Excuse Me Odisha

ଯାହା କହିବୁ ସତ କହିବୁ

ଦୁନିଆର ସବୁଠୁ ଶକ୍ତିଶାଳୀ ରାଶି, ୨୦୨୨ ରୁ ୨୦୨୫ ମଧ୍ୟରେ ଖୋଲିବ ଏହି ୫ ରାଶିର ଭାଗ୍ୟ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୦୨୨ ରୁ ୨୦୨୫ କୋଟିପତି ୫ ଟି ରାଶି।

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ସେହି ୫ ଗୋଟି ରାଶିଙ୍କ ବିଷୟରେ ଜାଣିବା ଯେଉଁମାନଙ୍କର ଭାଗ୍ୟ ବର୍ଷ ୨୦୨୨ ରୁ ବର୍ଷ ୨୦୨୫ ମଧ୍ୟରେ ବଦଳିବାକୁ ଯାଉଅଛି। ଏମାନଙ୍କର ଭାଗ୍ୟର ତାଲା ଖୋଲିବାକୁ ଯାଉଅଛି। ମା ଲକ୍ଷ୍ମୀଙ୍କର କୃପାରୁ ଏମାନଙ୍କର ଜୀବନରେ ଧନର ଆଗମନ ହେବାକୁ ଯାଉଅଛି। ଏମାନଙ୍କୁ ଦୁନିଆର ସମସ୍ତ ସୁଖ ମିଳିବାକୁ ଯାଉଅଛି। ବନ୍ଧୁଗଣ ଆମ ଜୀବନରେ ଚାଲିଥିବା ସୁଖ ଏବଂ ଦୁଃଖ ଆଦି ଗ୍ରହ ମାନଙ୍କର ଗତି ଉପରେ ନିର୍ଭର କରିଥାଏ। ଆମ ଜୀବନରେ ହେଉଥିବା ପରିବର୍ତ୍ତନ ଗୁଡିକ ଗ୍ରହ ମାନଙ୍କ ଗତି ପାଇଁ ହୋଇଥାଏ।

ତେବେ ୫ ଗୋଟି ରାଶିର ଗ୍ରହ ମାନଙ୍କର ଏପରି ମହାସଂଯୋଗ ହେବାକୁ ଯାଉଛି କି ବର୍ଷ ୨୦୨୨ ରୁ ୨୦୨୫ ମଧ୍ୟରେ ଏହି ୫ ଗୋଟି ରାଶିଙ୍କ ଭାଗ୍ୟ ବଦଳିବାର ଅଛି। ଏମାନେ ଯାହା ସ୍ୱପ୍ନରେ ଭାବି ନଥିବେ ତାହା ସବୁ ଘଟିବାକୁ ଯାଉଅଛି। ଏହି ରାଶିର ଲୋକମାନଙ୍କୁ ବହୁତ ବଡ଼ ଖୁସିର ଖବର ମିଳିବ। ଯାହାର କି କଳ୍ପନା ମଧ୍ୟ ଏମାନେ କରିନଥିବେ। ଏମାନଙ୍କୁ ସ୍ତ୍ରୀ ଓ ସନ୍ତାନଙ୍କ ଠାରୁ ଭଲ ପାଇବା ମିଳିବ। କାର୍ଯ୍ୟ କ୍ଷେତ୍ରରେ ଏମାନଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ। ଯଦି ଆପଣ କୌଣସି କାର୍ଯ୍ୟ କରିବାକୁ ଚାହାନ୍ତି ତେବେ ଏହି ସମୟ ଠିକ ସମୟ ଅଟେ।

ଯେଉଁମାନେ ପ୍ରେମ ଜୀବନ ଯାପନ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ଅଟେ। ଆପଣଙ୍କର ଘରେ ଖୁସିର ବାତାବରଣ ରହିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ନୂତନ ବନ୍ଧୁ ମଧ୍ୟ ଆପଣ ବନାଇବେ ଏବଂ ସେହି ବନ୍ଧୁମାନେ ଆପଣଙ୍କୁ ସବୁ ପ୍ରକାରର ସହଯୋଗ କରିବେ। ଧନ ପ୍ରାପ୍ତିର ମଧ୍ୟ ଯୋଗ ବନୁଅଛି। ନିଜର ପୁରୁଣା ପଇସା ଫେରସ୍ତ ପାଇବେ। ଯଦି ଆପଣ କାହାକୁ ଶୁଦ୍ଧ ବା ଧାର ଭାବେ ପଇସା ଦେଇଥିବେ ତାହା ଆଉ ଫେରସ୍ତ ପାଇପାରିନାହାନ୍ତି ତେବେ ଏହି ସମୟରେ ପାଇପାରିବେ। ଯେଉଁମାନେଙ୍କର ବିବାହ କୌଣସି କାରଣ ବଶତଃ ବିଳମ୍ବ ହେଉଛି ତେବେ ସେମାନଙ୍କର ବିବାହ ଯୋଗ ମଧ୍ୟ ଖୋଲିଯିବ।

ଏହି ୫ ଗୋଟି ରାଶିର ଯେଉଁ ବିଦ୍ୟାର୍ଥୀମାନେ ଯଦି କୌଣସି ପରୀକ୍ଷା ଆଦି ପାଇଁ ପ୍ରସ୍ତୁତ ହେଉଥାନ୍ତି ତ ସେମାନେ ସେଥିରେ ସଫଳ ହେବେ। ଆପଣ କୌଣସି ନୂତନ ଯାନ କିଣିବାକୁ ମନ ବଳାଇବେ। ଘରେ କୌଣସି ଖୁସି ଖବର ଶୁଣି ଆନନ୍ଦର ବାତାବରଣ ସୃଷ୍ଟି ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବ୍ୟବସାୟରେ ଲାଭ ପାଇବେ। ଚାକିରୀରେ ପଦଉନ୍ନତି ହେବ। ସହଯୋଗୀଙ୍କ ସହଯୋଗ ପ୍ରାପ୍ତି ହେବ। ବ୍ୟବସାୟ ବା ଚାକିରୀ ଆପଣ କୌଣସି ନୂଆ ଜିନିଷ କରିବାକୁ ଚେଷ୍ଟା କରିବେ ଏବଂ ସଫଳ ମଧ୍ୟ ହେବେ।

ଆପଣ ନିଜ ସ୍ୱାସ୍ଥ୍ୟ ବ୍ୟବସାୟ ବା କାର୍ଯ୍ୟକୁ ନେଇ ସାବଧାନ ରହିବେ। ଟିକେ ଆସାବଧାନତା ଆପଣଙ୍କ ପାଇଁ ଖରାପ ହୋଇପାରେ। ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ। ଆପଣ ଏବଂ ଆପଣଙ୍କ ଜୀବନସାଥୀ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ନିଜ ପରିବାର ସହିତ ସୁଖର ସମୟ ବିତାଇବେ। ଟିକେ ପରିଶ୍ରମ ଦ୍ୱାରା ଆପଣ ବଡ଼ ସଫଳତା ପାଇପାରିବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ଅଟେ। ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଖୁବଶୀଘ୍ର ଶୁଭ ସମୟର ଆଗମନ ହେବାକୁ ଯାଉଅଛି। ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ।

ଏମାନଙ୍କର ଜୀବନରେ ମା ଲକ୍ଷ୍ମୀଙ୍କର କୃପାଦୃଷ୍ଟିରୁ କୌଣସି କ୍ଷେତ୍ରରେ ଆର୍ଥିକ ସମସ୍ୟା ରହିବ ନାହିଁ। ଏହି ରାଶିର ବ୍ୟକ୍ତିମାନେ ଯଦି କୌଣସି କାର୍ଯ୍ୟରେ ସଫଳତା ପାଇବା ନିମନ୍ତେ ଆଶା ରଖିଥିବେ ତାହା ନିଶ୍ଚିତ ରୂପରେ ପାଇବେ। ବ୍ୟାପାରି ଏବଂ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଲାଭ ପ୍ରାପ୍ତ ହେବ। ବ୍ୟାପାରି ମାନେ ନିଜ ବ୍ୟାପାରରେ ଦୁଇଗୁଣା ଲାଭ ପାଇବେ ଏବଂ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ନିଶ୍ଚିତ ଭାବରେ ପ୍ରୋମସନ ମିଳିବ। ଏହି ରାଶିର ବ୍ୟକ୍ତି ମାନଙ୍କର ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ ଏବଂ ଲୋକମାନେ ଏମାନଙ୍କର ମାର୍ଗଦର୍ଶନ ପାଇବା ଦ୍ୱାରା ନିଜକୁ ଭାଗ୍ୟଶାଳୀ ମନେ କରିବେ। ତେବେ ବନ୍ଧୁଗଣ ସେହି ୫ ଗୋଟି ଭାଗ୍ୟଶାଳୀ ରାଶି ହେଉଛନ୍ତି ମେଷ ରାଶି, ବୃଷ ରାଶି, କନ୍ୟା ରାଶି, ତୁଳା ରାଶି ଏବଂ କୁମ୍ଭ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *