Excuse Me Odisha

ଯାହା କହିବୁ ସତ କହିବୁ

ଲାଜ ନ କରି ରାତିରେ ମହିଳାଙ୍କ ଠାରୁ ନିଅନ୍ତୁ ଏହି ଗୋଟିଏ ଜିନିଷ, ଭିକାରୀରୁ ହେଇଯିବେ ରାଜା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଲାଜ ନକରି ରାତିରେ ମହିଳାଙ୍କ ଠାରୁ ନିଅନ୍ତୁ ଏହି ଗୋଟିଏ ଜିନିଷ ଭିକାରୀରୁ ହୋଇଯିବେ ରାଜା

ଭାରତ ବର୍ଷରେ ମହିଳାଙ୍କୁ ଦେବୀଙ୍କ ରୂପରେ ପୂଜା କରାଯାଇଛି। ଏହାର କାରଣ ମହିଳାଙ୍କ ଭିତରେ ଏମିତି ଗୁଣ ବହୁତ ରହିଥାଏ ଯାହା ମନୁଷ୍ୟ କେବେ ଚିନ୍ତା ମଧ୍ୟ କରିପାରିବ ନାହିଁ। ଆଜିକା ସମୟରେ ମହିଳାଙ୍କୁ ବହୁତ ସ୍ୱତନ୍ତ୍ରତା ମିଳିଯାଇଛି କିନ୍ତୁ ବର୍ଷ ତଳେ ମହିଳାଙ୍କୁ କଥା କହିବା ପାଇଁ ମଧ୍ୟ ଶହେ ଥର ବିଚାର କରିବାକୁ ପଡୁଥିଲା। ମହିଳା ଚାହିଁଲେ ଘରକୁ ସ୍ୱର୍ଗ ବା ନର୍କ କରିପାରେ। ତେବେ ମହିଳାଙ୍କ ସ୍ୱଭାବ ଅନୁଯାୟୀ ତାଙ୍କର ଚିନ୍ତାଧାରା ହୋଇଥାଏ।

ଯେଉଁ ମହିଳା ମନ ଭିତରେ ଅଧିକ କଥା ରଖିଥାନ୍ତି ଆଉ ବାହାରେ କମ କଥା କୁହନ୍ତି ତାଙ୍କ ଜୀବନ ବହୁତ ସହନଶୀଳତା କୁହାଯାଇଥାଏ। ଶାସ୍ତ୍ର ଅନୁଯାୟୀ ବହୁତ ଏମିତି କଥା କୁହାଯାଇଛି ଯାହା ମନୁଷ୍ୟକୁ କରିବା ଉଚିତ ନୁହେଁ। ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ମହିଳାଙ୍କର ଆଦର ସମ୍ମାନ କରିନଥାଏ ତାଙ୍କୁ ଖରାପ ଭାଷା କହିଥାଏ ଆଉ ତାଙ୍କ ଉପରେ ହାତ ଉଠାଇଥାଏ ମା ଲକ୍ଷ୍ମୀ କେବେବି ତାଙ୍କ ଘରକୁ ପ୍ରବେଶ କରନ୍ତି ନାହିଁ। ଆଉ ସେହି ଘରେ ସବୁବେଳେ ଆର୍ଥିକ ହାନି ହୋଇଥାଏ।

ତେବେ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେଉଁ ଘରେ ମହିଳାଙ୍କୁ କିଛି କାମ ପାଇଁ ନେବା ଉଚିତ ମନେ କରନ୍ତି ଆଉ ମହିଳାଙ୍କୁ ସମସ୍ତଙ୍କ ଭଳି ମାନ ସମ୍ମାନ ଦେଇଥାନ୍ତି ସେ ଘରେ କେବେବି ଧନର ଅଭାବ ହୋଇନଥାଏ। ଆଉ ନରହିଲେ ମଧ୍ୟ ଶାନ୍ତି ନିଶ୍ଚୟ ରହିଥାଏ। ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ କବାଟ ଆଡ଼କୁ ପାଦ ରଖି ଶୋଇବା ଜମାବି ଉଚିତ ନୁହେଁ। ଯେଉଁ ଘରେ ଏମିତି ହୋଇଥାଏ ସେହି ଘରେ ମା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ। ଶାସ୍ତ୍ର ଅନୁସାରେ ମହିଳାଙ୍କର ସବୁଠାରୁ ବଡ଼ ଗହଣା ଲାଜ ହୋଇଥାଏ।

ସେଥିପାଇଁ ସେ ଆପଣଙ୍କୁ କେବେବି ପ୍ରେମ ମାଗି ପାରନ୍ତି ନାହିଁ ଆପଣ ତାଙ୍କୁ ପ୍ରେମ ଦେବା ଉଚିତ ହୋଇଥାଏ। ଯେଉଁ ପୁରୁଷ ତାଙ୍କ ସ୍ତ୍ରୀ ସହିତ ପ୍ରେମ ସମ୍ବଦ୍ଧ ରଖେ ତାଙ୍କ ଜୀବନରେ କେବେବି ଅଶାନ୍ତି ଆସିନଥାଏ। ଆଉ ସେହି ବ୍ୟକ୍ତି ଜୀବନରେ ବହୁତ ସୁଖୀ ରହିଥାନ୍ତି। ସେଥିପାଇଁ ଜୀବନରେ କେବେବି ନିଜ ସ୍ତ୍ରୀଙ୍କୁ ପ୍ରେମ ଠାରୁ ବଞ୍ଚିତ ରଖନ୍ତୁ ନାହିଁ। କାହିଁକିନା ଘରର ଲକ୍ଷ୍ମୀ ଘରେ ରହିଲେ ଆପଣଙ୍କ ମନ ବାହାର କାମରେ ଲାଗିଥାଏ। ତ ଲାଜ ନକରି ରାତିରେ ମହିଳାଙ୍କ ଠାରୁ ମାଗିନିଅନ୍ତୁ ଏହି ଜିନିଷ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *