Excuse Me Odisha

ଯାହା କହିବୁ ସତ କହିବୁ

ଏହି ଗଛର ଛାଇ ଘର ଉପରେ ପଡିବା ଉଚିତ ନୁହେଁ। ଏହା ଘରକୁ ମୃତ୍ୟୁ ନେଇ ଆସିଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଗଛର ଛାୟା ଘର ଉପରେ ପଡିବା ଉଚିତ ନୁହେଁ। ଏହା ଘରକୁ ମୃତ୍ୟୁ ନେଇ ଆସିଥାଏ।

ବାସ୍ତୁଶାସ୍ତ୍ର ବ୍ୟକ୍ତି ଜୀବନରେ ବହୁତ ମହତ୍ୱ ରହିଥାଏ। ଘର କିଣିବା ଠାରୁ ନେଇ ଫର୍ନିଚରକୁ ସଠିକ ଭାବରେ ରଖିବା ପର୍ଯ୍ୟନ୍ତ ବାସ୍ତୁଶାସ୍ତ୍ର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏମିତି ମାନାଯାଏ କି ଘରର ମୁଖ୍ୟ ଦ୍ୱାର ଭୁଲ ଦିଗରେ ଥିଲେ ବ୍ୟକ୍ତିର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ। ବାସ୍ତୁଶାସ୍ତ୍ର ବ୍ୟକ୍ତିର ଜୀବନରେ କେତେ ପ୍ରକାରର ସମସ୍ୟା ଦୂର କରିବା ପାଇଁ ସାହାର୍ଯ୍ୟ କରିଥାଏ। ଆମର ଘରର ପ୍ରତ୍ୟକ ରୁମ ପାଇଁ ସଠିକ ସ୍ଥାନ ରଖାଯାଇଛି। ପୂଜା ଘର ରୋଷେଇ ଘର ବେଡ଼ରୁମ ବାଥରୁମ ଏସବୁ ରୁମ ପାଇଁ ଏକ ନିର୍ଦିଷ୍ଟ ଦିଗ ନିର୍ଣ୍ଣୟ କରାଯାଇଛି।

ଯଦି ଏହି ରୁମକୁ ନିର୍ଦିଷ୍ଟ ଜାଗାରେ ନିର୍ମାଣ କରାଯାଏ ତ ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ବନି ରହିଥାଏ। ଏବଂ ଯଦି ଏସବୁର ସ୍ଥାନ ଭୁଲ ଦିଗରେ ବନାଯାଏ ତେବେ ବ୍ୟକ୍ତିକୁ ଅନେକ ପ୍ରକାରରସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏହା ସହିତ ବାସ୍ତୁଶାସ୍ତ୍ରରେ ଅନେକ ବେଦ ବର୍ଣ୍ଣନା କରାଯାଇଛି। ଏଥି ମଧ୍ୟରୁ ସ୍ତମ୍ଭ ଭେଦ ବୃକ୍ଷ ଭେଦ ଛାୟା ଭେଦ ଆଦି ଜଡିତ ଅଟନ୍ତି । ଛାୟା ଭେଦ ଅନୁସାରେ ଯଦି ଆପଣଙ୍କ ଘର ଉପରେ ଅନ୍ୟ କୌଣସି ଘର କିମ୍ବା ଗଛ କିମ୍ବା ଉଚ୍ଚ ବିଲ୍ଡିଂର ଛାୟା ପଡୁଥାଏ ତ ଏହା ମଧ୍ୟ ବାସ୍ତୁଦୋଷର କାରଣ ବନି ପାରେ।

ଏମିତି ମାନ୍ୟତା ଅଛି ଏହା ଦ୍ବାରା ପରିବାରର ଲକେ ସର୍ବଦା ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଛାୟା ଭେଦ ଅନୁସାରେ ବ୍ୟକ୍ତିଙ୍କ ମସ୍ତିଷ୍କ ମନ ଏବଂ ଶରୀର ସହିତ ଜଡିତ ଅନେକ ରୋଗ ହୋଇପାରେ। ଏହା ବ୍ୟତୀତ ଜୀବନରେ ସଫଳତା ମିଳିବାର ବାଧା ଆସିଥାଏ। ଘର ନିର୍ମାଣ କରିବା ପୂର୍ବରୁ ଏହା ଜାଣିବା ବହୁତ ଜରୁରୀ ଅଟେ କି ତା ଉପରେ ପଡୁଥିବା ଛାୟା ଶୁଭ ହେବ ନାଁ ଅଶୁଭ। ଛାୟା ପଡିବା ଦ୍ୱାରା କ୍ଷତି ଲାଭର ଧାରଣା କରାଯାଇ ପାରିବ।

ଯଦି ଏହା ଜଣା ଅଛି ଯେ ଘର ଉପରେ ପଡୁଥିବା ଛାୟା କେଉଁ ଜିନିଷ ଅଟେ ଆଉ କେଉଁ ସମୟରେ ପଡୁଅଛି। ଛାୟା ଯେକୌଣସି ବି ହୋଇପାରେ। ଅର୍ଥାତ ମନ୍ଦିର ଗଛ କୌଣସି ଅନ୍ୟ ଜଣଙ୍କର ଘର ଉଚ୍ଚ ବିଲ୍ଡିଂ ବିଦ୍ୟୁତ ଖୁଣ୍ଟି ଆଦି ଜଡିତ ଅଛି। ବାସ୍ତୁଶାସ୍ତ୍ର ଅନୁସାରେ ଯଦି କୌଣସି ଘର ଉପରେ ମୂଖ୍ୟତଃ ୬ ଘଣ୍ଟା ପଡେ ତ ଏହାକୁ ଛାୟା ଭେଦ କୁହାଯାଏ। ଆସନ୍ତୁ ଜାଣିବା ଛାୟା ଭେଦ କେତେ ପ୍ରକାରର।

ଧ୍ଵଜ ଛାୟା ଭେଦ। ଧ୍ଵଜ ଛାୟା ଭେଦ ଅନୁସାରେ ମନ୍ଦିରର ଆଖପାଖରେ ୧୦୦ ଫୁଟର ବନାଯାଇଥିବା ଘର ଧ୍ଵଜ ଛାୟା ଭେଦ ଭିତରେ ଆସିଥାଏ କିନ୍ତୁ ମନ୍ଦିରର ଉଚ୍ଚତା କମ ଅଟେ ତ ଆଉ ତାର ଧ୍ଵଜ ଛାୟା ଭେଦ ଘର ଉପରେ ପଡିନଥାଏ ତ ଏହାର କୌଣସି ପ୍ରଭାବ ଘର ଉପରେ ପଡିବ ନାହିଁ। ଯଦି ଧ୍ଵଜର ଉଚ୍ଚତାରୁ ଦୁଇଗୁଣିତ ଛାୟା ଛାଡି ଘରର ନିର୍ମାଣ କରାଯାଏ ତ ଏହା ବାସ୍ତୁଦୋଷର କାରଣ ବନିନଥାଏ।

ମନ୍ଦିର ଛାୟା ଭେଦ। ଏହା ମଧ୍ୟ ବାସ୍ତୁଦୋଷର କାରଣ ହୋଇପାରେ। ଯଦି ସକାଳେ ୧୦ ଟାରୁ ଦିପ୍ରହର ୩ଟା ପର୍ଯ୍ୟନ୍ତ କୌଣସି ମନ୍ଦିରର ଛାୟା ପଡ଼ିଥାଏ ତ ମନ୍ଦିର ଛାୟା ଭେଦ ଭିତରେ ଆସିଥାଏ। ଏହା ଦ୍ବାରା ଗୃହରେ କ୍ଳେଶ କାନୁନି ଏବଂ ବିବାହର ଡେରି ହୋଇପାରେ।

ପର୍ବତ ଛାୟା ଭେଦ। ଛାୟା ଭେଦ ଅନୁସାରେ ପୂର୍ବ ଦିଗରେ ସ୍ଥିତ କୌଣସି ବି ପାହାଡ଼ କିମ୍ବା କୌଣସି ଉଚ୍ଚ ବିଲ୍ଡିଂର ଛାୟା ଘର ଉପରେ ପଡ଼ିଥାଏ ତ ଏହାକୁ ଅଶୁଭ ମାନାଯାଏ। ଏହା ଦ୍ୱାରା ଜୀବନରେ ମାନ ସମ୍ମାନ ଘଟିଥାଏ ଏବଂ ସଫଳତାରେ ବାଧା ସୃଷ୍ଟି ହୋଇଥାଏ।

ଘରର ଛାୟା ଭେଦ। ଯଦି ଆପଣଙ୍କ ଘର ଆଖପାଖରେ ବୋରିଂ କରାଯାଇଛି ତ ଏହା ଉପରେ ପଡୁଥିବା ଛାୟା ଛାୟା ଭେଦ ଭିତରେ ଆସିଥାଏ। ଏହା ଦ୍ୱାରା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ମାନାଯାଏ କି କୌଣସି ଘର ଉପରେ ଅନ୍ୟ କୌଣସି ଛାୟା ପଡିଥାଏ ତ ପରିବାରର ମୁଖ୍ୟ ସଦସ୍ୟଙ୍କର ବିନାଶ ହୋଇପାରେ। ଏହି ଛାୟା ଅଧିକ ସମୟ ପର୍ଯ୍ୟନ୍ତ ନପଡିବା ଦରକାର। ନଚେତ ଏହା ବହୁତ ଅଶୁଭ ହୋଇଥାଏ।

ବୃକ୍ଷ ଛାୟା ଭେଦ। ଛାୟା ଭେଦ ଅନୁସାରେ ସକାଳେ ୧୦ ଟାରୁ ଦିପ୍ରହର ୩ଟା ପର୍ଯ୍ୟନ୍ତ କୌଣସି ଛାୟା ଘର ଉପରେ ପଡିଥାଏ ତ ଏହା ଅଶୁଭ ମାନାଯାଏ। କିନ୍ତୁ ଏଥିପାଇ ଘରର ଦିଗ ବିଷୟରେ ଜଣା ଯାଇଥାଏ। ଏହା ଦ୍ବାରା ଜୀବନରେ ଅସଫଳତା ଆସିଥାଏ। ଘରର ଅଗ୍ନି କୋଣରେ ବର ଗଛ ପିପଲ ଗଛ ଇତ୍ୟାଦି ବା ଗୁଲର ଗଛ ଇତ୍ୟାଦି ଜୀବନରେ ବାଧା ଏବଂ ଏହା ଦ୍ୱାରା ମନୁଷକୁ କୌଣସି କାମରେ ସଫଳତା ମିଳିନଥାଏ ଏବଂ ବ୍ୟକ୍ତିର ମୃତ୍ୟୁ ବି ହୋବି ଇପାରେ ଏଥିପାଇଁ ଧ୍ୟାନ ରଖିବେ ଘର ପାଖରେ କୌଣସି ଛାୟା ଅଧିକ ସମୟ ପର୍ଯ୍ୟନ୍ତ ଘର ଉପରେ ନପଡୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *