Excuse Me Odisha

ଯାହା କହିବୁ ସତ କହିବୁ

ଏହି ତିନୋଟି ଅଭ୍ୟାସ ମଣିଷକୁ ଧନୀ ହେବାକୁ କେବେ ଦିଏ ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୩ ଟି ଅଭ୍ୟାସ ମଣିଷକୁ କେବେବି ଧନୀ ହେବାକୁ ଦିଏନାହିଁ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଏହି ୫ ଟି କାରଣ ପାଇଁ ମନୁଷ୍ୟ ଜୀବନରେ ଆସିଥାଏ ଦରିଦ୍ରତା। ଗୀତାରେ ଉପଦେଶ ଦେବା ବେଳେ ଭଗବାନ ଶ୍ରୀକୃଷ୍ଣ କହିଥିଲେ ମନୁଷ୍ୟ ଜୀବନରେ ଆସୁଥିବା ସୁଖ ଦୁଃଖ ଗରିବ ଧନୀ ପାଇଁ ସେ ନିଜେ ହିଁ ଦାୟୀ। ମନୁଷ୍ୟ ଦ୍ୱାରା ହେଉଥିବା କର୍ମ ହିଁ ତାଙ୍କର ଗରିବ ହେବାର କାରଣ ହୋଇଥାଏ। ଯଦି ସେ ଖରାପ କାମ କରେ ତ ତାକୁ ସେହିପରି ଖରାପ ଫଳ ହିଁ ମିଳିଥାଏ ଆଉ ଯିଏ ଭଲ କର୍ମ କରେ ତାକୁ ଭଲ ଫଳ ମିଳେ।

ମନୁଷ୍ୟ ସବୁପ୍ରକାରର କର୍ମ କରି ଧନ ଉପାର୍ଜନ କରିପାରିବ ଏବଂ ତାର କର୍ମର ଫଳ ମଧ୍ୟ ସେ ନିଜେ ହିଁ ଉପଭୋଗ କରିପାରିବ କିନ୍ତୁ ମନୁଷ୍ୟ ଧନ ଉପାର୍ଜନ କରିବା ଲୋଭରେ ଅଧର୍ମର ମାର୍ଗକୁ ଚାଲିଯାନ୍ତି। ପ୍ରତିଦିନ ଏମିତି କାମ କରନ୍ତି ଯାହା ଦ୍ୱାରା ଜୀବନ ନକରାତ୍ମକତାରେ ଭରି ହୋଇଯାଏ। ମନୁଷ୍ୟର ଭାଗ୍ୟ ରେଖା କେତେବି ଭୁଲ ହେଉ କିମ୍ବା ଭାଗ୍ୟରେଖା କେତେବି ଲମ୍ବା ହେଉ ଯଦି ଏହି ୫ ଟି କାମ କରେ ତ ତାକୁ ଗରିବର ସାମ୍ନା କରିବାକୁ ପଡିଥାଏ।

ଏହାର ସବୁଠାରୁ ବଡ଼ ଉଦାହରଣ ଭଗବାନ ଶ୍ରୀକୃଷ୍ଣଙ୍କ ମିତ୍ର ସୁଦାମା ଅଟନ୍ତି। ଯାହାଙ୍କୁ ନିଜର ଭୁଲ ଯୋଗୁ ଗରିବର ସାମ୍ନା କରିବାକୁ ପଡିଥିଲା। ଯଦି ସେହି ଭୁଲ କୁ ଆମେ ସୁଧାରି ନେବା ଆଉ ଏହି ଛୋଟ ଭୁଲ ଯୋଗୁ ବଞ୍ଚିବା ତାହେଲେ ଆମେ ଆମ ଜୀବନରେ ଦୁଃଖ ଦରିଦ୍ର ଏବଂ ନିରାଶକୁ ସମାପ୍ତ କରିପାରିବା। ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣ ଏମିତି କେଉଁ କାମ ବିଷୟରେ କହିଛନ୍ତି

ଯେଉଁ ଘରେ ଭଗବାନଙ୍କୁ ଭୋଗ ନଲଗେଇ ଅନ୍ନ ଗ୍ରହଣ କରନ୍ତି ସେହି ଘରେ ଦରିଦ୍ରତା ସର୍ବଦା ନିବାସ କରିଥାଏ। କାରଣ ଯେଉଁ ବିଧାତା ମନୁଷ୍ୟକୁ ଅନ୍ନ ପ୍ରଦାନ କରିଥାନ୍ତି ଯଦି ମନୁଷ୍ୟ ତାଙ୍କୁ ହିଁ ଭୁଲି ଜୀବିତତାହେଲେ ଏହା ନିରାଦର ଅଟେ। ମନୁଷ୍ୟକୁ କେବେବି ଅନ୍ୟର ଭୋଜନ ଖାଇବା ଉଚିତ ନୁହେଁ। ଘରେ ବନାଯାଇଥିବା ଭୋଜନରେ ପଶୁ ମାନଙ୍କର ଅଧିକାର କୁହାଯାଇଛି। ସର୍ବପ୍ରଥମେ ଇଶ୍ଵରଙ୍କୁ ପ୍ରସାଦ ଏହା ପରେ ଗୋମାତା ଏବଂ କୁକୁରବି ଭାଗ ରହିଥାଏ।

କାରଣ ଗୋମାତାଙ୍କ ଠାରେ ସମସ୍ତ ପ୍ରକାରର ଦେବାଦେବୀ ମାନଙ୍କର ବାସ ହୋଇଥାଏ। ତା ସହିତ ସେମାନେ ସମସ୍ତ ମନୁଷ୍ୟଙ୍କୁ କ୍ଷୀର ପ୍ରଦାନ କରିଥାନ୍ତି। ଗୋମାତାଙ୍କୁ ରୁଟି ଖୁଆଇବା ସବୁଠାରୁ ପୁଣ୍ୟର କାମ ହୋଇଥାଏ। ଯେଉଁ ଘରର ଲୋକେ ଠାକୁରଙ୍କୁ ଭୋଗ ଲଗାନ୍ତି ନାହିଁ ପଶୁ ମାନଙ୍କର ସେବା କରନ୍ତି ନାହିଁ ସେହି ଘରେ ନିଶ୍ଚିତ ଭାବରେ ଦରିଦ୍ରତା ନିରାଶା ଦୁଃଖ ବଢ଼ିବାରେ ଲାଗିଥାଏ।

ଦାନ ନକରିବା। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଘରର ଲୋକ ନିଜର ସାମର୍ଥ୍ୟ ଅନୁସାରେ ଦାନ ଧର୍ମ କରନ୍ତି ନାହିଁ ତାଙ୍କ ଠାରୁ ମା ଲକ୍ଷ୍ମୀ ଦୂରେଇ ଯାଆନ୍ତି। ଧନର ସଦୁପଯୋଗ ଦାନରୁ ହିଁ ହୋଇଥାଏ। ଦାନ କରିବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ। ଯଦି ଧନର ଦାନ ନକରାଯାଏ ତ ଏମିତି ଧନ କଷ୍ଟକାରକ ହୋଇଥାଏ। ସେହି ଧନ ସୁଖ ଶାନ୍ତି ପ୍ରଦାନ କରିନଥାଏ। ସେଥିପାଇଁ ମନୁଷ୍ୟଙ୍କୁ ସମୟ ସମୟରେ ଦାନ ଧର୍ମ କରିବା ଉଚିତ। ଘରର ଦ୍ୱାର ମୁହଁକୁ ଆସୁଥିବା ଭିକାରୀକୁ କେବେବି ଘଉଡ଼ାଇ ଦେବା ଉଚିତ ନୁହେଁ। ସେଥିପାଇଁ ଗରିବ ଲୋକ ଯଦି ଆପଣଙ୍କୁ କେଉଁଠି ବି ମିଳନ୍ତି ତାହେଲେ ତାଙ୍କୁ ସାହାର୍ଯ୍ୟ କରନ୍ତୁ।

ମହିଳା ମାନଙ୍କ ଅପମାନ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମହିଳାମାନେ ମା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି। ମହିଳା ମାନଙ୍କ ସହ ହିଂସା କରିବା ବାଡେବା ପାପ ହୋଇଥାଏ। ଏଥିରେ ମା ଲକ୍ଷ୍ମୀ ରାଗିକି ଚାଲିଯାନ୍ତି। ଯେଉଁ ଘରେ ସ୍ତ୍ରୀ ସବୁବେଳେ ଆନନ୍ଦରେ ରହିଥାଏ ଏମିତି ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଯେଉଁ ଘରର ସ୍ତ୍ରୀ ମାନେ ସବୁବେଳେ କାନ୍ଦନ୍ତି ଦୁଃଖରେ ଥାନ୍ତି ଆଉ ସେମାନଙ୍କର ସବୁବେଳେ ଅସମ୍ମାନ ହୋଇଥାଏ ଏମିତି ଘରୁ ମା ଲକ୍ଷ୍ମୀ ଚାଲିଯାନ୍ତି। ଯେଉଁ ସ୍ତ୍ରୀଙ୍କୁ ପିଟା ମାରା କରିଥାନ୍ତି ଏମିତି ଲୋକଙ୍କୁ ମା ଲକ୍ଷ୍ମୀ ନିଶ୍ଚୟ ଦଣ୍ଡ ଦେଇଥାନ୍ତି।

ମଦ ପିଇବା ଏବଂ ଜୁଆ ଖେଳିବା। ଯେଉଁ ଘରର ସଦସ୍ୟ ମଦିରାର ସେବନ କରିଥାନ୍ତି ଜୁଆ ଖେଳିଥାନ୍ତି ତାଙ୍କର ସବୁ ପୁଣ୍ୟ କର୍ମ ନଷ୍ଟ ହୋଇଯାଇଥାଏ। ଜୁଆ ଖେଳିଲେ ଧନର ଦୁବ୍ୟବହାର ହୋଇଥାଏ। ଏଥିରେ ମା ଲକ୍ଷ୍ମୀ ରାଗିଯାନ୍ତି। ସେଥିପାଇଁ ମନୁଷ୍ୟଙ୍କୁ ଧନର ସଦୁପଯୋଗ କରିବା ଉଚିତ। ତେବେ ସେହି ମନୁଷ୍ୟ ପାଖରେ ଧନର ବୃଦ୍ଧି ହୋଇଥାଏ।

ପର ସ୍ତ୍ରୀଙ୍କ ଉପରେ ନଜର ରଖିବା। ପର ସ୍ତ୍ରୀ ଗମନକୁ ପାପ ବୋଲି ମାନିଥାନ୍ତି। ବାଲ୍ମୀଙ୍କୁ ଠୁ ନେଇ ରାବଣ ପର୍ଯ୍ୟନ୍ତ ରାମାୟଣ ଠୁ ନେଇ ରାମାୟଣ ପର୍ଯ୍ୟନ୍ତ ଏହାର ଅନେକ ଉଦାହରଣ ମିଳିଥାଏ। ପର ସ୍ତ୍ରୀର ନିଶା ମନୁଷ୍ୟର ଅନ୍ତ ଦିନେ ନାଁ ଦିନେ ହୋଇଥାଏ। ଏଥିପାଇଁ ନିଜ ସ୍ତ୍ରୀଙ୍କ ଛଡା ଅନ୍ୟ ସ୍ତ୍ରୀଙ୍କ ସହ ପ୍ରସଙ୍ଗ କରନ୍ତୁ ନାହିଁ। ଏହା ପାପ ଅଟେ। ଏମିତି କଲେ ମା ଲକ୍ଷ୍ମୀ ଦୂରେଇ ଯାଆନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *