Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣଙ୍କ ନିଦ ଭୋର ୩ ଟାରୁ ୫ଟା ଭିତରେ ଭାଙ୍ଗୁଛି,ତା ହେଲେ ଭଗବାନ ଆପଣଙ୍କୁ ଦେଇଥାନ୍ତି ଏହି ୫ଟି ସଂକେତ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯାହାର ନିଦ ୩ ଟାରୁ ୫ଟା ଭିତରେ ଖୋଲିଥାଏ ଭଗବାନ ତାକୁ ୫ ଟି ସଂକେତ ଦେଇଥାନ୍ତି।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ୩ ଟାରୁ ୫ ଟା ଭିତରେ ନିଦ ଭାଙ୍ଗୁଥିବା ମନୁଷ୍ୟଙ୍କ ଜୀବନରେ ଚମତ୍କାର ଏବଂ ଅଦ୍ଭୁତ ପରିବର୍ତ୍ତନ ହୋଇଥାଏ। କାହିଁକି ଏମିତି ହୋଇଥାଏ ମନୁଷ୍ୟଙ୍କ ନିଦ ବ୍ରହ୍ମ ମୁହୂର୍ତ୍ତରେ ଖୋଲିବାର ବି ଅନେକ ରହସ୍ୟ ଲୁଚି ରହିଛି। ଆମର ଶାସ୍ତ୍ରରେ ବ୍ରହ୍ମ ମୁହୂର୍ତ୍ତର ସମୟକୁ ଅତ୍ୟନ୍ତ ଶୁଭ ମାନାଯାଏ। ଆଉ ଏହି ସମୟରେ ମନୁଷ୍ୟର ନିଦ ଭାଙ୍ଗି ଯିବା କୌଣସି ସାଧାରଣ ସଂକେତ ନୁହେଁ। ଏହା ଦ୍ବାରା ମନୁଷ୍ୟକୁ ଇଶ୍ୱରଙ୍କ ଦ୍ୱାରା ଅନେକ ମହତ୍ୱପୂର୍ଣ୍ଣ ସଂକେତ ଆଉ ସୂଚନା ମିଳିଥାଏ।

ମନୁଷ୍ୟଙ୍କ ନିଦ ବ୍ରହ୍ମ ମୁହୂର୍ତ୍ତରେ କାହିଁକି ଖୋଲିଥାଏ। ଏହାର ପଛରେ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଉଭୟ ପ୍ରକାରର ରହସ୍ୟ ଅଛି ଯାହା ଆଜିର ଏହି ପୋଷ୍ଟରେ ଆମେ ଜାଣିବା। ଆଉ ଜାଣିବା ଯେ ବ୍ରହ୍ମ ମୁହୂର୍ତ୍ତରେ ଏମିତି କଣ ହୋଇଥାଏ ଯାହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡିଥାଏ। ପ୍ରାଚୀନ କାଳରୁ ଋଷି ମୁନି ଧ୍ୟାନ ଏବଂ ପୂଜା ପାଇଁ ବ୍ରହ୍ମ ମୁହୂର୍ତ୍ତରେ ଉଠୁଥିଲେ। ପ୍ରାଚୀନ ଗ୍ରନ୍ଥ ଅନୁସାରେ ବ୍ରହ୍ମ ମୁହୂର୍ତ୍ତ ସୁର୍ଯ୍ୟଦେବଙ୍କ ଉଦୟର ସମୟ ହୋଇଥାଏ। ଅର୍ଥାତ ୪ଟାରୁ ୫.୩୦ ଭିତରର ସମୟ ଅଟେ ଯାହା ବ୍ରହ୍ମ ମୁହୂର୍ତ୍ତ ହୋଇଥାଏ।

ଏହି ସମୟକୁ ବହୁତ ଶୁଭ ଏବଂ ଲାଭଦାୟକ ମାନାଯାଏ। ଏହି ସମୟରେ ଉଠିବା ବହୁତ ହିଁ ଶୁଭ ମାନାଯାଏ। ମାନ୍ୟତା ଅଛି ଏହି ସମୟରେ ଅନେକ ଅଲୌକିକ ଶକ୍ତି ପୃଥିବୀ ଉପରେ ବିତରଣ କରିଥାନ୍ତି। ଯଦି ଆପଣବି ଏହି ସମୟରେ ପ୍ରତିଦିନ ଉଠୁଥାନ୍ତି କିମ୍ବା ଏହି ସମୟରେ ଆପଣଙ୍କ ନିଦ ଅଚାନକ ଖୋଲିଯାଏ ତ ଏହାକୁ ଏକ ଅଲୌକିକ ଶକ୍ତି ବୋଲି ବୁଝିନେବା ଉଚିତ।

ଆପଣ କେବେବି ଚିନ୍ତା କରିଛନ୍ତି ଋଷି ମୁନି ମାନେ ଦେବତା ମାନେ ଏମିତିକି ଆଜିର ବୈଜ୍ଞାନିକ ମାନେ ବି ବ୍ରହ୍ମ ମୁହୂର୍ତ୍ତରେ ଉଠିବା ପାଇଁ ପରାମର୍ଶ ଦିଅନ୍ତି। ଏମିତି ଏହି ସମୟରେ କଣ ଅଛି ଏହି ସମୟରେ କଣ ଅଛି ଯାହା ମନୁଷ୍ୟଙ୍କ ଜୀବନ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ।

ଆମର ଶାସ୍ତ୍ରରେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବ ବ୍ୟକ୍ତି କିଛି ଲକ୍ଷଣ ବିଷୟରେ କୁହାଯାଇଛି। ଯଦି ଆପଣ ବି ସୁର୍ଯ୍ୟ ଉଦୟ ପୂର୍ବରୁ ଉଠୁଥାନ୍ତି ତେବେ ଆପଣ ଜଣେ ଏକ ଅନୁଶାସନ ପ୍ରିୟ ବ୍ୟକ୍ତି ଅଟନ୍ତି। ଆଉ ସର୍ବଦା ନିରୋଗୀ ଜୀବନ ବ୍ୟତୀତ କରିଥାନ୍ତି। ଆପଣ ଜଣେ ସଚୋଟ ବ୍ୟକ୍ତି ଅଟନ୍ତି। ଆଉ ସମସ୍ତ କାର୍ଯ୍ୟକୁ ପୁରା ମନରୁ ଏବଂ ପରିଶ୍ରମର ସହିତ କରନ୍ତି।

ଆପଣ ବହୁତ ବୁଦ୍ଧିମାନ ଏବଂ ସକରାତ୍ମକ ବ୍ୟକ୍ତି ଅଟନ୍ତି। ଆଉ ଏହି କାରଣରୁ ଲୋକେ ଆପଣଙ୍କର ବଡ଼ ସମ୍ମାନ କରନ୍ତି। ଆପଣ ଜାଣି ଶୁଣି କାହାରି ମନ ଦୁଃଖ କରନ୍ତି ନାହିଁ। ଅନ୍ୟ ସହିତ କେବେବି ଖରାପରେ କଥା କୁହନ୍ତି ନାହିଁ। ଆଉ କମଜୋର ଲୋକଙ୍କୁ କେବେବି ଘୃଣା କରନ୍ତି ନାହିଁ। ଅସୁବିଧା ସମୟରେ ଆପଣ କେବେବି ନିଜ ଲୋକଙ୍କର ସାଥ ଛାଡ଼ନ୍ତି ନାହିଁ।

ଆପଣ ବଡ଼ ମାନଙ୍କର ସମ୍ମାନ କରୁଥିବା ବ୍ୟକ୍ତି ଅଟନ୍ତି। ଏହିସବୁ ଗୁଣ ଆପଣଙ୍କ ଭିତରେ ରହିବାର କାରଣ ଆପଣଙ୍କର ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିବା। ଆପଣଙ୍କ ଉପରେ ଅଲୌକିକ ଶକ୍ତିର ପ୍ରଭାବ। ମାନ୍ୟତା ଅଛି ଯେ ଭଗବାନ ସୂର୍ଯ୍ୟଦେବଙ୍କ ପୂର୍ବରୁ ଉଠି ଯେଉଁ ଲୋକ ନିଜର କାର୍ଯ୍ୟ ଆରମ୍ଭ କରିଥାନ୍ତି ସେହି କାମରେ ସଫଳତା ମିଳିବାର ସମ୍ଭାବନା ବହୁତ ଅଧିକ ହୋଇଥାଏ।

ଯେଉଁ ମହିଳା ସୂର୍ଯ୍ୟଦେବଙ୍କ ପୂର୍ବରୁ ଉଠି ଘରର ଅଗଣା ସଫା କରିଥାଏ ଏମିତି ଘରେ ମା ଲକ୍ଷ୍ମୀଙ୍କର ସର୍ବଦା ବାସ ହୋଇଥାଏ। ଏମିତି ଘରେ କେବେବି ଦୁଃଖ ଆସେନାହିଁ। ସୁଖ ସମୃଦ୍ଧି ଆସିଥାଏ। ବ୍ରହ୍ମ ମୁହୂର୍ତ୍ତରେ ଉଠୁଥିବା ବ୍ୟକ୍ତି ଅଜାଣତରେ ସୂର୍ଯ୍ୟଦେବଙ୍କ ବିଶେଷ କୃପା ପ୍ରାପ୍ତ କରିଥାନ୍ତି। ସୂର୍ଯ୍ୟଦେବଙ୍କର କିରଣ ଯେଉଁ ମନୁଷ୍ୟ ଉପରେ ପ୍ରଥମେ ପଡିଥାଏ ତାର ଭାଗ୍ୟର ଉଦୟ ହୋଇଥାଏ। ପ୍ରତିଦିନ ସୂର୍ଯ୍ୟ ଉଦୟ ହେବା ଦେଖିବା ନକରାତ୍ମକର ନାଶ ହୋଇଥାଏ।

ବେଦରେ ସୂର୍ଯ୍ୟଙ୍କ କିରଣକୁ କାମଧେନୁ ମାଙ୍କ କ୍ଷୀର ସହିତ ସମାନ ବୋଲି ମାନାଯାଏ। ଯେଉଁ ପ୍ରକାରରେ କାମଧେନୁ ମା ସମସ୍ତଙ୍କ ମନକାମନା ପୂରଣ କରିଥାନ୍ତି ଠିକ ସେହିପରି ସୂର୍ଯ୍ୟଦେବଙ୍କ ପ୍ରାତଃ କାଳର କିରଣ ମନୁଷ୍ୟକୁ ସକରାତ୍ମକତାରେ ଭରି ଦେଇଥାଏ। ଆଉ ଶନିଦେବଙ୍କର କୃପା ବି ବର୍ଷିଥାଏ। ଯଦି ଆପଣଙ୍କ ନିଦ ସକାଳୁ ଜଲଦି ଖୋଲୁଥାଏ ତ ଏହାର ଅର୍ଥ ଏହା ମଧ୍ୟ ଅଟେ କି ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।

ଏହି ଅଲୌକିକ ଶକ୍ତି ଆପଣଙ୍କୁ ଏହି ସଂକେତ ଦେଉଛି କି ଆପଣଙ୍କର ପୁରା ଦିନ ଭଲରେ ସମାପ୍ତ ହେବାକୁ ଯାଉଛି। ଆପଣଙ୍କର ଭଲ ସମୟ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କର ଆର୍ଥିକ ସ୍ଥିତି ଉନ୍ନତ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ସବୁ କଷ୍ଟର ଅନ୍ତ ଏବେ ହେବାକୁ ଯାଉଛି। ଏହାର ଓଲଟା ଯଦି ଆପଣ ସକାଳୁ ଉଠୁ ନାହାନ୍ତି ତେବେ ଏହା ଭଲ ସଂକେତ ମାନାଯାଏ ନାହିଁ। ଯେଉଁ ମହିଳା ସକାଳୁ ଶୀଘ୍ର ଉଠନ୍ତି ନାହିଁ ସେହି ଘରେ ସର୍ବଦା ଦାରିଦ୍ର୍ୟତା ବାସ କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *