନ୍ୟ ସ୍ତ୍ରୀରର ପ୍ରଶଂସା କରିଥାଏ ତ ତାକୁ ସେହି ମୁହୂର୍ତ୍ତରେ ଆପଣଙ୍କୁ ତ୍ୟାଗ କରିଦେବା ଉଚିତ। ଆଉ ଯଦି ସ୍ତ୍ରୀ ଅନ୍ୟ ପୁରୁଷଙ୍କୁ ଦେଖେ କିମ୍ବା ତାର ପ୍ରଶଂସା କରେ ତ ତାକୁ ବି ଆପଣଙ୍କୁ ସେହି ମୁହୂର୍ତ୍ତରେ ତ୍ୟାଗ କରିଦେବା ଉଚିତ। ଏହାକୁ ସବୁଠାରୁ ବଡ଼ ଧକା ମାନାଯାଏ।

ସ୍ତ୍ରୀଙ୍କୁ ମା ଲକ୍ଷ୍ମୀଙ୍କ ରୂପ ମାନାଯାଏ। ଯଦି କୌଣସି ସ୍ତ୍ରୀ ନିଜ ମୁଖରୁ ଗାଳିର ପ୍ରୟୋଗ କରିଥାଏ ମୁଖରୁ ଅପଶବ୍ଦ ବାହାର କରିଥାଏ ଏହି ଲକ୍ଷଣବି ଶୁଭ ହୋଇନଥାଏ। ସ୍ତ୍ରୀର କ୍ରୋଧ ହେବା ପୁରା ଘରକୁ ବର୍ବାଦ କରିଦେଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *