ମହିଳାମାନେ ଏହିପରି ଶୋଇବା ଦ୍ୱାରା ଘରେ ବଢିଥାଏ ଧନ ସମ୍ପତ୍ତି ! ଆଉ ଏମିତି ଶୋଇବା ଦ୍ଵାରା ହୋଇଥାଏ ସର୍ବନାଶ !
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳା ମାନେ ଏପରି ଶୋଇବା ଦ୍ୱାରା ଘରେ ବହୁତ ଶୀଘ୍ର ବଢେ ଧନ।
ବନ୍ଧୁଗଣ ଆପଣ ମାନଙ୍କୁ ଏହା ଜଣା ନଥିବ ଯେ ମହିଳା ମାନଙ୍କର ଏମତି ଶୋଇବା ଦ୍ୱାରା ବହୁତ ଶୀଘ୍ର ଘର ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଯାଇଥାଏ। ଯେବେ ମହିଳା ରାତି ସମୟରେ ଏମତି ଶୋଇଥାଏ ଏବଂ ସକାଳୁ ଉଠି କରି ଏହି କାମ କରିଥାଏ ତ ବିଶ୍ୱାସ କରନ୍ତୁ ଶାସ୍ତ୍ର କହିଥାଏ ସେହି ଘର ବହୁତ ଶୀଘ୍ର ଧନ ଧାନ୍ୟରେ ପୁରୀ ଉଠିଥାଏ। ବନ୍ଧୁଗଣ ନିଦ ଏକ ଏମିତି ଜିନିଷ ଅଟେ ଯାହା ପ୍ରତ୍ୟକ ମନୁଷ୍ୟଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ।
ଯେବେ ଲୋକେ କିଛି ଘଣ୍ଟା ଶୋଇଯାନ୍ତି ତ ଶରୀରର ଥକାପଣ ଦୂର ହୋଇଯାଇଥାଏ। ଏବଂ ପୁରା ଶରୀର ରିଲାକ୍ସ ହୋଇଯାଇଥାଏ। ଏମିତିରେ ସମସ୍ତଙ୍କର ଶୋଇବାର ସମୟ ଅଲଗା ଅଲଗା ହୋଇଥାଏ କିନ୍ତୁ କେତେ ଥର ଏହି ନିଦ ଏତେ ଜୋରରେ ଆସିଥାଏ କି ବ୍ୟକ୍ତି କେବେବି କେଉଁଠାରେ ବି ଶୋଇ ଯାଇଥାଏ। ଶୋଇବା ବ୍ୟକ୍ତି ପାଇଁ ସେତିକି ଜରୁରୀ ଅଟେ ଯେତିକି ଖାଇବା ପାଇଁ ଭୋଜନ। ଏମିତିରେ ଆଜି ଆମେ ଆପଣଙ୍କୁ ଜଣେଇବୁ କି ମହିଳାମାନେ ଏମିତି ଶୋଇବା ଦ୍ୱାରା ବହୁତ ଜଲଦି ସଫଳତା ମିଳିଥାଏ।
ମହିଳା ଯଦି ଏମିତି ଶୋଇଥାଏ ତ ଆପଣଙ୍କୁ ଧନୀ ବ୍ୟକ୍ତି ହେବାରେ କେହିବି ଅଟକାଇ ପାରିବେ ନାହିଁ। ଏହି କଥା ଶାସ୍ତ୍ରରେ ବି ମଧ୍ୟ ଉଲ୍ଲେଖ ଅଛି। ସେଥିପାଇଁ ଆପଣ ବି ଜାଣି ନିଅନ୍ତୁ ଶୋଇବା ସମୟରେ ଏହି କାମ ନିଶ୍ଚୟ କରନ୍ତୁ।
ଶାସ୍ତ୍ରରେ କୁହାଯାଇଛି ଯେ ଅଧିକ ଡେରି ରାତିରେ ଶୋଉଥିବା ମହିଳା ପୁରା ଘରର ବିନାଶ କରିଥାଏ ଏବଂ ଏହା ଦ୍ବାରା ମା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି। ମାନ୍ୟତା ଅଛି କି କିଛି କାମ ନଥାଇ ଯଦି କୌଣସି ମହିଳା ଅଧିକ ରାତି ପର୍ଯ୍ୟନ୍ତ ଚାହିଁ ଥାଏ ତ ଏହାର ମାନେ ଆପଣଙ୍କର ଘରକୁ ସମସ୍ୟା ଆସିପାରେ। ସେଥିପାଇଁ କୌଣସି ବି ମହିଳାଙ୍କୁ ଅଧିକ ରାତି ପର୍ଯ୍ୟନ୍ତ ଚାହିଁକି ରହିବା ଅନୁଚିତ। ଏମିତି କଲେ ଦୋଷ ଲାଗିଥାଏ। ସେଥିପାଇଁ ଜଲଦି ଶୋଇ କରି ଜଲଦି ଉଠିବା ଉଚିତ
ଧର୍ମ ଶାସ୍ତ୍ର ଅନୁସାରେ ଆପଣଙ୍କର କୌଣସି ବି ଧର୍ମ ହେଉନା କାହିଁକି ଯେଉଁଠାରେ ମହିଳାମାନେ ନିଜର ଅଧିକ ସମୟ ଶୋଇବାରେ ବ୍ୟତୀତ କରିଥାନ୍ତି ତ ସେଠାରେ କେବେବି ରାହୁ କେତୁ ଶନିଙ୍କର ଦୃଷ୍ଟି ପଡିପାରେ। ଯେଉଁ ମହିଳା ସବୁବେଳେ ସବୁ ସମୟ ଶୋଇବାରେ ବିତାଇଥାଏ ତ ସବୁ ଦେବୀ ଦେବତା କ୍ରୋଧିତ ହୋଇଯାନ୍ତି। ଏଥିପାଇଁ ସୀମିତ ମାତ୍ରାରେ ହିଁ ଶୋଇବା ଉଚିତ। ଅଧିକ ଶୋଇବା ଧନର ହାନି ଏବଂ ବିମାରିକି ଆମନ୍ତ୍ରିତ କରିଥାଏ।
ଯେବେ ଆପଣ ରାତିରେ ଶୋଇବା ପାଇଁ ବିଛଣା ଉପରକୁ ଯାଉଛନ୍ତି ତ ନକରାତ୍ମକ ଭରା କଥାକୁ ମନରେ ଭାବିକି ଶୁଅନ୍ତୁ ନାହିଁ। ଏମତି କରିବା ଦ୍ୱାରା ନକରାତ୍ମକ ଉର୍ଜା ଆକର୍ଷିତ ହୋଇଥାଏ ଏବଂ ଆପଣଙ୍କର ସ୍ୱପ୍ନରେ ନକରାତ୍ମକ ଭରା ସ୍ୱପ୍ନ ଆସିଥାଏ। ଶୋଇବା ସମୟରେ ମନରେ ଭଲ ବିଚାର ନେଇ କରି ଶୁଅନ୍ତୁ। ଏହା ଦ୍ବାରା ସଫଳତା ମିଳିଥାଏ।
ଏହି ଦିନ ମାନଙ୍କରେ ଡେରିରେ ଉଠିବା ସବୁଠୁ ବଡ଼ ଦୋଷ ଏବଂ ଭୟଙ୍କର ବର୍ବାଦିର କାରଣ ବନିଥାଏ। ଏଥିପାଇଁ ମଙ୍ଗଳବାର ଶନିବାର ଗୁରୁବାର ଦିନ ଯେତେ ଜଲଦି ସମ୍ଭବ ଉଠିବାକୁ ଚେଷ୍ଟା କରନ୍ତୁ।ଏହି ସମୟ ଆପଣଙ୍କର ବିନାଶ କରିପାରେ। ଶାସ୍ତ୍ରରେ ସ୍ପଷ୍ଟ କୁହାଯାଇଛି କି ଏହି ଦିନ ମାନଙ୍କରେ ଡେରିରେ ଉଠିବା ଦ୍ୱାରା ବ୍ୟକ୍ତି ଉପରେ କେତେ ସବୁ ଦୋଷ ଲାଗିଥାଏ। ଯାହା ବ୍ୟକ୍ତିଙ୍କୁ ବର୍ବାଦ କରିପାରେ।
ଏବେ ଆସନ୍ତୁ ଜାଣିବା ସକାଳୁ ଉଠିବାର ସଠିକ ନିୟମ କଣ।କେଉଁ ସମୟରେ ଆପଣଙ୍କୁ ଉଠିବା ଉଚିତ। ବନ୍ଧୁଗଣ ବ୍ରହ୍ମ ମୁହୂର୍ତ୍ତରେ ବିଛଣାକୁ ଛାଡ଼ିଦେବା ଉଚିତ। ସକାଳୁ ଉଠିବାର ସଠିକ ସମୟ ୪ ଟାରୁ ୫:୩୦ ପର୍ଯ୍ୟନ୍ତ ମାନା ଯାଇଥାଏ। ଏହି ସମୟରେ ଉଠିବା ମାନେ ସଫଳତା ଦର୍ଶାଇଥାଏ। ଏହି ସମୟରେ ଉଠୁଥିବା ବ୍ୟକ୍ତି ଦେବତାଙ୍କର ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାନ୍ତି।
ଯେବେ କୌଣସି ମହିଳା ପୂର୍ବ ଏବଂ ଦକ୍ଷିଣ ଦିଗ ଆଡ଼କୁ ମୁଣ୍ଡ କରି ଶୋଇଥାଏ ତ ପୁରା ପରିବାର ଧନ ଧାନ୍ୟରେ ପୁରି ଯାଇଥାଏ। ଘରକୁ ଖୁସିର ଆଗମନ ହୋଇଥାଏ। ଏହି ଦିଗରେ ପୁରୁଷ ଏବଂ ମହିଳା ଦୁଇଜଣଙ୍କୁ ହିଁ ଶୋଇବା ଉଚିତ।