Excuse Me Odisha

ଯାହା କହିବୁ ସତ କହିବୁ

ବାହାଘର ପରେ ଶାଶୁ ଘରକୁ ସ୍ୱର୍ଗ ବନେଇ ଦେଇଥାନ୍ତି ଏହି ୩ ଗୋଟି ରାଶିର ଝିଅମାନେ ! ଜାଣନ୍ତୁ ସେମାନେ କିଏ କିଏ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ହିନ୍ଦୁଧର୍ମରେ ମହିଳା ମାନଙ୍କୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି। କୌଣସି ଲୋକଙ୍କ ଘରେ ଝିଅ ଜନ୍ମ ହେଲେ, ତାଙ୍କ ଘରକୁ ଦେବୀ ଲକ୍ଷ୍ମୀ ଆସିଛନ୍ତି ବୋଲି କୁହାଯାଇଥାଏ। ଜଣେ ସ୍ତ୍ରୀ ଚାହିଁଲେ ଘରକୁ ସ୍ଵର୍ଗ କିମ୍ବା ନର୍କରେ ପରିଣତ କରି ଦେଇଥାନ୍ତି।ଯଦି କୌଣସି ବ୍ୟକ୍ତିକୁ ଗୁଣବତୀ ସ୍ତ୍ରୀ ମିଳିଯାଏ, ତାହେଲେ ତାଙ୍କ ଘର ସ୍ୱର୍ଗ ପାଲଟି ଯାଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ନାମକୁ ଆଧାର କରି ତାର ସ୍ଵଭାବ, ଚରିତ୍ର ଓ ଭାଗ୍ୟ ବିଷୟରେ ସଠିକ ରୂପରେ ଜାଣି ହୋଇଥାଏ।ଆଜି ଆମେ ଆପଣଙ୍କୁ କିଛି ଭାଗ୍ୟଶାଳୀ ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ତାଙ୍କ ଶାଶୂଘରକୁ ସ୍ଵର୍ଗ କରି ରଖିଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

P ନାମର ମହିଳାମାନେ –

ଯେଉଁ ମହିଳା ମାନଙ୍କର ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ପାର୍ଟନର ଓ ପରିବାର ଲୋକଙ୍କର ଉତ୍ତମ ରୂପରେ ଯତ୍ନ ନେଇଥାନ୍ତି। ଯେଉଁ ପୁରୁଷ ଏହି ନାମର ମହିଳାଙ୍କୁ ବିବାହ କରନ୍ତି, ତାଙ୍କର ଦାମ୍ପତ୍ତ୍ୟ ଜୀବନ ବହୁତ ସୁଖମୟ ହୋଇଥାଏ ଏବଂ ଭାଗ୍ୟ ମଧ୍ୟ ବଦଳି ଯାଇଥାଏ।ଏହି ମହିଳା ମାନେ ନିଜ ଶାଶୁଘରେ ସର୍ବଦା ଖୁସିରେ ରହିଥାନ୍ତି ଏବଂ ଶାଶୂଘର ସମ୍ମାନ ରକ୍ଷା କରିବା ପାଇଁ କିଛି ମଧ୍ୟ କରିଥାନ୍ତି।

Z ନାମର ମହିଳାମାନେ –

ଯେଉଁ ମହିଳାମାନଙ୍କର ନାମ Z ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ଶାଶୁଘରକୁ ସ୍ଵର୍ଗ କରି ରଖିଥାନ୍ତି ।ଏମାନେ ବହୁତ ସୁନ୍ଦର ଓ ଆକର୍ଷଣୀୟ ଦେଖା ଯାଇଥାନ୍ତି।ଏହାସହିତ ଏମାନେ ସବୁଠାରୁ ଅଧିକ ନିଜ ପିତାମାତାଙ୍କୁ ଭଲ ପାଇଥାନ୍ତି ଏବଂ ଏହି ଭଲ ପାଇବା ଓ ସଂସ୍କାର ନେଇ ଏମାନେ ନିଜ ଶାଶୁଘରକୁ ଯାଇଥାନ୍ତି।ଏହି ମହିଳା ମାନେ ନିଜ ସ୍ବାମୀ ଓ ପରିବାର ଲୋକଙ୍କୁ ସର୍ବଦା ଖୁସିରେ ରଖିଥାନ୍ତି।

L ନାମର ମହିଳାମାନେ –

ଯେଉଁ ମହିଳାମାନଙ୍କର ନାମର ପ୍ରଥମ ଅକ୍ଷର L ରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ଶାଶୁଘରେ ହସଖୁସିର ବାତାବରଣ ରଖିଥାନ୍ତି ଏବଂ ସର୍ବଦା ପରିବାର ଲୋକଙ୍କର ଯତ୍ନ ନେଇଥାନ୍ତି। ଏହି ମହିଳା ମାନେ ଶାଶୁଘରକୁ ଆସିବା ପରେ, ପରିବାର ଲୋକଙ୍କର ଉନ୍ନତି ହୋଇଥାଏ। ଦେବୀ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ଓ ଧନସଂପତ୍ତି ବୃଦ୍ଧି ହୋଇଥାଏ। ଏମାନେ ନିଜ ସ୍ବାମୀ ଓ ପରିବାର ଲୋକଙ୍କୁ ଖୁସିରେ ରଖିବା ପାଇଁ ସମସ୍ତ ପ୍ରୟାସ କରିଥାନ୍ତି।

ଏହି ପୋଷ୍ଟଟି ଆପଣ ସମ୍ପୂର୍ଣ୍ଣ ପଢିଥିବାରୁ ଆପଣଙ୍କୁ ଧନ୍ୟବାଦ! ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ, ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ ଏବଂ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *