Excuse Me Odisha

ଯାହା କହିବୁ ସତ କହିବୁ

ଫେବୃଆରୀ ୧୪ ତାରିଖ ଦିନ ଏହି ୫ ଗୋଟି ରାଶିର ଲୋକଙ୍କୁ ମିଳିବ ସେମାନଙ୍କର ପ୍ରକୃତ ପ୍ରେମ। ଜାଣନ୍ତୁ କଣ ସେହି ରାଶି?

ସେୟାର୍ କରନ୍ତୁ

ବର୍ଷର ଫେବୃଆରୀ ମାସଟି ବହୁତ ଖାସ୍ ହୋଇଥାଏ। କାରଣ ଏହି ମାସଟି ପ୍ରେମୀ ଯୁଗଳ ମାନଙ୍କ ପାଇଁ ବହୁତ ଖାସ୍ ହୋଇଥାଏ। ଆପଣ ମାନେ ସମସ୍ତେ ଜାଣିଥିବେ କି ଫେବୃଆରୀ ୧୪ ତାରିଖକୁ ଭାଲେଣ୍ଟାଇନସ ଡେ ବା ପ୍ରେମ ଦିବସ ଭାବରେ ପାଳନ କରାଯାଇଥାଏ। ଏହିଦିନ ପ୍ରତ୍ୟେକ ପ୍ରେମୀ ଯୁଗଳ ନିଜ ପ୍ରେମକୁ ପ୍ରକାଶ କରନ୍ତୁ।

ସାରା ବର୍ଷ ମଧ୍ୟରେ ଏହି ଫେବୃଆରୀ ମାସ ପ୍ରେମୀ ଯୁଗଳଙ୍କ ପାଇଁ ସମର୍ପିତ ଅଟେ। ତେଣୁ ପ୍ରତ୍ୟେକ ପ୍ରେମ କରୁଥିବା ଲୋକମାନେ ଚିନ୍ତା କରିଥାନ୍ତି ଯେ ପ୍ରେମ ଦିବସ ଦିନ ସେମାନଙ୍କ ପାଇଁ କିପରି ରହିବ। ତେବେ ଆସନ୍ତୁ ଜାଣିବା ଭାଲେଣ୍ଟାଇନ୍ସ ଡେ ଦିନଟି କେଉଁ ରାଶିର ଲୋକଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ।

କର୍କଟ ରାଶି :-

ଏହି ରାଶିର ଲୋକେ ସତର୍କ ରୁହନ୍ତୁ। ଯଦି ଆପଣ କୌଣସି ସ୍ଥାନକୁ ଭ୍ରମଣରେ ଯିବା ପାଇଁ ଯୋଜନା କରୁଛନ୍ତି, ତାହେଲେ ରହି ଯାଆନ୍ତୁ। କାରଣ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ନାହିଁ। ଜୀବନସାଥୀ ଆପଣଙ୍କୁ ବହୁତ ପ୍ରେମ କରିବେ ଏବଂ ଆପଣ ପରସ୍ପର ସହିତ ସମୟ ଅତିବାହିତ କରିବେ।

ମେଷ ରାଶି :-

ଏହିବର୍ଷର ଭାଲେନଟାଇନ୍ସ ଡେ ଆପଣଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ।କୌଣସି କାରଣ ବଶତଃ ଆପଣଙ୍କର ପୁରୁଣା ବନ୍ଧୁଙ୍କ ସହିତ ବିବାଦ ହୋଇପାରେ।ତେଣୁ ନିଜ ବନ୍ଧୁଙ୍କ ସହିତ ସମ୍ପର୍କ ସୁଦୃଢ କରିବା ପାଇଁ ପ୍ରୟାସ କରନ୍ତୁ।

ତୁଳା ରାଶି :-

ଏହି ପ୍ରେମ ଦିବସ ଆପଣଙ୍କ ପାଇଁ ସୁଖମୟ ସାବ୍ୟସ୍ତ ହେବ।କିନ୍ତୁ କାର୍ଯ୍ୟ ବ୍ୟସ୍ତତା କାରଣରୁ ଆପଣ ଏହି ଦିବସ ପାଳନ କରି ପାରିବେ ନାହିଁ।ଆପଣଙ୍କୁ ନିଜ ସଂପର୍କକୁ ସୁଦୃଢ କରିବା ପାଇଁ ନିଜ ସାଥୀଙ୍କ ସହିତ ସମୟ ବିତାଇବା ଆବଶ୍ୟକ ଏବଂ ନିଜ ସାଥୀଙ୍କୁ ବୁଝିବା ଉଚିତ।

କନ୍ୟା ରାଶି :-

ପ୍ରେମ ଦିବସ ଆପଣଙ୍କ ପାଇଁ ବହୁତ ଖାସ୍ ସାବ୍ୟସ୍ତ ହେବ। କିନ୍ତୁ ପ୍ରେମରେ ଭାସି ଯାଇ କୌଣସି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ। କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଆପଣ ନିଜ ସାଥୀଙ୍କୁ ସମୟ ଦେଇ ପାରିବେ ନାହିଁ।

ମକର ରାଶି :-

ଯଦି ଆପଣ ନିଜ ପ୍ରେମୀଙ୍କ ସହିତ ଦେଖାସାକ୍ଷାତ କରିବାକୁ ଚାହାନ୍ତି, ତାହେଲେ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ। ନିଜ ମନକୁ ନକାରାତ୍ମକ ଭାବନା ଆଣନ୍ତୁ ନାହିଁ।କୌଣସି ପରିସ୍ଥିତିରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *