Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଗଣେଶଙ୍କର ଏହି ଗୁପ୍ତ ମନ୍ତ୍ର ଜପିବା ମାତ୍ରେ ସବୁ ମନସ୍କାମନା ସଙ୍ଗେସଙ୍ଗେ ପୁରାଣ ହୋଇଥାଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଗଣେଶଙ୍କର ଗୁପ୍ତ ମନ୍ତ୍ର ଜପିବା ମାତ୍ରେ ମନକାମନା ଯେମିତି ବି ହୋଇଥାଉ ହାତାହାତୀ ପୂର୍ଣ୍ଣ ହୋଇଥାଏ।

ଯେବେବି କୌଣସି କାର୍ଯ୍ୟର ଆରମ୍ଭ ହୋଇଥାଏ ସେତେବେଳେ ପ୍ରଥମେ ଜୟ ଶ୍ରୀ ଗଣେଶ କହିଥାନ୍ତି। ଭଗବାନ ଗଣେଶଙ୍କୁ ମନେ ପକେଇ ଯେଉଁ ବି କାମ ଆରମ୍ଭ କରାଯାଏ ସେ କାମ ବିନା କୌଣସି ବିଘ୍ନରେ ସମ୍ପୂର୍ଣ୍ଣ ହୋଇଥାଏ। ଭଗବାନ ଶ୍ରୀ ଗଣେଶ ବିଘ୍ନ ହର୍ତା ଅଟନ୍ତି ମଙ୍ଗଳ କର୍ତା ଅଟନ୍ତି। ବିଗିଡି ଥିବା କାମକୁ ବନେଇ ଦିଅନ୍ତି। ଖରାପ ଭାଗ୍ୟକୁ ବି ଜାଗ୍ରତ କରି ଦେଇଥାନ୍ତି। ଏମିତିରେ ଏକ ଛୋଟ ମନ୍ତ୍ର ଯାହା ଆପଣଙ୍କର ବହୁତ ଖରାପ ଭାଗ୍ୟକୁ ବି ଜାଗ୍ରତ କରିଦେଇଥାଏ।

ଭଗବାନ ଶ୍ରୀ ଗଣେଶଙ୍କର ଆରୋଧନା ଆପଣ ଚତୁର୍ଥୀ ତିଥିରେ ବୁଧବାର ଦିନ କରିଥାନ୍ତି କିନ୍ତୁ ଆଜି ଯେଉଁ ଦୁର୍ଲ୍ଲଭ ମନ୍ତ୍ର ଜଣେଇବୁ ସେ ମନ୍ତ୍ରର ଜପ ପ୍ରତିଦିନ ସକାଳେ ବା ସନ୍ଧ୍ୟାରେ କରିବେ। ଖାସ କରି ଶୁଦ୍ଧ ହୋଇ ଜପ କରିବେ। ଏହି ମନ୍ତ୍ରକୁ କିଛି ଦିନ ଲଗାରାର ଜପ କରିବା ଦ୍ୱାରା ଆପଣ ଯଦି ଶୁଣିବି ନିଅନ୍ତି ତେବେ ଜୀବନର ସବୁ କଷ୍ଟ ଦୂର ହୋଇଯିବ। କୌଣସି ପ୍ରକାରର କିଛି ବି ସମସ୍ୟା ଆପଣଙ୍କୁ ହଇରାଣ କରିନଥାଏ। ଏହି ମନ୍ତ୍ର ମଧ୍ୟ କିଛି ଦିନରେ ସିଦ୍ଧ ହୋଇଯାଏ ଏବଂ ଏହାର ଲାଭ ଆପଣଙ୍କୁ ମିଳିବାକୁ ଲାଗିଥାଏ।

ଭଗବାନ ଗଣପତି ବାବାଙ୍କୁ ଅର୍ଥ ବସିସ ଦ୍ୱାରା ପ୍ରାର୍ଥନା କରିବା ଦ୍ୱାରା ଏବଂ ଭଗବାନ ଶ୍ରୀ ଗଣେଶଙ୍କର ବହୁତ ସାରା ମନ୍ତ୍ର ପାଠ ରହିଛି ଯାହାକୁ କି ଜପ କରିବା ଦ୍ୱାରା ଯାହାର ଲାଭ ଆପଣଙ୍କୁ ବହୁତ ମିଳିଥାଏ କିନ୍ତୁ ଯେଉଁ ମନ୍ତ୍ର ଆଜି ଆମେ ଆପଣଙ୍କୁ ଜଣେଇବୁ ସେ ମନ୍ତ୍ରକୁ ଯଦି ଆପଣ ଜପ କରିଦିଅନ୍ତି ତେବେ ଜୀବନରେ ଆଉ କିଛି ପାଇବାର ଅଭିଳାଷ ବି ରହିବ ନାହିଁ। କାରଣ ବିନା ମାଗିକି କି ହିଁ ଆପଣଙ୍କୁ ସବୁକିଛି ମିଳିଯିବ। ତେବେ ଆସନ୍ତୁ ଜାଣିନେବା ମନ୍ତ୍ରଟି କଣ। ମନ୍ତ୍ରଟି ହେଉଛି। ଓଁ ବକ୍ରାତୁଣ୍ଡାୟ ହୁମ। ଏହି ମନ୍ତ୍ର ଗଣେଶ ସ୍ୱରାକ୍ଷର ମନ୍ତ୍ର କୁହନ୍ତି। ଏହି ମନ୍ତ୍ର ଏକ ପ୍ରକାରର ବସିକରଣ ଅଟେ।

ଯଦି ଆପଣ ଲଗାତାର ଏହି ମନ୍ତ୍ରକୁ ଜପ କରିବେ ତ ଆପଣଙ୍କ ମୁହଁ ଆପଣଙ୍କ ବାକ୍ୟରେ ବସିକରଣ ଆସିଯିବ ଏବଂ ଆପଣ ଯାହା ସହିତ ବି କଥା ହେବେ ଲୋକମାନେ ସମୂହିତ ହୋଇଯିବେ। କାରଣ ଏହି ମନ୍ତ୍ରରେ ଶକ୍ତି ହିଁ ସେମିତି ଅଛି କି ଏହାକୁ ଆପଣ ଶୁଣିକରି ବାରମ୍ବାର ଜପ କରି ଏହାର ଚମତ୍କାର ଆପେ ପ୍ରାପ୍ତ କରିପାରିବେ। ଭଗବାନ ଗଣେଶ ପ୍ରଥମ ପୂଜ୍ୟ ଦେବତା ଅଟନ୍ତି ତାଙ୍କର ସ୍ମରଣ ମାତ୍ରାରେ ତାଙ୍କ ଜପ ମାତ୍ରାରେ ଆପଣଙ୍କ ଜୀବନର ସବୁ କଷ୍ଟକୁ ଦୂର କରିଦିଅନ୍ତି। ତେବେ ଏହି ମନ୍ତ୍ରକୁ ଜପ କରି ସବୁ ବାଧା ବିଘ୍ନକୁ ଦୂର କରିପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *