Excuse Me Odisha

ଯାହା କହିବୁ ସତ କହିବୁ

ଆଜି ରାତିଠାରୁ ବନିବାକୁ ଯାଉଛି ମହାସଂଯୋଗ ! ଏହି ୫ ଗୋଟି ରାଶି ହେବାକୁ ଯାଉଛନ୍ତି ଭାଗ୍ୟଶାଳୀ ! ଆପଣଙ୍କ ରାଶି ଏଥିରେ ନାହିଁ ତ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣମାନଙ୍କୁ ଆମର ପୋର୍ଟଲକୁ ସ୍ୱାଗତ ଜଣାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଏହି ପରିବର୍ତ୍ତନ କାରଣରୁ ମଣିଷ ନିଜ ଜୀବନରେ କେବେ ସୁଖ ଭୋଗ କରେ,ତ ଆଉ କେବେ ଜୀବନରେ ସୁଖ ଆସିଥାଏ।ଗ୍ରହ ମାନଙ୍କର ଗତିବିଧିରେ ପରିବର୍ତ୍ତନ ହେଲେ ମଣିଷଙ୍କ ଜୀବନ ପ୍ରଭାବିତ ହୋଇଥାଏ।ତେବେ ଆଜିଠାରୁ କିଛି ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଏହି ରାଶିର ଲୋକ ମାନଙ୍କୁ ଅପାର ଧନସମ୍ପତ୍ତି ପ୍ରାପ୍ତ ହେବାର ସମ୍ଭାବନା ରହିଛି। ଏମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଏମାନଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି।ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ, ଯାହାଦ୍ୱାରା ଲୋକେ ଆପଣଙ୍କ ଠାରୁ ପ୍ରେରଣା ନେବେ।

ପ୍ରତ୍ୟେକ କାର୍ଯ୍ୟରେ ଆପଣ ମାନେ ସଫଳତା ହାସଲ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣଙ୍କୁ ଉତ୍ତମ ଅବସର ପ୍ରାପ୍ତ ହେବ। ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରି ରାଜ୍ୟର ଗୌରବ ଅର୍ଜନ କରିବେ।ଚାକିରି ପାଇଁ ଆଶା ରଖିଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଶୁଭ ସମାଚାର ପ୍ରାପ୍ତ ହେବ। ସବୁ କ୍ଷେତ୍ରରେ ଆପଣଙ୍କୁ ପିତାମାତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ପାରିବାରିକ ବାତାବରଣ ସର୍ବଦା ସୁଖମୟ ରହିବ।

ଆପଣଙ ଘରେ ଆର୍ଥିକ ସମସ୍ୟା ଦୂର ହୋଇଯିବ। ଅସୁବିଧା ସମୟରେ ଭାଇଭଉଣୀଙ୍କ ଠାରୁ ଆପଣ ଆର୍ଥିକ ସାହାଯ୍ୟ ପାଇବେ। ରଚାନାତ୍ମକ କ୍ଷେତ୍ରରେ ଆପଣ ବିଶେଷ ରୁଚି ପ୍ରଦର୍ଶନ କରିବେ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହେବ। ଜୀବନସାଥୀଙ୍କ ସହିତ ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି ଏବଂ ଉତ୍ତମ ସମୟ ଅତିବାହିତ କରିବେ।

ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ସହିତ ଯେଉଁ ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ଆଲୋଚନା କରୁଥିଲୁ, ସେହି ରାଶି ଗୁଡ଼ିକ ହେଉଛି – ମେଷ ରାଶି, ମୀନ ରାଶି, ବିଛା ରାଶି, କନ୍ୟା ରାଶି, ତୁଳା ରାଶି ଓ କୁମ୍ଭ ରାଶି।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *