Excuse Me Odisha

ଯାହା କହିବୁ ସତ କହିବୁ

୬ଟି ରାଶି ଜାନୁଆରୀ ମାସରେ ବନିବେ କୋଟିପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୬ ଟି ରାଶି ଜାନୁଆରୀ ମାସରେ ବନିବେ କୋଟିପତି।

ବନ୍ଧୁଗଣ ୬ ଟି ରାଶି ଜାନୁଆରୀ ମାସକୁ ବନିବେ କୋଟିପତି। ବନ୍ଧୁଗଣ ବିଶେଷ ରୂପେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ଏମାନଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ। ବନ୍ଧୁଗଣ ଆସିବାକୁ ଥିବା ଏହି ୨୦୨୨ରେ ବିଶେଷ ରୂପେ କିଛି ବିଶେଷ ରାଶିର ଜାତକଙ୍କୁ ବହୁତ ଲାଭ ଦେଖିବାକୁ ମିଳିବ। କାରଣ ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ଖାସ କୃପାଦୃଷ୍ଟି ରହିବ। ମା ଲକ୍ଷ୍ମୀଙ୍କ କୃପାରୁ ଏହି ୬ ଟି ରାଶିର ଭାଗ୍ୟ ବଦଳିବ।

ଜାନୁଆରୀ ମାସରେ କିଛି ରାଜଯୋଗ ଏବଂ ଧନଯୋଗର ନିର୍ମାଣ ହେଉଛି। ଯାହାର ସିଧା ଲାଭ ଏହି ^ ଟି ରାଶି ଉପରେ ପଡିବ। ଏମାନଙ୍କୁ କୁବେର ସମାନ ଧନ ମଧ୍ୟ ଦେବେ। ଯାହା ଦ୍ୱାରା ଏମାନେ ଧନରେ ମାଲାମାଲ ହେବେ। ମା ଲକ୍ଷ୍ମୀଙ୍କ କୃପାରୁ ଏହି ୬ ଟି ରାଶିର ଜାତକଙ୍କ ଶୋଇଥିବା ଭାଗ୍ୟ ମଧ୍ୟ ଉଠି ପଡ଼ିବ। ଜାନୁଆରୀ ମାସରେ କେତେ ପ୍ରକାରର ଧନଯୋଗ ଏବଂ ରାଜଯୋଗ ନିର୍ମାଣ ହେବ ଓ ଗ୍ରହ ମାନଙ୍କର ପରିବର୍ତ୍ତନ ଦେଖିବାକୁ ମିଳିବ।

ଜାନୁଆରୀ ମାସ ୨୦୨୨ରେ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ପାଇଁ ବହୁତ ମହତ୍ୱପୂର୍ଣ୍ଣ ମାନାଯାଏ। ଯେମିତିକି ସୁର୍ଯ୍ୟ ଦେବ ୧୪ ଜାନୁଆରୀରେ ମକର ରାଶିକୁ ପ୍ରବେଶ କରିବେ। ସେପରି ମଙ୍ଗଳ ଗ୍ରହର ମଧ୍ୟ ରାଶି ପରିବର୍ତ୍ତନ ହେବ ଏହି ସମୟରେ ବୁଧ ଦେବ ମକର ରାଶିରେ ଏବଂ ଧନୁ ରାଶିର ଶୁକ୍ରଦେଵ ବକ୍ରି ସ୍ଥିତିରେ ରହିବେ। ଶନିଦେବ ଜାନୁଆରୀ ୨୦୨୨ ରେ ମକର ରାଶିରେ ରହିବେ। ଦେବ ଗୁରୁ ବୃହସ୍ପତି କୁମ୍ଭ ରାଶିରେ ରହିବେ। ରାହୁ ବିଛା ରାଶିରେ କେତୁ ବୃଷ ରାଶିରେ। ଜାନୁଆରୀ ୨୦୨୨ ରେ ରହିବେ। ଏହି ସବୁ ଗ୍ରହଙ୍କର ଗୋଚର ସ୍ଥିତି ବିଶେଷ ରାଜଯୋଗ ଏବଂ ଧନଯୋଗ ତିଆରି କରୁଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ଅନୁମାନ କରାଯାଉଛି ଯେ ଆସିବାକୁ ଥିବା ୨୦୨୨ରେ ମା ଲକ୍ଷ୍ମୀଙ୍କର କିଛି ବିଶେଷ ରାଶିର ଜାତକଙ୍କ ଉପରେ ନିଜର ଖାସ କୃପାଦୃଷ୍ଟି ବର୍ଷା କରିବେ। ଏହି ଜାନୁଆରୀ ମାସରେ ବହୁତ ଦୁର୍ଲଭ ଶୁଭ ସଂଯୋଗ ବନୁଅଛି। ଯେମିତିକି ସର୍ବସିଦ୍ଧି ଯୋଗ ଅମୃତ ସିଦ୍ଧି ଯୋଗ ଏବଂ ମହାଲକ୍ଷ୍ମୀ ଯୋଗ ନିର୍ମାଣ ହେଉଛି। ଯାହାର କାରଣରୁ ଜାନୁଆରୀ ୨୦୨୨ରେ ଏହି ୬ ଟି ରାଶି ପାଇଁ ବହୁତ ବଡ଼ ଶୁଭକାରୀ ରହିବ। ଏମାନଙ୍କୁ ଯାହା ସବୁ ସମସ୍ୟା କରିବାକୁ ପଡୁଥିଲା ଆଉ ସେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନାହିଁ।

ଏହି ମାସରେ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିବ। ଦାମ୍ଫତ୍ୟ ଜୀବନରେ ବହୁତ ଶୁଭ ହେବା ସହିତ ସମସ୍ତେ ସୁଖରେ ରହିବେ। ଏହି ମାସରେ କିଛି ରାଶିଙ୍କ ପାଇଁ ଶୁଭକାରୀ ରହିବ। ଏହି ୬ ଟି ରାଶିର ଜାତକଙ୍କ ପାଇଁ ବିଜନେସ କ୍ୟାରିୟର ଏବଂ ବେପାରରେ ବହୁତ ଭଲ ରହିବ। ଏମାନେ ନିଜ ଜୀବନରେ ନୂଆ ଉନ୍ନତି କରିବେ। ନୂଆ ଚାକିରୀ ହେବାର ସମ୍ଭାବନା ରହିଛି। ଏମାନଙ୍କୁ ଅଧିକ ଲାଭ ଦେଖିବାକୁ ମିଳିବ। ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିବ ନାହିଁ। ସ୍ବାସ୍ଥ୍ୟକୁ ନେଇ ଯେଉଁ ଚିନ୍ତା କରୁଥିଲେ ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ।

ଏହି ସମୟରେ ନିଜ ବିଜନେସରେ ଅଧିକ ସମୟ ବିତାଇବେ। ଆପଣ ଯେଉଁବି କାମ କରିବେ ସେଥିରୁ ଆପଣ ଲାଭ ପାଇବେ। କାରଣ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ଜାନୁଆରୀ ମାସରେ ରହିବ। ଆସନ୍ତୁ ସେହି ୬ ଟି ରାଶି କଣ କଣ ଜାଣିବା।

ମେଷ ରାଶି। ଯିଏକି ୨୦୨୨ ମସିହା ଜାନୁଆରୀ ମାସରେ ମାଲାମାଲ ହେବାକୁ ଯାଉଛନ୍ତି। ଏହି ରାଶିର ଜାତକଙ୍କ ପାଇଁ ଏହି ମାସ ବହୁତ ଲାଭକାରୀ ରହିବ। ମା ଲକ୍ଷ୍ମୀଙ୍କର ଖାସ କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ। ଧନ ସହିତ ଜଡ଼ିତ ମାମଲା ଦୂର ହେବ ଏବଂ ଅଟକି ରହିଥିବା ଧନ ପ୍ରାପ୍ତ ହେବ। ଇନକମରେ ବୃଦ୍ଧି ହେବ। ଆପଣ ଅଧିକ ଧନ କମେଇବେ। ଆପଣ ବିଜନେସ କ୍ଷେତ୍ରରେ ବିସ୍ତାର ଲାଭ କରିବେ। ଆପଣ ଏହି ମାସରେ ଲୋନ ମଞ୍ଜୁର କରିବେ। ଜମିବାଡ଼ି ସମ୍ବଦ୍ଧିତ ମାମଲା ଦୂର ହେବ। ଘରେ ସୁଖ ସମୃଦ୍ଧି ବଢିବ। କିଛି ନୂଆ ଖାସ ଯୋଜନା ଆରମ୍ଭ କରିବେ।

କନ୍ୟା ରାଶି। ଏହି ରାଶିର ଜାତକଙ୍କ ପାଇଁ ଏହି ଜାନୁଆରୀ ମାସ ବହୁତ ଶୁଭ ରହିବ। କେତେ ସାରା ମହତ୍ୱପୂର୍ଣ୍ଣ କାର୍ଯ୍ୟ ଆପଣ କରିବେ। ଯାହାବି ଯୋଜନା ଆପଣ କରିବେ ସେଥିରେ ଆପଣ ଲାଭ ପାଇବେ। ଏହି ନୂଆବର୍ଷର ପ୍ରଥମ ମାସ ଆପଣଙ୍କ ପାଇଁ ଶୁଭ ରହିବ। ଆପଣ ବହୁତ ଖୁସି ରହିବେ। ଆପଣ ନିଜ ଘର ପରିବାର ସହିତ ଅଧିକ ସମୟ ବ୍ୟତୀତ କରିବେ। ଆପଣ ନିଜ ବୈବାହିକ ଜୀବନରେ ଖୁସି ଦେଖିବାକୁ ପାଇବେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବ ମତଭେଦ ଦୂର ହେବ। ଆପଣଙ୍କର ଧନ ସମ୍ବଦ୍ଧିତ ମାମଲା ଦୂର ହେବ। ଆଉ ଧନ ପ୍ରାପ୍ତିର ରାସ୍ତା ଆପଣଙ୍କୁ ମିଳିବ। ଏହା ସହିତ ବିଜନେସରେ ଲାଭ ଦେଖିବାକୁ ମିଳିବ।

ବିଛା ରାଶି। ଏହି ମାସର ଜାତକଙ୍କ ପାଇଁ ଏହି ଜାନୁଆରୀ ୨୦୨୨ ଟି ବହୁତ ଭଲ ରହିବ। କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟ ଆପଣଙ୍କର ପୁର୍ଣ ହେବ। ତା ସହିତ ଆପଣ ବିଦେଶ ଯାତ୍ରା କରିପାରିବେ। କ୍ୟାରୀୟରେ ଲାଭ ହେବ। ବିଜନେସରେ ବିସ୍ତାର ଲାଭ କରିବେ। ବିଦେଶ ଯାତ୍ରା ବହୁତ ଭଲ ରହିବ। ସେଠାରେ ଆପଣ ଚାକିରୀ ମଧ୍ୟ କରିପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ତା ସହିତ ଆପଣ ପାଠ ପଢାରେ ଆଗରେ ରହିବେ। କୌଣସି ଭଲ ସଂସ୍ଥାରେ ଆପଣଙ୍କର ଚାକିରୀ ହୋଇପାରେ।

ମିଥୁନ ରାଶି। ଏହି ରାଶିର ଜାତକ ପାଇଁ ଏହି ମାସଟି ବହୁତ ଲାଭକାରୀ ରହିବ। ଆପଣଙ୍କର ଧନ ସମ୍ବଦ୍ଧିତ ମାମଲା ଯଦି ଥାଏ ତେବେ ତାହା ଆପଣଙ୍କର ଦୂର ହେବ। ଅଟକି ରହିଥିବା ଧନ ଆପଣଙ୍କୁ ପ୍ରାପ୍ତ ହେବ। ଜମି ବାଡ଼ି ସମ୍ବଦ୍ଧିୟ ମାମଲାରେ ଆପଣ ଜମିକୁ ନେଇ ବହୁତ ଲାଭ ପାଇବେ। ଘରେ କୌଣସି ଶୁଭ କାର୍ଯ୍ୟ ଧାର୍ମିକ କାର୍ଯ୍ୟ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଆପଣଙ୍କ ଘରେ ଯେଉଁ ଅବିବାହିତ ଜାତକ ଥିବେ ତାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ। ଆପଣ ଏହି ଧାର୍ମିକ କାର୍ଯ୍ୟ ଏବଂ ଶୁଭ କାର୍ଯ୍ୟରେ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିବେ। ଆପଣଙ୍କୁ ଭଗବାନ ଏବଂ ପରିବାରର ଆଶୀର୍ବାଦ ମିଳିବ।

ମକର ରାଶି। ଏହି ରାଶିର ଜାତକଙ୍କ ଭାଗ୍ୟ ଏବେ ବହୁତ ଜୋରରେ ଚମକି ଉଠିବ। ଦୁଇ ଗୁଣା ଲାଭ ପ୍ରାପ୍ତ କରିବେ। ଆପଣ ସୁଖ ସୁବିଧା ପ୍ରାପ୍ତ କରିବେ। ଘରେ ଆପଣଙ୍କ ପରିବାର ସହିତ ବହୁତ ଖୁସିରେ ସମୟ ଅତିବାହିତ କରିବେ। ଆପଣଙ୍କର ଲଭ ଲାଇଫ ବହୁତ ଭଲ ରହିବ। ବୁଲାବୁଲି ଆପଣ ଆପଣଙ୍କ ପାର୍ଟନରଙ୍କ ସହିତ କରିପାରନ୍ତି। ଆପଣ କିଛି କିନାକିଣି ମଧ୍ୟ କରିପାରନ୍ତି। ଆପଣଙ୍କ ପାଇଁ ଏହି ୨୦୨୨ ଜାନୁଆରୀ ମାସଟି ବହୁତ ଭଲ ରହିବ। ଆପଣଙ୍କ ଦାମ୍ପତ୍ୟ ଜୀବନ ବହୁତ ଖୁସିରେ କଟିବ। ଧନ ପ୍ରାପ୍ତିର ପ୍ରବଳ ଯୋଗ ବନୁଛି।

ମୀନ ରାଶି। ଏହି ରାଶିର ଜାତକ ଏହି ୨୦୨୨ ଜାନୁଆରୀ ମାସଟି ବହୁତ ଲାଭକାରୀ ରହିବ। କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟ ଆପଣ କରିପାରନ୍ତି। ଖାସ କରି ଧନ ସହିତ ଜଡ଼ିତ ମାମଲା ଆପଣଙ୍କର ଦୂର ହେବ। ବ୍ୟାଙ୍କ କ୍ଷେତ୍ରରେ ଲୋନ ମଞ୍ଜୁର ହେବ। ଇନକମରେ ବୃଦ୍ଧି ଦେଖିବାକୁ ମିଳିବ। ବିଦେଶ ଯାତ୍ରା କରିପାରନ୍ତି। ଆପଣ ନିଜ ଚାକିରୀ କ୍ଷେତ୍ରରେ ଉନ୍ନତି କରିପାରନ୍ତି। ଆପଣ କୌଣସି ବଡ଼ କମ୍ପାନୀରେ କାର୍ଯ୍ୟ କରିପାରନ୍ତି। ଆପଣ ନୂଆ ବିଜେନସ ମଧ୍ୟ ଷ୍ଟାଟ କରିପାରନ୍ତି। ଯେଉଁଥିରେ ଆପଣଙ୍କୁ ବହୁତ ଲାଭ ଦେଖିବାକୁ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *