Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୩ ଟି କାମ,ଘର ବର୍ବାଦ ହୋଇଯିବ,ଶନିଦେବ ଆପଣଙ୍କ ଉପରେ କ୍ରୋଧିତ ହେବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୩ ଟି କାମ। ଘର ବର୍ବାଦ ହୋଇଯିବ

ବନ୍ଧୁଗଣ ଶନିବାର ଦିନ ଏହି ଅଶୁଭ କାର୍ଯ୍ୟ କରନ୍ତୁ ନାହିଁ ଶନିଦେବଙ୍କୁ ହୋଇଥାଏ ପୀଡା। ଶନିବାର ଦିନ କରନ୍ତୁ ନାହିଁ ଏହି କାମ। ଶନିବାର ଦିନ ଭଗବାନ ଶନିଦେବଙ୍କୁ ସମର୍ପିତ ଅଟେ। ଏହି ଦିନ ଭଗବାନ ଶନିଦେବଙ୍କ ପୂଜା କରାଯାଏ। ଶନିବାର ଦିନ ଭଗବାନ ଶନିଙ୍କର ପ୍ରିୟ ଅଟେ। ମାନ୍ୟତା ଅଛି ଏହି ଦିନ ଯେଉଁ ଭକ୍ତ ପବିତ୍ର ମନରେ ଶନିଦେବଙ୍କର ପୂଜା କରି ଯାହାବି ମାଗିଥାଏ ନିଶ୍ଚୟ ପୁରା ହୋଇଥାଏ।

ସେଥିପାଇଁ ଭୁଲରେ ବି ଶନିବାର ଦିନ ଏହି ଭୁଲ କରନ୍ତୁ ନାହିଁ। ଶନିଦେବ କ୍ରୋଧିତ ହୋଇଯାନ୍ତି। କାରଣ ଶନିବାର ଦିନ ଶନିଦେବଙ୍କର ବହୁତ ଭାରି ଗ୍ରହ ମାନାଯାଏ। ଅଶୁଭ ଶନି ଅମଙ୍ଗଳକାରୀ ହୋଇଯାନ୍ତି। ଯାହାଙ୍କ ପ୍ରଭାବରେ ପ୍ରଭାବିତ ମନୁଷ୍ୟ କ୍ରୋଧି ଆତଙ୍କବାଦୀ ଦୁରାଚାରି ଏବଂ ବିଦ୍ରୋହୀ ହୋଇଥାନ୍ତି। ବ୍ୟକ୍ତି ଉପରେ ଯଦି ଶନି ଅଶୁଭ ପ୍ରଭାବ ପକାନ୍ତି ତେବେ ବ୍ୟକ୍ତି ଦରିଦ୍ର ହୋଇଯାଏ। ଘରକୁ କରଜ ଆସିବା ଆରମ୍ଭ ହୋଇଯାଏ।

ଶନିବାର ଦିନ ବ୍ୟକ୍ତି ସମ୍ଭୋଗ କରିବା ଠାରୁ ଦୂରେଇ ରହିବା ଉଚିତ। ସର୍ବଦା ଲୋକେ ଏହି ଭୋଗ ବିଳାସରେ ବୁଡି ରହିଥାନ୍ତି ଆଉ ତାଙ୍କୁ ଶନିଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥାଏ। ଏହି ଦିନ ସମ୍ଭୋଗ କଲେ ସନ୍ତାନ କିନ୍ନର ଜନ୍ମ ହୋଇଥାଏ କିମ୍ବା ଖରାପ ହୋଇଥାଏ

ମାନ୍ୟତା ଅନୁସାରେ ଶନିବାର ଦିନ କୁକୁର ବିଲେଇ ଘରେ କାନ୍ଦିଲେ ବହୁତ ଅଶୁଭ ହୋଇଥାଏ। ଏହା ଘରକୁ ଗରିବୀ ଆସିବାର ସଂକେତ ହୋଇପାରେ। ଝଗଡା କ୍ଳେଶ ଆଦି ଘରେ ହୋଇପାରେ।

ଶନିବାର ଦିନ ଭଙ୍ଗା ପାନିଆ ଏବଂ ଆଇନାର ବ୍ୟବହାର କରିବା ଉଚିତ ନୁହେଁ। କାରଣ ଏମିତି କଲେ ଶନିଗ୍ରହ ଅଶୁଭ ପ୍ରଭାବ ଦେଇଥାନ୍ତି। ଆଉ ବ୍ୟକ୍ତି କାଙ୍ଗାଳ ହୋଇଯାନ୍ତି।

ଶନିବାର ଦିନ କୌଣସି ବି ଜିନିଷ ଭାଙ୍ଗି ଯିବା ଅଶୁଭ ମାନାଯାଏ। ଶନିବାର ଦିନ ଭଙ୍ଗା ଥିବା ଗାଡ଼ିରେ ବସି ବୁଲିବା ଉଚିତ ନୁହେଁ। ଏହା ଦ୍ବାରା ଆପଣଙ୍କ ସହିତ ବହୁତ ଖରାପ ହୋଇପାରେ।

ଶନିବାର ଦିନ ଯେଉଁ ବ୍ୟକ୍ତି ସ୍ନାନ କରନ୍ତି ନାହିଁ ତାଙ୍କୁ ସଫଳତା କେବେବି ମିଳେ ନାହିଁ। ଶନି ଏମିତି ଗ୍ରହ ଅଟନ୍ତି ବ୍ୟକ୍ତିଙ୍କୁ ତାଙ୍କର କର୍ମ ଅନୁଯାୟୀ ଫଳ ଦେଇଥାନ୍ତି।

ଶନିବାର ଦିନ ପିଆଜ ରସୁଣ ମାଂସ ମଦ ସିଗାରେଟ ଖାଇବା ଉଚିତ ନୁହେଁ। ଏହି ଦିନ ଏହିସବୁ ସେବନ କରିବା ଦ୍ୱାରା ଶନି ଦେବଙ୍କୁ କଷ୍ଟ ହୋଇଥାଏ ଆଉ ଆପଣଙ୍କୁ ବି ପାପ ଲାଗିଥାଏ। ଏହା ଦ୍ବାରା ଆପଣଙ୍କ ଗ୍ରହର ସ୍ଥିତି ଖରାପ ହୋଇଯାଇଥାଏ।

ଶନିଦେବଙ୍କୁ ନ୍ୟାୟଧିସ ଦେବତା ମାନାଯାଏ। ସେଥିପାଇଁ ଶନିବାର ଦିନ ଝଗଡା ଆଦି କରିବା ଉଚିତ ନୁହେଁ। ମୁଖରୁ ଗାଳି ବି ବାହାର କରିବା ଉଚିତ ନୁହେଁ। ଲୁଚିକି କାହାରି କଥା ଶୁଣିବା ଉଚିତ ନୁହେଁ। ସ୍ତ୍ରୀଙ୍କୁ ଲୁଚିକି ଦେଖିବା ବି ଉଚିତ ନୁହେଁ। ନଚେତ ଶନିଦେବ କ୍ରୋଧିତ ହୋଇପାରନ୍ତି।

ଶନିବାର ଦିନ ଶନିଦେବଙ୍କ ବ୍ୟତୀତ ଭଗବାନ ହନୁମାନଙ୍କ ଦର୍ଶନ ନକଲେ ଶନିଦେବ ପ୍ରସନ୍ନ ହୁଅନ୍ତି ନାହିଁ। ଏଥିପାଇଁ ଶନିଦେବଙ୍କ ପୂଜା ପରେ ଭଗବାନ ହନୁମାନଙ୍କ ଦର୍ଶନ କରିବା ଉଚିତ। ବହୁତ ଶୁଭ ହୋଇଥାଏ।

ଶନିବାର ଦିନ ସୋରିଷ ତେଲରେ ତିଳ ପକେଇ ଦୀପ ଜଳାଇବା ଉଚିତ ଏବଂ ଶେଷରେ ଶନିଦେବଙ୍କ ଉପରେ ତେଲ ଅର୍ପଣ କରିବା ଉଚିତ। ଏହା ଦ୍ବାରା ବ୍ୟକ୍ତିର ସବୁ କଷ୍ଟ ଭଗବାନ ଶନିଦେବ ହରଣ କରିନିଅନ୍ତି।

ଏହିଦିନ ଶନିଦେବଙ୍କ ଆଖିକୁ ଦେଖିବା ଉଚିତ ନୁହେଁ ଓଲଟା ବ୍ୟକ୍ତିକୁ କଷ୍ଟ ମିଳିଥାଏ।

ଶନିବାର ଦିନ ସୂର୍ଯ୍ୟଦେବଙ୍କର ପୂଜା କରନ୍ତୁ ନାହିଁ। ଆଉ ଏହି ଦିନ କଳା କପଡା ବି ପିଦ୍ଧନ୍ତୁ ନାହିଁ।

ଯେଉଁ ଲୋକ ଶନିବାର ଦିନ ଦାନ ଧର୍ମ କରିଥାନ୍ତି ତାଙ୍କ ଉପରେ ଶନିଦେବ ପ୍ରସନ୍ନ ହୋଇଥାନ୍ତି।

ଶନିବାର ଦିନ କୌଣସି ପ୍ରକାରର ତେଲ ଯେପରି ଖାଇବା ତେଲ ରୋଷେଇରେ ବ୍ୟବହାର ହେଉଥିବା ତେଲ ଘରକୁ ଆଣିବା ଉଚିତ ନୁହେଁ। ଶନିବାର ଦିନ ତେଲ ଘରକୁ ଆଣିବା ଦ୍ୱାରା ଘରକୁ କଷ୍ଟ ଏବଂ ରୋଗ ମଧ୍ୟ ଆସିଥାଏ।

ଶନିବାର ଦିନ ଭୁଲରେ ମଧ୍ୟ ଲୁହା କିମ୍ବା ଲୁହାର କୌଣସି ବି ବସ୍ତୁ କିଣନ୍ତୁ ନାହିଁ। ବରଂ ଦାନ କରନ୍ତୁ।

ଶନିବାର ଦିନ କଳା ଜିନିଷ ଯେମିତିକି କଳା ଡାଲି ଏମତିକି କୌଣସି ବି କଳା ଜିନିଷ ଘରେ ପ୍ରସ୍ତୁତ କରିବା ଉଚିତ ନୁହେଁ। ଏହି ଦିନ କଳା ଜିନିଷ ଦାନ କରିବା ବହୁତ ଶୁଭ ମାନାଯାଏ। ଏହା ଦ୍ବାରା ଘରେ ଦୁର୍ଘଟଣା ହୋଇନଥାଏ।

ଶନିବାର ଦିନ ଅଚାନକ ଖର୍ଚ୍ଚ ବଢିବା କରଜ ବଢିବା ଘରେ କ୍ଷୀର ପଡିଯିବା ତେଲ ପଡ଼ିଯାଏ କାଚ ଭାଙ୍ଗିଯାଏ ତ ଏହା ଘରକୁ ଆସୁଥିବା ସମୟରେ ଗରିବୀ ଆସିପାରେ। ଏହା ଏହି ସଂକେତ ଦେଇଥାଏ ଆପଣଙ୍କ ଘରେ ରାହୁ କେତୁର ବାସ ଅଛି। ଏମିତି ସ୍ଥିତିରେ ସୋରିଷ ତେଲର ଦୀପ ନିଶ୍ଚୟ ଜଳାନ୍ତୁ।

ଶନିବାର ଦିନ ଏହି ଉପାୟ କରନ୍ତୁ ଶନି ଦୋଷ ରାହୁ ଦୋଷ ଦୂର ହୋଇଥାଏ। ଏହି ଉପାୟ କରିବା ସମୟରେ ଭଗବାନ ଶନିଦେବଙ୍କ ନାମ ନିଶ୍ଚୟ ନେବେ। ଏମିତି କରିଲେଆପଣ ଯାହାବି କାର୍ଯ୍ୟ କରିବେ ତାହା ନିଶ୍ଚୟ ସଫଳ ହେବ।

ଆପଣ ନିଜ ଆଙ୍ଗୁଳିରେ ଅଳ୍ପ ଟିକେ ସୋରିଷ ତେଲ ନେବେ ଆଉ ଏହାକୁ ନିଜର ଆଇବ୍ରୋ ଉପରେ ଲଗାନ୍ତୁ ଆଉ କାନପାଟିରେ ପଛ ପଟ ଅଂଶରେ ଅଳ୍ପ ଟିକେ ସୋରିଷ ତେଲ ଲଗେଇ ଛାଡି ଦିଅନ୍ତୁ ଏମିତି ପ୍ରତି ଶନିବାର ୨ ରୁ ୩ ଥର କରନ୍ତୁ। ଦେଖିବେ ଆପଣଙ୍କୁ କେତେ ଶାନ୍ତି ମିଳିବ।

ଶନି ଗଛରେ ଏମିତି ଭୁଲ କେବେବି କରିବେ ନାହିଁ।

ଆପଣ ପ୍ରତିଦିନ ଶନି ଗଛରେ ସୋରିଷ ତେଲରେ ଦୀପ ଜାଳି ପୂଜା କଲେ ବହୁତ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ଯେଉଁ ଘରେ ଶନି ଗଛ ଲଗାଯାଏ ତ କୌଣସି ଅଶୁଭ ଶକ୍ତିର ପ୍ରଭାବ ଘର ଉପରେ ପଡି ନଥାଏ। ଆଉ କେହି ବି ଯାଦୁ ମନ୍ତ୍ର କରିପାରି ନଥାଏ। ସବୁ ନକରାତ୍ମକ ଉର୍ଜା ନଷ୍ଟ ହୋଇଯାଇଥାଏ। ଶତ୍ରୁଙ୍କ ଠାରୁ ମୁକ୍ତି ମିଳିଯାଇଥାଏ।

ଏହି ଗଛ ଲଗେଇବା ସମୟରେ ଧ୍ୟାନ ଦେବେ କି ଗଛ ପାଖରେ ନାଳ ନଥିବ। ଅପରିଷ୍କାର ନଥିବ ଅପରିଷ୍କାର ମାଟି ତାର ଆଖପାଖରେ ନଥିବ। ନଚେତ ସେ ବ୍ୟକ୍ତି ବର୍ବାଦ ହୋଇଯିବ। ଯେବେବି ଏହି ଗଛକୁ ଲଇବେତ ସେଥିରେ ଗୋବର ବାଲୀ ଭଲ ମାଟିରେ ହିଁ ଲଗେଇବେ

ଶନି ଗଛ ଆପଣ ନିଜ ବଗିଚାରେ ଲଗେଇ ପାରିବେ। ଏହାକୁ ଘରେ ଏମିତି ଲଗେଇବେ ଯେମିତି ଘରୁ ବାହାରିବା ସମୟରେ ଏହି ଗଛ ଆପଣଙ୍କ ଡାହାଣ ହାତ ଆଡ଼କୁ ରହିବ। ଆଉ ଏହି ଦିଗରେ ହିଁ ଏହି ଗଛକୁ ଲଗେଇବେ। ଏହି ଗଛକୁ ଛାତ ଉପରେ ବି ଲଗେଇ ପାରିବେ। ଛାତ ଉପରେ ଏହି ଗଛକୁ ଦକ୍ଷିଣ ଦିଗରେ ଲଗେଇବେ। ଯଦି ରଶ୍ମି ନ ପଡେ ତ ପୂର୍ବ କିମ୍ବା ଐଶ୍ଵଣ୍ୟ କୋଣରେ ଲଗେଇ ପାରିବେ।

ପୂଜାରେ ସୋରିଷ ତେଲ ଏବଂ ଅସ୍ତ ଗଛ ପାଖରେ ସୋରିଷ ତେଲର ଦୀପ ଜଳାଇବେ ତ ସର୍ବଦା ଏହି କଥାର ଧ୍ୟାନ ରଖିବେ ଯେ ସେଠାରେ ପୁରା ତେଲ ଦେଇ ଦେବେ ଘରକୁ ଫେରେଇ ଆଣିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *