Excuse Me Odisha

ଯାହା କହିବୁ ସତ କହିବୁ

ଏହି ରାଶିର ଲୋକଙ୍କୁ ରୁପା ମୁଦି ପିନ୍ଧିବା ମନା ! ଆଉ ଯଦି ପିନ୍ଧିବେ ….

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ରାଶିର ଲୋକଙ୍କୁ ରୁପା ମୁଦି ପିନ୍ଧିବା ମନା।

ବନ୍ଧୁଗଣ ସୁନା ରୂପା ପିନ୍ଧିବା କାହାକୁ ବା ପସନ୍ଦ ନୁହେଁ। ସାଧାରଣତଃ ଅଳଙ୍କାର ପିନ୍ଧିବା ନାରୀ ମାନଙ୍କର ସୌକ ଅଧିକ ଥାଏ। ପ୍ରାୟତଃ ହୀରା ରୁପା ସୁନାର ମୁଦି ଲୋକେ ପିନ୍ଧନ୍ତି। କେହି କେହି ଏହି ଧାତୁକୁ ଜ୍ୟୋତିଷଙ୍କ ପରାମର୍ଶରେ ପିନ୍ଧନ୍ତି ତ କିଛି ସୌକ ଏବଂ ସୌନ୍ଦର୍ଯ୍ୟ ପାଇଁ ପିନ୍ଧନ୍ତି। ଦ୍ରୁପ୍ୟ ଧାତୁ ସିତଳତା ଓ ଥଣ୍ଡା ପ୍ରଦାନକାରୀ। ଯେଉଁମାନେ ଏହି ମୁଦିକୁ ପିନ୍ଧନ୍ତି ତାଙ୍କର କ୍ରୋଧ ଶେଷ ହୋଇଯାଏ।

ଏହି ଧାତୁ ପିନ୍ଧିବା ଲାଭଦାୟକ ହୋଇଥାଏ। ରୁପା ମୁଦି ପିନ୍ଧିଲେ ମନ ଶାନ୍ତ ରହିବା ସହ ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରୁପା ସବୁ ରାଶିଙ୍କ ପାଇଁ ଶୁଭ ହୋଇନଥାଏ। ୧୨ ଟି ରାଶି ମଧ୍ୟରୁ ଏହି ୩ ଟି ରାଶି ଥିବା ଲୋକଙ୍କୁ ରୂପାର ମୁଦି ପିନ୍ଧିବା ଅନୁଚିତ। ତେବେ ଆସନ୍ତୁ ସେହି ରାଶିଙ୍କ ବିଷୟରେ।

ମେଷ ରାଶି। ମଙ୍ଗଳ ହେଉଛନ୍ତି ଏହି ରାଶିର ସ୍ୱାମୀ ଗ୍ରହ। ରୂପାର ମୁଦି ପିନ୍ଧି ଥିଲେ ଏହି ରାଶିର ବହୁତ କ୍ଷତି ହୋଇଥାଏ। ଏହି ରାଶିର ଲୋକେ ରୁପାର ମୁଦି ପିନ୍ଧିଲେ ଆର୍ଥିକ ସ୍ଥିତି ଖରାପ ହୋଇଥାଏ।

ସିଂହ ରାଶି। ସୁର୍ଯ୍ୟ ହେଉଛନ୍ତି ଏହି ରାଶିର ସ୍ୱାମୀ ଗ୍ରହ। ସୂର୍ଯ୍ୟଙ୍କୁ ଉତପ୍ତ ଗ୍ରହ କୁହାଯାଉଥିବା ବେଳେ ଚାନ୍ଦି ଶୀତଳତାର ପ୍ରତୀକ। ସେଥିପାଇଁ ସିଂହ ରାଶିର ଲୋକେ ରୁପା ମୁଦି ପିନ୍ଧିଲେ ତାଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଏହି ରାଶିର ଲୋକଙ୍କ ପାଇଁ ସୁନା ଜିନିଷ ପିନ୍ଧିବା ଲାଭଦାୟକ ହୋଇଥାଏ। ରୁପା ପିନ୍ଧିଲେ ଆର୍ଥିକ ଅସୁବିଧା ଦେଖାଦେଇଥାଏ।

ଧନୁ ରାଶି। ଏହି ରାଶିର ଅଧିପତି ଗ୍ରହ ହେଉଛନ୍ତି ଦେବଗୁରୁ ବୃହସ୍ପତି। ଏହି ରାଶିର ଲୋକେ ରୁପା ମୁଦି ପିନ୍ଧିବା ଅଶୁଭ ହୋଇଥାଏ। ଧନୁ ରାଶିର ଲୋକେ ଚାନ୍ଦିର କୌଣସି ବି ଅଳଙ୍କାର ପିନ୍ଧିଲେ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ। ସ୍ୱର୍ଣ୍ଣ ଅଳଙ୍କାର ଏମାନଙ୍କ ପାଇଁ ଶୁଭଫଳ ଦାୟକ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *