Excuse Me Odisha

ଯାହା କହିବୁ ସତ କହିବୁ

ଚରିତ୍ରହୀନ ନାରୀଙ୍କୁ ଚିହିଁବେ କିପରି ? ଚିହ୍ନନ୍ତୁ ଏହି ୧୫ଟି ଲକ୍ଷଣରୁ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ଚରିତ୍ରହୀନ ନାରୀ ମାନଙ୍କର ଲକ୍ଷଣ। ମାର ମମତାର ମୂର୍ତି ହୋଇଥାନ୍ତି ନାରୀମାନେ। ମହିଳାମାନଙ୍କର ମନକୁ ଜାଣିବା ଅତି କଷ୍ଟକର ହୋଇଥାଏ। କିନ୍ତୁ ଆପଣ ତାର ଲକ୍ଷଣ ଓ ଚରିତ୍ରକୁ ଲକ୍ଷ କରି ଜାଣି ପାରିବେ ଯେ ସେ କେମିତିକା ମଣିଷ ଅଟନ୍ତି। ଯଦି ଆମେ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା କହିବା ତ ସେ ଚରିତ୍ରହୀନ ନାରୀ ମାନଙ୍କ ବିଷୟରେ ଅନେକ ତଥ୍ୟ ଦେଇଛନ୍ତି।

ଯଦି ଆପଣ ସେସବୁ ତଥ୍ୟକୁ ଜାଣିଯିବେ ତେବେ ଆପଣ ମାନଙ୍କ ଜୀବନରେ କେବେବି ଧୋକା ମିଳିବ ନାହିଁ। ଆଉ ଆପଣଙ୍କ ଭାବନାକୁ କଷ୍ଟ ପହଂଚିବ ନାହିଁ। ଏହିପରି ସବୁ କଥା ଜାଣିବା ପରେ ଆପଣ ଏହିପରି ମହିଳାମାନଙ୍କ ପ୍ରେମରେ ପଡିବେ ନାହିଁ।

ତେବେ ବନ୍ଧୁଗଣ ସ୍ତ୍ରୀ ଜାତି ଗୋଟେ ସୁନ୍ଦର ଅନୁଭୂତି ହୋଇଥାଏ। ଏହାକୁ ଯିଏ କେହିବି ଦେଖି ଆକର୍ଷିତ ହୋଇଯାନ୍ତି। ସେମାନଙ୍କର ବ୍ୟକ୍ତିତ୍ୱ ଏବଂ ସୁନ୍ଦରତା ମନ କିଣିନିଏ। ଆଚାର୍ଯ୍ୟ ଚାଣକ୍ୟଙ୍କ କଥା ଅନୁସାରେ ବେଦରେ ନାରୀଙ୍କୁ ଦେବୀ କୁହାଯାଏ। କିନ୍ତୁ ଆଉ କିଛି ନାରୀମାନଙ୍କୁ ଚରିତ୍ରହୀନ କୁହାଯାଏ ଯାହାର କାରଣରେ ସେ ଯେଉଁ ବ୍ୟକ୍ତିଙ୍କ ଜୀବନରେ ଆସନ୍ତି ଖରାପ ପ୍ରଭାବ ପଡିଥାଏ।

କେତେକ ଲୋକଙ୍କ ସ୍ୱଭାବ ରାଗି ହୋଇଥାଏ ଆଉ ଚିଡିଚିଡା ସ୍ୱାଭାବର ହୋଇଥାଏ। ଆଉ ଏହିଭଳି ମହିଳାଙ୍କୁ ଆପଣ କେବେବି ବିଶ୍ୱାସ କରନ୍ତୁ ନାହିଁ। କାରଣ ସେମିତିକା ମହିଳାମାନେ ବିଶ୍ୱାସ ଏବଂ ଭରସାର ଯୋଗ୍ୟ ହୋଇନଥାନ୍ତି।

ଆପଣ ଦେଖିଥିବେ ଯେ ବହୁତ ମହିଳା ମାନଙ୍କର ପାଦର ପଛ ଅଂଶ ମୋଟା ହୋଇଥାଏ ଏମିତି ମହିଳା ଆପଣଙ୍କ ଘର ପାଇଁ ଏବଂ ଜୀବନ ପାଇଁ ଆଦୌ ଶୁଭ ହୋଇନଥାନ୍ତି। ଯଦି କୌଣସି ମହିଳାଙ୍କର ପାଦର ବୁଢା ଆଙ୍ଗୁଳିର ପାଖ ଆଙ୍ଗୁଳି ବଡ଼ ଥିବା ଆଉ କାନି ଆଙ୍ଗୁଳି ଚାଲିବା ପରେ ଭୂମି ସ୍ପର୍ଶ କରୁନଥିବ ଏପରି ମହିଳା ସମୟ ସହ ତାଳ ଦେଇ ଚାଲି ପାରିବେ।

ଯେଉଁ ନାରୀ ମାନଙ୍କର ପେଟ ଖୁବ ବଡ଼ ହୋଇଥାଏ ସେମାନେ ସାରା ଜୀବନ ଦରିଦ୍ରତାରେ ବିତେଇଥାନ୍ତି। ଏଥିପାଇଁ ଏମାନଙ୍କୁ ଅଶୁଭ ବୋଲି ମାନିନିଆଯାଏ

ଯେଉଁ ମହିଳା ମାନଙ୍କର ଦାନ୍ତ ଖୁବ ବଡ଼ ହୋଇଥାଏ ଆଉ ଓସାର ହୋଇଥାଏ ତାଙ୍କୁ ଦୁର୍ଭାଗ୍ୟଶାଳୀ ବୋଲି ମାନି ନିଆଯାଏ।

ଯେଉଁ ମହିଳା ମାନଙ୍କ ଓଠରେ ହାଲକା ହାଲକା ଚୁଟି ଥାଏ ସେମାନେ ତାଙ୍କ ସ୍ବାମୀ ପାଇଁ ଅଶୁଭ ହୋଇଥାନ୍ତି। ଓ ଯେଉଁ ମହିଳା ମାନଙ୍କ କପାଳ ଉଚ୍ଚା ସେମାନେ ତାଙ୍କ ଦିଅର ପାଇଁ ଅଶୁଭ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *