Excuse Me Odisha

ଯାହା କହିବୁ ସତ କହିବୁ

ଆଜି ଠାରୁ ଏହି ୪ ଗୋଟି ରାଶିର ଲୋକଙ୍କ ଘରକୁ ପ୍ରବେଶ କରିବେ ସ୍ଵୟଂ ଦେବୀ ମା ଲକ୍ଷ୍ମୀ। କେବେବି ଆପଣଙ୍କର ଧନସମ୍ପତ୍ତିର ଅଭାବ ରହିବ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଜ୍ଯୋତିଷ ମାନଙ୍କ ମତ ଅନୁସାରେ ଆଜିଠାରୁ କିଛି ଭାଗ୍ୟଶାଳୀ ରାଶିର ଲୋକ ମାନଙ୍କ ଉପରେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହେବାକୁ ଯାଉଛନ୍ତି। ଏହାସହିତ ଏହି ରାଶିର ଲୋକଙ୍କ ଘରକୁ ଦେବୀ ଲକ୍ଷ୍ମୀ ପ୍ରବେଶ କରିବାକୁ ଯାଉଛନ୍ତି। ଯାହାଫଳରେ ଏମାନଙ୍କ ଘରେ କେବେବି ଧନର ଅଭାବ ରହିବ ନାହିଁ। ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ କନ୍ୟା ରାଶି :-

ଆଜିଠାରୁ ଆପଣଙ୍କ ଜୀବନରେ କେବେବି ଧନସମ୍ପତ୍ତିର ଅଭାବ ହେବ ନାହିଁ। ଦେବୀ ଲକ୍ଷ୍ମୀ ସର୍ବଦା ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ଆପଣଙ୍କ ଘରର ଆର୍ଥିକ ସ୍ଥିତି ସୁଦୃଢ ରହିବ।ଆପଣଙ୍କ ପରିବାରରେ ସୁଖଶାନ୍ତିର ବାତାବରଣ ଲାଗି ରହିବ। ଏହାସହିତ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

୨/ ତୁଳା ରାଶି :-

ଆଜିଠାରୁ ଅଚାନକ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କୁ ସଚ୍ଚୋଟ ପ୍ରେମ ମିଳିବାକୁ ଯାଉଛି। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଧନସମ୍ପତ୍ତି ବୃଦ୍ଧି ହେବ। ଏହି ସମୟରେ ଆପଣ ଅଧିକ ଧନ ସଞ୍ଚୟ କରିବାରେ ସଫଳ ହେବେ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

୩/ ସିଂହ ରାଶି :-

ଦେବୀ ଲକ୍ଷ୍ମୀ ସର୍ବଦା ଆପଣଙ୍କ ଉପରେ ନିଜର କୃପା ଦୃଷ୍ଟି ରଖିବେ। ଆପଣଙ୍କ ଘରର ଧନ ଭଣ୍ଡାର ଧନଧାନ୍ଯରେ ପରିପୂର୍ଣ୍ଣ ହୋଇ ରହିବ। ଏହି ସମୟରେ ଆପଣ ଯେଉଁ କାର୍ଯ୍ୟ କରିବେ, ସବୁଥିରେ ନିଶ୍ଚିତ ଭାବରେ ସଫଳତା ଅର୍ଜନ କରିବେ।ଆପଣଙ୍କର ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ଏହି ସମୟରେ ସମ୍ପନ୍ନ ହେବ। ପରିବାର ଲୋକେ ଆପଣଙ୍କୁ ସବୁ କାର୍ଯ୍ୟରେ ସହଯୋଗ କରିବେ।

୪/ ମେଷ ରାଶି :-

ଆଜିଠାରୁ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଦୂର ହୋଇଯିବ। ଯଦି ଆପଣ ଚାକିରି ଅପେକ୍ଷାରେ ରହିଛନ୍ତି, ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ଆଶାନୁରୂପ ଚାକିରି ପାଇବେ। ଏହାସହିତ କାର୍ଯ୍ୟସ୍ଥଳରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ଯଦି କୌଣସି ସ୍ଥାନରେ ନିବେଶ କରୁଛନ୍ତି, ତାହେଲେ ଭଲଭାବରେ ବିଚାର କରନ୍ତୁ।

୫/ କର୍କଟ ରାଶି :-

ଆଜିଠାରୁ ଆପଣଙ୍କ ପାଇଁ ଦିନ ଗୁଡ଼ିକ ସୁଖମୟ ସାବ୍ୟସ୍ତ ହେବ।ସମାଜ କଲ୍ୟାଣରେ ଯୋଗଦାନ କରି ଆପଣ ପ୍ରଶଂସିତ ହେବେ। ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ସୁଦୃଢ଼ ହେବ। ଆପଣ ଯେଉଁ କାର୍ଯ୍ୟ କରିବେ, ସବୁଥିରେ ସଫଳତା ଅର୍ଜନ କରିବେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *