Excuse Me Odisha

ଯାହା କହିବୁ ସତ କହିବୁ

ଏମିତି ତାୱାରେ ରୁଟି କଲେ ଘରକୁ ଆସିଥାଏ ଭୟଙ୍କର ଗରିବୀ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏମିତି ତାୱାରେ ରୁଟି କଲେ ଘରକୁ ଆସିଥାଏ ଭୟଙ୍କର ଗରିବୀ

ଏମିତି ଅନର୍ଥ କେବେବି କରିବେ ନାହିଁ। ଏମିତି ତାୱାରେ ରୁଟି କଲେ ଭୟଙ୍କର ବର୍ବାଦି ଆସିଥାଏ। ଏହା ସହିତ ଜାଣିବା ରୋଷେଇ ଘରେ କେଉଁ ଭୁଲ କରିବା ଉଚିତ ନୁହେଁ ନଚେତ ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇଯିବେ। ଆଉ ଘର ଛାଡ଼ି ଚାଲିଯିବେ। ଖାସ କରି ମହିଳା ମାନଙ୍କୁ ରୋଷେଇ ଏମିତି ଭୁଲ କରିବା ଉଚିତ ନୁହେଁ ନଚେତ ପୁରା ପରିବାର ବର୍ବାଦିର କାରଣ ବନିଥାଏ।

ରୋଷେଇ ଘରେ ଥିବା ତାୱାରେ ଏହି ଗୋଟିଏ ଜିନିଷ କେବେବି ବନେଇବା ଉଚିତ ନୁହେଁ ଯାହା ଦ୍ୱାରା ମା ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି ଏବଂ ଶନିଦେବ ହୋଇଯାଇଥାନ୍ତି କ୍ରୋଧିତ। ଆଉ ଧନର ଦେବୀ ମା ଲକ୍ଷ୍ମୀ ସର୍ବଦା ପାଇଁ ଘରୁ ବାହାରି ଚାଲିଯାଇଥାନ୍ତି ଆସିଥାଏ ଗରିବୀ। ରୋଷେଇ ଘରକୁ ମା ଲକ୍ଷ୍ମୀଙ୍କର ବାସ ମାନାଯାଏ।

ରୋଷେଇ ଘରର ତାୱା କଢେଇ ରାହୁଙ୍କର ପ୍ରତିନିଧିତ୍ୱ କରିଥାଏ ଏମିତିରେ ଏହାର ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ଘରର ମହିଳାଙ୍କୁ କିଛି ଖାସ ଜିନିଷ ଉପରେ ଧ୍ୟାନ ଦେବା ଉଚିତ। ଖାସ କରି ଘରର ମହିଳାଙ୍କୁ ତାୱାରେ ଏହି ଜିନିଷ କରିବା ଉଚିତ ନୁହେଁ। ଏହା ଦ୍ୱାରା ମା ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି ଏବଂ ଶନିଦେବ କ୍ରୋଧିତ ହୋଇଯାଇଥାନ୍ତି। ଘରେ ଗରିବୀ ଆସିଥାଏ ତ ଆସନ୍ତୁ ଜାଣିବା।

ବନ୍ଧୁଗଣ ତାୱା ଯାହା ରାହୁର ପ୍ରତିନିଧିତ୍ୱ କରିଥାଏ। ସେଥିରେ ଆପଣ ସବୁବେଳେ ଅନେକ ପ୍ରକାରର ରୋଷେଇ କରିଥାନ୍ତି ସେଥି ମଧ୍ୟରୁ ସବୁଠାରୁ ବଡ଼ ଭୂମିକା ଅଛି ରୁଟିର। ଅନେକ ଥର ଲୋକେ ଜଣା ଅଜାଣତରେ ତାୱାରେ ପାଣି ଗରମ କରିଥାନ୍ତି। ଯାହାକି ଘୋର ଅନର୍ଥ ମାନାଯାଏ। ଏହା ଦ୍ବାରା ରାହୁ କେତୁ କ୍ରୋଧିତ ହୋଇଯାନ୍ତି। ତତଲା ତାୱାରେ ଯଦି ପାଣି ଦିଆଯାଏ ତେବେ ଯେଉଁ ଆବାଜ ଆସିଥାଏ ତାହା ମହିଳାଙ୍କ ଉପରେ କଷ୍ଟ ଆସିଥାଏ। ଆଉ ବୈବାହିକ ଜୀବନରେ କଷ୍ଟ ଆସିଥାଏ।

ଏଥିପାଇଁ ଧୀରେ ଧୀରେ ସେହି ମହିଳାଙ୍କ କାରଣରୁ ପରିବାର ଉପରେ କଷ୍ଟ ଆସିଥାଏ। ଏହା ଦ୍ୱାରା ଶନିଦେବ ବି ପରିବାର ଉପରେ ଖରାପ ଦୃଷ୍ଟି ପକାଇ ଥାନ୍ତି। କାରଣ ଲୁହାର ସମ୍ବଦ୍ଧ ଶନିଦେବଙ୍କ ଉପରେ ପଡିଥାଏ। ଏଥିପାଇଁ ଗରମ ଲୁହା ଉପରେ ପାଣି ପକେଇବା ଉଚିତ ନୁହେଁ। ପ୍ରଥମେ ତାହାକୁ ଥଣ୍ଡା ହେବା ପାଇଁ ଦିଅନ୍ତୁ ଏହା ପରେ ତା ଉପରେ ପାଣି ଢାଳି ପାରିବେ। ଏହା ପରେ ତାୱାକୁ ଭଲ ଭାବରେ ଧୋଇ ଗୋଟେ କୋଣରେ ଲୁଚେଇ ରଖନ୍ତୁ।

ଘରେ ମା ଅନ୍ନପୂର୍ଣ୍ଣାଙ୍କ ବାସ ବନାଇ ରଖିବା ପାଇଁ ଏବଂ ଶନିଦେବ ରାହୁ କେତୁଙ୍କୁ ଖୁସି କରିବା ପାଇଁ ଏହା ସହିତ ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିବା ପାଇଁ ରୋଷେଇ ଘରେ ଯେବେବି ଆପଣ ରୁଟି ବନେଇବେ ତ ସର୍ବପ୍ରଥମେ ତାୱାକୁ ଭଲ ଭାବରେ ଧୋଇ ବ୍ୟବହାର କରିବେ। ରୁଟି କରିବା ପୂର୍ବରୁ ତାୱାରେ ଟିକେ ଲୁଣ ପକାନ୍ତୁ। ଆଉ କୌଣସି ଜିନିଷ ଯେମିତି ହଳଦୀ ଲଙ୍କା କିଛି ବି ମିଶା ନଥିବ। ସେହି ଲୁଣକୁ ଟିକେ ପକେଇ ଦେବେ।

ଗୋଟେ ତାୱାକୁ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ନାହିଁ। ପୁରୁଣା ତାୱା ଜଙ୍କ ଉତ୍ପନ କରିଥାଏ। ଏହା ଖାଦ୍ୟରେ ଯାଇ ଖାଦ୍ୟକୁବି ଦୂଷିତ କରିଦେଇଥାଏ। ଏହା ଦ୍ବାରା ଆପଣଙ୍କ ସନ୍ତାନ କିମ୍ବା ଘରର କୌଣସି ବି ସଦସ୍ୟଙ୍କୁ ଭୟଙ୍କର ରୋଗ ବି ହୋଇପାରେ। ଲମ୍ବା ସମୟ ପର୍ଯ୍ୟନ୍ତ ଭଙ୍ଗା ତାୱାରେ ଖାଦ୍ୟ ବନେଇବା ଦ୍ୱାରା ଦୋଷ ଲାଗିଥାଏ ଯେଉଁ କାରଣରୁ ଆପଣ କେବେବି ଧନୀ ହୋଇପାରିବେ ନାହିଁ। ଏହା ଦ୍ବାରା ଆପଣ ଗରିବୀ ହୋଇ ରହିବେ। ଯେବେବି ତାୱା ପୁରୁଣା ହୋଇଯିବ କିମ୍ବା ତାୱା ଭାଙ୍ଗି ଯିବ ତ ସେହି ତାୱାକୁ ଶନିବାର ଦିନ କାଢି ଦେବା ଉଚିତ।

ଯେବେବି ଆପଣ ରୁଟି ତିଆରି କରିବେ ଗୋଟେ ଛୋଟ ରୁଟି ବନେଇ ଏମିତି ଜାଗାରେ ରଖି ଦେବାକୁ ହେବ ଯେଉଁ ଜାଗାରେ କୌଣସି ପକ୍ଷୀ ଏହାକୁ ଖାଇ ପାରିବ ଏମିତି କଲେ ସବୁ ନକରାତ୍ମକ ଉର୍ଜା ନଷ୍ଟ ହୋଇଥାଏ ଏବଂ ସବୁ ଦେବୀ ଦେବତା ପ୍ରସନ୍ନ ହୋଇଯାଆନ୍ତି ଘରେ ସୁଖ ସୁବିଧା ବନି ରହିଥାଏ। ଗ୍ୟାସ ଚୁଲାରେ କେବେବି ଖାଲି ତାୱା ରଖିବେ ନାହିଁ। ଏହା ଦ୍ବାରା ଘରେ ଧନର କମି ହୋଇଥାଏ ଏବଂ ଗରିବୀ ନିଜର ବାସ ଧୀରେ ଧୀରେ ବନି ରହିଥାଏ।

ଖାଦ୍ୟ ବନେଇବା ପରେ ତାୱାକୁ ଭଲ ଭାବରେ ଧୋଇ କୌଣସି କୋଣରେ ଲୁଚେଇ ରଖନ୍ତୁ। ହିନ୍ଦୁ ଧର୍ମ ଅନୁସାରେ ତାୱାକୁ କେବେବି ଓଲଟା ରଖିବା ଉଚିତ ନୁହେଁ। ଓଲଟା ତାୱା ଘରେ ସେତେବେଳେ ରଖାଯାଏ ଯେତେବେଳେ ଘରେ କୌଣସି ଲୋକର ମୃତ୍ୟୁ ହୋଇଯାଇଥାଏ। ଯେଉଁ ବ୍ୟକ୍ତି ତାୱାକୁ ବିନା କାରଣରେ ଓଲଟା ରଖିଥାଏ ତ ଏହା ଅଶୁଭର କାରଣ ହୋଇଥାଏ। ଏଥିପାଇଁ କେବେବି ତାୱାକୁ ଓଲଟା ରଖନ୍ତୁ ନାହିଁ। ତାୱାକୁ ସିଧା କରି ହିଁ ରଖନ୍ତୁ।

ତାୱା ଏବଂ କଢେଇକୁ ଅପରିଷ୍କାର କରି ରଖିବା। କେବେବି ତାୱା ଏବଂ କଢେଇକୁ ଅପରିଷ୍କାର କରି ରଖନ୍ତୁ ନାହିଁ। ଏହି ଦୁଇଟି ଜିନିଷକୁ ପରିଷ୍କାର କରି ରଖିବା ବହୁତ ଜରୁରୀ ହୋଇଥାଏ। ଏହି ଦୁଇଟି ଜିନିଷକୁ ଯେତେ ପରିଷ୍କାର ରଖିବେ ଧନର ଆଗମନ ସେତେ ଅଧିକ ହେବ

ଭଗବାନଙ୍କ ଅସୀମ କୃପା ପାଇବା ପାଇଁ ଏବଂ ମା ଅନ୍ନପୂର୍ଣ୍ଣାଙ୍କ ନିଜ ଘରେ ବାସ ପାଇବା ପାଇଁ ପ୍ରଥମ ରୁଟି ଗୋମାତାଙ୍କ ପାଇଁ ବନେଇ ନିଜ ହାତରେ ଖୁଆନ୍ତୁ। ଏମିତି କଲେ ମା ଅନ୍ନପୂର୍ଣ୍ଣା ସର୍ବଦା ଘରେ ନିଜର ସ୍ଥାନ ବନେଇଥାନ୍ତି। କାରଣ ଗାଈ ଦେହରେ ସବୁ ଦେବୀ ଦେବତା ଏକା ସାଙ୍ଗରେ ବାସ କରିଥାନ୍ତି। ଏଥିପାଇଁ ଯେଉଁ ବ୍ୟକ୍ତି ଗୋମାତାଙ୍କ ସେବା କରିଥାଏ ସେ ପାପ ମୁକ୍ତ ହୋଇଯାଇଥାଏ।

ଘର ପରିବାରରେ ସୁଖ ସମୃଦ୍ଧି ବନାଇ ରଖିବା ପାଇଁ ଘରର ବାସ୍ତୁଦୋଷ ଠିକ ରହିବା ବହୁତ ଆବଶ୍ୟକ ଅଟେ। ଯେଉଁ ଘରର ବାସ୍ତୁ ଖରାପ ଥାଏ ସେହି ଘରେ ଅନେକ ପ୍ରକାରର ସମସ୍ୟା ଆସିଥାଏ। ଯେଉଁ ଘରେ ବାସ୍ତୁର ଅନୁସରଣ କରାଯାଏ ନାହିଁ ସେହି ଘରେ ବାସ୍ତୁ ଖରାପ ହୋଇଥାଏ। ଏହି ନେଗେଟିଭ ଏନର୍ଜୀ ସମ୍ପର୍କ ଆର୍ଥିକ ସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ।

ଯେତେବେଳେ ଆପଣ ଖାଦ୍ୟ ଖାଉଛନ୍ତି ତ ସେଥିରେ ବି ମଧ୍ୟ କିଛି ବାସ୍ତୁର ନିୟମ ଅଛି। ଆପଣ କେଉଁଠି କେମିତି ଖାଦ୍ୟ ଖାଉଛନ୍ତି ଏହା ଆପଣଙ୍କ ପରିବାରର ସ୍ୱାସ୍ଥ୍ୟ ଏବଂ ଉନ୍ନତି ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା କଣ ନିୟମ।

ପ୍ରାୟ ଦେଖିବାକୁ ମିଳିଥାଏ ଲୋକେ କିଚେନ ଷ୍ଟାଣ୍ଡ ଉପରେ ପ୍ଲେଟ ରଖି ଖାଦ୍ୟ ଖାଇଥାନ୍ତି ବା ଚାଖି ଥାନ୍ତି। କିଚେନ ଘର ଏହା ଏମିତି ଏକ ସ୍ଥାନ ଯେଉଁଠି ଆମେ ପୁରା ଘର ପାଇଁ ରୋଷେଇ ତିଆରି କରିଥାଉ। ଏହାକୁ ଅନ୍ନପୂର୍ଣ୍ଣା ଦେବୀଙ୍କ ସ୍ଥାନ ମଧ୍ୟ ମାନାଯାଏ। ଯେତେବେଳେ ଆମେ କିଚେନ ଘରର ସ୍ଲାପ ଉପରେ ଖାଦ୍ୟ ଖାଇଥାଉ ତ ସେହି ଜାଗା ସମ୍ପୂର୍ଣ୍ଣ ଭାବେ ଅପରିଷ୍କାର ହୋଇଯାଇଥାଏ। ଏମିତି କଲେ ମା ଅନ୍ନପୂର୍ଣ୍ଣା ଦେବୀ କ୍ରୋଧିତ ହୋଇଯାଇଥାନ୍ତି। ତାଙ୍କ କ୍ରୋଧରେ ଘରେ କ୍ଷତି ହେବାକୁ ଲାଗେ। ଏଥିପାଇଁ ରୋଷେଇ ଘରର ସ୍ଲାପ ଉପରେ କେବେବି ଖାଦ୍ୟ ଖାଆନ୍ତୁ ନାହିଁ।

ଖାଦ୍ୟ ବନାଯାଉଥିବା ଜାଗାକୁ ପିଠି କରି କେବେବି ଖାଆନ୍ତୁ ନାହିଁ। ଅନ୍ନପୂର୍ଣ୍ଣା ଦେବୀଙ୍କ ଅପମାନ ହୋଇଥାଏ। ଏଥିପାଇଁ ଏହା କରିବେ ନାହିଁ

ଯେତେବେଳେ ଆପଣ ଭୋଜନ ଆରମ୍ଭ କରିବେ ପ୍ରଥମେ ଅନ୍ନପୂର୍ଣ୍ଣା ଦେବୀଙ୍କୁ ହାତ ଯୋଡି ନମସ୍କାର କରି ଅନ୍ନପୂର୍ଣ୍ଣା ଦେବୀଙ୍କୁ ଧନ୍ୟବାଦ ଜଣାଇବେ। ଏହା ସହିତ ଘରର ମହିଳାଙ୍କୁ ଏହି ଗୋଟିଏ କାମ କରିବାକୁ ହେବ ଖାଦ୍ୟ ଘର ଲୋକଙ୍କୁ ଦେବା ପୂର୍ବରୁ ଭଗବାନଙ୍କୁ ଭୋଗ ନିଶ୍ଚୟ ଦେବା ଉଚିତ। ଭୋଗ କେବେବି ଭୂମି ଉପରେ ଦେବେନାହିଁ। ଆପଣ ଏହି ଭୋଗକୁ ଗୋଟେ ଛୋଟ ପ୍ଲେଟରେ ଦେବେ। ଖାଦ୍ୟ ଶେଷ ହେବା ପରେ ସେହି ପ୍ଲେଟରେ ବାହାର କରିଥିବା ଖାଦ୍ୟକୁ କୌଣସି ପଶୁଙ୍କୁ ଖାଇବାକୁ ଦେଇଦିଅନ୍ତୁ।

ଅନେକ ଲୋକ ବିଛଣାରେ ବସି ଖାଦ୍ୟ ଖାଇଥାନ୍ତି। କିନ୍ତୁ ଏମିତି ଭୁଲ କେବେବି କରନ୍ତୁ ନାହିଁ। ଏହା କରିବା ଦ୍ୱାରା ଅଧିକ କ୍ଷତି ହୋଇଥାଏ। ଆଉ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *