ଶାଶୂଘରେ ସମସ୍ତଙ୍କର ଅତିପ୍ରିୟ ହୋଇଥାନ୍ତି ଏହି ୫ ଗୋଟି ନାମ ଥିବା ଝିଅମାନେ !
ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପ୍ରତ୍ୟେକ ଝିଅମାନଙ୍କୁ ସାକ୍ଷାତ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନା ଯାଇଥାଏ।ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଝିଅମାନଙ୍କ ଠାରେ ଏପରି କିଛି ଅଲଗା ଗୁଣ ରହିଥାଏ, ଯାହା ସେମାନଙ୍କୁ ପୁରୁଷ ମାନଙ୍କ ଠାରୁ ଭିନ୍ନ କରିଥାଏ। ଜ୍ଯୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ବ୍ୟକ୍ତିତ୍ଵ, ସ୍ଵଭାବ ଏବଂ ଚାଲିଚଳନ ବିଷୟରେ ଜଣା ପଡ଼ିଥାଏ। ଏହାଛଡା ନାମର ପ୍ରଥମ ଅକ୍ଷର ବିଶିଷ୍ଟ ଝିଅମାନେ ନିଜ ସ୍ଵାମୀ ଏବଂ ତାଙ୍କ ପରିବାର ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।
P ନାମ ଥିବା ଝିଅମାନେ –
ଯେଉଁ ଝିଅମାନଙ୍କ ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇଥାଏ, ସେମାନେ ହୃଦୟରୁ ବହୁତ ସଚ୍ଚୋଟ ହୋଇଥାନ୍ତି।ଏମାନେ ଅନ୍ୟମାନଙ୍କର ଦୁଃଖ ସମୟରେ ବହୁତ ସହଯୋଗ କରିଥାନ୍ତି। ବିବାହ ପରେ ମଧ୍ୟ ଏମାନଙ୍କ ସ୍ଵଭାବରେ କୌଣସି ପରିବର୍ତ୍ତନ ଆସେ ନାହିଁ। ଜୀବନସାଥୀଙ୍କୁ ସବୁ କ୍ଷେତ୍ରରେ ପ୍ରେରଣା ଦେଇଥାନ୍ତି। ଶାଶୁଘର ଲୋକଙ୍କର ଯତ୍ନ ନେବା ସହିତ ସମସ୍ତଙ୍କର ପ୍ରିୟପାତ୍ର ହୋଇଥାନ୍ତି।ଏହି ନାମ ବିଶିଷ୍ଟ ଝିଅମାନେ ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ପ୍ରୟାସ କରିଥାନ୍ତି।
D ନାମ ଥିବା ଝିଅମାନେ –
ଯେଉଁ ଝିଅମାନଙ୍କ ନାମ D ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ପରିବାର ଲୋକଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ନିଜ ଦାୟିତ୍ଵ ସଠିକ ଢଙ୍ଗରେ ତୁଲାଇ ଥାଆନ୍ତି। ଶାଶୂଘରେ ଏମାନେ ପରିବାର ଲୋକଙ୍କର ଖୁବ୍ ଅଳ୍ପ ସମୟ ମଧ୍ୟରେ ହୃଦୟ ଜିତି ନେଇଥାନ୍ତି।ଏମାନଙ୍କ ଜୀବନସାଥୀ ଏମାନଙ୍କୁ ବହୁତ ପ୍ରେମ କରିଥାନ୍ତି। ଏହି ଝିଅ ମାନଙ୍କର ପାଦ ପଡ଼ିବା ମାତ୍ରେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।
S ନାମ ଥିବା ଝିଅମାନେ –
ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥାଏ, ସେମାନେ ଶାଶୂଘର ପାଇଁ ବହୁତ ଭାଗ୍ୟବତୀ ଓ ଶୁଭ ହୋଇଥାନ୍ତି। ଏମାନଙ୍କ ପାଖରେ ପ୍ରତ୍ୟେକ ପରିସ୍ଥିତିକୁ ଆୟତ୍ତ କରିବାର କୌଶଳ ରହିଥାଏ। ଏମାନଙ୍କ କାର୍ଯ୍ୟ ଶୈଳୀ ଯୋଗୁଁ ଜୀବନସାଥୀ ଏବଂ ପରିବାର ଲୋକଙ୍କର ମାନସମ୍ମାନ ବୃଦ୍ଧି ହୋଇଥାଏ।ପରିବାର ଲୋକଙ୍କ ମଙ୍ଗଳ ପାଇଁ ଏମାନେ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହିଥାଏ।
R ନାମ ଥିବା ଝିଅମାନେ –
ଯେଉଁ ଝିଅମାନଙ୍କର ନାମ R ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ସୁନ୍ଦର ଏବଂ କୋମଳ ହୃଦୟର ହୋଇଥାନ୍ତି। ଏମାନେ ନିଜ କ୍ଯାରିୟର ଏବଂ ପରିବାର ମଧ୍ୟରେ ତାଳମେଳ ରଖି ଆଗକୁ ବଢ଼ି ଥାଆନ୍ତି। ଏମାନଙ୍କର ଉତ୍ତମ ସ୍ଵଭାବ ଯୋଗୁଁ ପରିବାର ଲୋକେ ଏମାନଙ୍କୁ ବହୁତ ଭଲ ପାଇଥାନ୍ତି।ଏହି ଝିଅମାନେ ନିଜ ଜୀବନସାଥୀ ଏବଂ ପରିବାର ଲୋକଙ୍କର ବହୁତ ଯତ୍ନ ନେଇଥାନ୍ତି।
N ନାମ ଥିବା ଝିଅମାନେ –
ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର N ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ କଠୋର ସ୍ୱଭାବର ହୋଇଥିଲେ ମଧ୍ୟ ହୃଦୟରୁ ବହୁତ ନିର୍ମଳ ଥାଆନ୍ତି। ଏମାନେ ଶାଶୁଘର ଲୋକଙ୍କର ସର୍ବଦା ଯତ୍ନ ନେଇଥାନ୍ତି ଏବଂ ସମ୍ମାନ ମଧ୍ୟ କରନ୍ତି।ଏହି ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଏମାନଙ୍କର ସ୍ଵଭାବ ଯୋଗୁଁ ଶାଶୁଘର ଲୋକେ ଏମାନଙ୍କୁ ବହୁତ ପସନ୍ଦ କରନ୍ତି। ଏମାନେ ଯେଉଁଠାରେ ରହନ୍ତି, ସେହି ମାହୋଲ ହସଖୁସିରେ ପୁରି ଉଠେ।
ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!