Excuse Me Odisha

ଯାହା କହିବୁ ସତ କହିବୁ

ଆସୁଛି ୨୦୨୨ ନୂଆବର୍ଷ ! ୫ଟି ରାଶିରେ ଧନର ବର୍ଷା !! ୭ଟି ରାଶିରେ ଦୁଃଖର ପାହାଡ଼ ! ମହା ଭବିଷ୍ୟବାଣୀ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୦୨୨ ଆସୁଛି ନୂଆବର୍ଷ। ୫ ଟି ରାଶିରେ ଧନର ବର୍ଷା ୭ ଟି ରାଶିରେ ଦୁଃଖର ପାହାଡ଼। ମହା ଭବିଷ୍ୟବାଣୀ।

ବନ୍ଧୁଗଣ ଆସୁଅଛି ନବବର୍ଷ} ୨୦୨୨ ତ ସମ୍ପୂର୍ଣ ୧୨ ଟି ରାଶି ପାଇଁ କିପରି ରହିବ ଆପଣ ମାନଙ୍କର ସମୟ କିପରି ରହିବ ଆପଣ ମାନଙ୍କର ଏହି ୨୦୨୨ ନବବର୍ଷ। କଣ ସବୁ ଖୁସି ନେଇ କରି ଆସୁଅଛି ଆପଣ ମାନଙ୍କ ଜୀବନରେ ଏବଂ କେଉଁ ରାଶି ପାଇଁ କଣ ସାବଧାନତା ରହିଅଛି। ଆସନ୍ତୁ ଜାଣିବା ୨୦୨୨ ରେ ୧୨ ଗୋଟି ରାଶି ମାନଙ୍କ ବିଷୟରେ।

ମେଷ ରାଶି। ଏହି ରାଶିର ଜାତକଙ୍କ ପାଇଁ ନବବର୍ଷ ବହୁତ ହିଁ ଭଲ ନେଇକି ହିଁ ଆସିବ। ବ୍ୟକ୍ତିଙ୍କର ଭାଗ୍ୟ ରେଖାରେ ସୁର୍ଯ୍ୟ ବୁଧ ବୃହସ୍ପତି ଶନି ଓ କେତୁ ରହିଥିବାରୁ ବର୍ଷ ସାରା ବହୁତ ଭଲରେ କଟିବ। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ। ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସମ୍ପତି ପର୍ଯ୍ୟନ୍ତ ପ୍ରତ୍ୟକ କ୍ଷେତ୍ରରେ ବ୍ୟକ୍ତିଙ୍କର ଉନ୍ନତି ହେବ। ତେବେ ଏହି ରାଶିର ବ୍ୟକ୍ତି ମାନଙ୍କୁ ନବବର୍ଷରେ ନିଜ ଫିଟନେସ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ସ୍ଵାଥ୍ୟ ପ୍ରତି ସାବଧାନ ରୁହନ୍ତୁ। ଭାଗ୍ୟର ପୁର୍ଣ ସହଯୋଗ ରହୁଛି କିନ୍ତୁ ସ୍ୱାସ୍ଥ୍ୟର ଯତ୍ନ ନନେଲେ ଏବେ ସବୁ କ୍ଷେତ୍ରରୁ ପଛେଇ ଯିବେ ସେଥିପାଇଁ ଆପଣ ଏହି ବର୍ଷଟିକୁ ସଠିକ ଜୀବନ ଶୈଳୀ ଆପଣାନ୍ତୁ। ସକାଳୁ ଉଠି ଯୋଗ ବ୍ୟାୟାମ ପରାୟଣମ କରନ୍ତୁ। ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ଏହି ନବବର୍ଷ ଟି ଅନେକ ସଫଳତା ନେଇ କରି ଆସୁଅଛି।

ବୃଷ ରାଶି। ଏହି ନବବର୍ଷଟି ଏହି ରାଶି ପାଇଁ ଅନେକ ସଫଳତା ଅନୁଭୂତି ଏବଂ ଆପଣମାନଙ୍କ ଜୀବନରେ ଏପରି କିଛି ପରିବର୍ତ୍ତନ ନେଇ କରି ଆସୁଅଛି ଯାହା ଆପଣ କେବେ ଚିନ୍ତା ବି କରିନଥିବେ। ବର୍ଷର ଆରମ୍ଭରେ ବୃଷ ରାଶିର ସ୍ୱାମୀ ଶୁକ୍ର ଭାଗ୍ୟ ରେଖାରେ ବିରାଜିତ ହେଉଛନ୍ତି। ଏହା ବ୍ୟତୀତ ଏହି ରାଶି ପାଇଁ ନବବର୍ଷ ଉଜ୍ଵଳ ଏବଂ ଉନ୍ନତି ମୂଳକ ବର୍ଷ ହୋଇ ରହିବ। ଆପଣ ଏହି ବର୍ଷଟିକୁ ଭୁଲି ପାରିବେ ନାହିଁ। ବୈବାହିକ ଜୀବନ ଏବଂ ବ୍ୟବସାୟରେ ଅନେକ ସଫଳତା ମିଳିବ।

ମିଥୁନ ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନବବର୍ଷ ବିଶେଷ ଫଳପ୍ରଦ ହେଉନାହିଁ। ଏମାନଙ୍କ ପାଇଁ ଜୀବନ ସାଧାରଣ ଜଣା ପଡୁଅଛି। ଏମାନଙ୍କ ଜୀବନରେ କିଛି ଅସୁବିଧାର ସମୁଖୀନ ମଧ୍ୟ ହେବାକୁ ପଡିପାରେ। ତେଣୁ ଯେକୌଣସି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ବୁଝି ବିଚାରି ନେବା ଆବଶ୍ୟକ। ଏହି ରାଶିର ସ୍ୱାମୀ ବୁଧ। ବର୍ଷର ଆରମ୍ଭରେ ବ୍ୟକ୍ତିଙ୍କ ମନରେ ଶକ୍ତି ଓ ଉତ୍ସାହ ଭରି ଦେବା ସହିତ ମାର୍ଗଦର୍ଶନ ମଧ୍ୟ କରାଇବେ। ବୁଝି ବିଚାରି କାର୍ଯ୍ୟ କଲେ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ନବବର୍ଷ ବୁଧବାର ଦିନ ପଡୁଥିବାର ବୁଧ ଉକ୍ତ ବର୍ଷର ରାଜା ହୋଇ ରହିବେ। ଏଣୁ ଏହି ରାଶି ମାନଙ୍କ ପାଇଁ ବର୍ଷଟି ଅତି ଭଲ ଫଳ ପ୍ରଦନ ନରହିଲେ ମଧ୍ୟ ବିଶେଷ କିଛି କ୍ଷତି ମଧ୍ୟ ଘଟାଉନାହିଁ। ଏହି ରାଶି ପାଇଁ ନବବର୍ଷଟି ସାଧାରଣ ରହିବ।

କର୍କଟ ରାଶି। ଏହି ରାଶିର ବ୍ୟକ୍ତି ମାନେ ଯେପରି ଚାହିଁବେ ସେହିପରି ଭାବେ ବର୍ଷଟି କଟାଇପାରିବେ। ନବବର୍ଷ ପ୍ରତ୍ୟକ କ୍ଷେତ୍ରରେ ଆପଣଙ୍କୁ ସଫଳତା ଦେଖାଦେବ। ଏହା ସହିତ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ କରି ଆପଣ ପ୍ରଶଂସାର ପାତ୍ର ମଧ୍ୟ ହେବେ। ପରିଶ୍ରମ ଅନୁଯାୟୀ ଫଳ ମଧ୍ୟ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ। ଭାଗ୍ୟ ଉପରେ ଭରସା ରଖି ବସି ରୁହନ୍ତୁ ନାହିଁ। କର୍ମ ଉପରେ ବିଶ୍ୱାସ ରଖନ୍ତୁ ଯେମିତି କର୍ମ କରିବେ ସେମିତି ଫଳ ପାଇବେ। ଗ୍ରହ ମାନଙ୍କର ସପଟ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ ତ ଯେଉଁମାନେ ବି ଉଚିତ ପରିଶ୍ରମ କରିବେ ସେମାନେ ଫଳରୁ ବଞ୍ଚିତ ହେବେନାହିଁ।

ସିଂହ ରାଶି। ଏହି ରାଶିର ଜାତକ ମାନେ ମାନ ସମ୍ମାନ ପଦ ପ୍ରତିଷ୍ଠା ପାଇବେ। ସମାଜରେ ଆପଣଙ୍କର ଖ୍ୟାତି ବଢିବ। ଲୋକମାନଙ୍କ ପାଇଁ ଆପଣ ଆଦର୍ଶ ପାଲଟି ପାରନ୍ତି କ୍ୟାରିୟର କ୍ଷେତ୍ରରେ ବେଶ ଉନ୍ନତି କରିବେ। ଅବିବାହିତ ମାନଙ୍କ ପାଇଁ ବିବାହର ଯୋଗ ବନୁଅଛି। ବିବାହିତ ଦମ୍ଫତ୍ତିଙ୍କ ଜୀବନ ବେଶ ଭଲରେ କଟିବ। ସମ୍ପୂର୍ଣ ବର୍ଷଟି ଦାମ୍ଫତ୍ୟ ଜୀବନ ଅତ୍ୟନ୍ତ ହିଁ ମହତ୍ୱପୂର୍ଣ୍ଣ ରହିବ। ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଘର ଗାଡି ଜମି ଏବଂ କିଛି ଦାମୀ ଜିନିଷ କିଣିବାର ମଧ୍ୟ ଯୋଗ ବନୁଅଛି। ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ ବିଦ୍ୟାର୍ଥୀ ମାନଙ୍କ ପାଇଁ ହେଉ ଆର୍ଥିକ ପାଇଁ ହେଉ କିମ୍ବା ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉ ପ୍ରତ୍ୟକ ଦୃଷ୍ଟିରୁ ନୂଆବର୍ଷଟି ଆପଣଙ୍କ ପାଇଁ କେବଳ ଖୁସି ହିଁ ଖୁସି ଆଣିକରି ଆସୁଅଛି।

କନ୍ୟା ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନବବର୍ଷଟି ବେଶ ଫଳ ଦାୟକ ରହିବ। କାର୍ଯ୍ୟ କ୍ଷେତ୍ରରେ ବେଶ ଉନ୍ନତି ହେବା ସହିତ ମାନ ସମ୍ମାନର ମଧ୍ୟ ବୃଦ୍ଧି ହେବ। ବର୍ଷ ସାରା ଆପଣଙ୍କର ଭାଗ୍ୟ ଆପଣଙ୍କ ସାଥ ଦେବ। ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ପାଇବେ। ତ ବସି ରୁହନ୍ତୁ ନାହିଁ। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ପ୍ରତ୍ୟକ ଗ୍ରହ ମାନଙ୍କର ସପଟ ଆପଣ ମାନଙ୍କୁ ମିଳିବ। କାର୍ଯ୍ୟ କରନ୍ତୁ ନିଶ୍ଚୟ ସଫଳତା ମିଳିବ। ବର୍ଷଟି ଆପଣଙ୍କର ସୁଖ ଶାନ୍ତିରେ କଟିବ। ଯେଉଁ ମାନଙ୍କର ବିବାହର ବିଳମ୍ବ ହେଉଥିଲା ସେମାନଙ୍କର ବିବାହ ସମସ୍ୟା ଦୂର ହେବ। ବିବାହର ଯୋଗ ବନୁଅଛି। ଦାମ୍ଫତ୍ୟ ଜୀବନ ମଧ୍ୟ ସୁଖମୟ ରହିବ।

ତୁଳା ରାଶି। ଏହି ନବବର୍ଷଟି ଆପଣଙ୍କ ପାଇଁ ସୁଖ ସମୃଦ୍ଧି ଆଣି କରି ଆସୁଅଛି। ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ନବବର୍ଷରେ ପାରିବାରିକ କଳହ ଦୂର ହୋଇ ପରିବାର ମଧ୍ୟରେ ଯାହାବି ଆଗରୁ କିଛି କଳହ ରହୁଥିଲା ତାହା ସବୁ ନିଶ୍ଚୟ ଦୂର ହୋଇଯିବ। ଆଉ ଜୀବନରେ ସୁଖ ଶାନ୍ତି ବୃଦ୍ଧି ପାଇବ। ନୂତନ ଯାନ ବାହନ କିଣିବାର ଯୋଗ ବନୁଅଛି। କିଛି ଦାମୀ ଜିନିଷ କିଣି ପାରନ୍ତି। ନିଜ ପାଇଁ ଯେଉଁ ଘର କରିବାର ସ୍ୱପ୍ନ ଦେଖୁଛନ୍ତି ତାହା ମଧ୍ୟ ସଫଳ ହୋଇପାରେ। ଗୃହ ପ୍ରବେଶ କରିପାରନ୍ତି। ଏହି ସମ୍ପୂର୍ଣ୍ଣ ବର୍ଷଟି ଆପଣ ରୋମାଣ୍ଟିକ ସ୍ଵଭାବରେ ରହିବେ। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କ ସହିତ ରହୁଅଛି। ପ୍ରତ୍ୟକ ଗ୍ରହ ମାନଙ୍କର ସପଟ ଆପଣ ମାନଙ୍କ ସହିତ ରହୁଅଛି। ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ ବିଦ୍ୟାର୍ଥୀ ମାନଙ୍କ ପାଇଁ ହେଉ ଆର୍ଥିକ ପାଇଁ ହେଉ କିମ୍ବା ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉ ପ୍ରତ୍ୟକ ଦୃଷ୍ଟିରୁ ନୂଆବର୍ଷଟି ଆପଣଙ୍କ ପାଇଁ କେବଳ ଖୁସି ହିଁ ଖୁସି ଆଣିକରି ଆସୁଅଛି। ଆପଣଙ୍କର ଲକ୍ଷ୍ୟ ପୂରଣ କରିବା ପାଇଁ ଲାଗିଯାନ୍ତୁ। ସାନ ଭାଇ ଭଉଣୀ ମାନଙ୍କର ସହଯୋଗ ପରିବାରର ସଦସ୍ୟ ମାନଙ୍କର ସହଯୋଗ ଏବଂ ପିତା ମାତାଙ୍କ ଆଶୀର୍ବାଦ ଆପଣଙ୍କ ପ୍ରତି ରହିବ।

ବିଛା ରାଶି। ଏହି ନବବର୍ଷ ଏହି ରାଶି ପାଇଁ ସୁଖ ସମୃଦ୍ଧି ଆଣି କରି ଆସୁଅଛି। କାର୍ଯ୍ୟ କ୍ଷେତ୍ରରେ ଆର୍ଥିକ ଦୃଷ୍ଟିରେ ସଫଳତା ପାଇବେ। ଯାନ ବାହନ କିଣିବାର ଯୋଗ ବନୁଅଛି। ଚାକର ବାକରର ସୁଖ ପ୍ରାପ୍ତ କରିବେ। କୌଣସି କ୍ଷେତ୍ରରେ ଧନ ନିବେଶ ପାଇଁ ମନ ବଳାଇବେ ଏବଂ ଏହି ବର୍ଷ ଆପଣ ଯାହାବି ନିବେଶ କରିବେ ତାହା ଆପଣଙ୍କୁ ନିଶ୍ଚୟ ହିଁ ଲାଭ ପ୍ରଦାନ କରିବ। ଆପଣଙ୍କର ବିବାହ ଯୋଗ ବନୁଅଛି। ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହୁଅଛି ଯେଉଁ କାରଣରୁ ଧନର ବୃଦ୍ଧି ହେବ। ଆପଣଙ୍କର ଆୟ ଦୁଇ ଗୁଣା ହେବ। ସମସ୍ତ ମନର ଇଛା ପୂରଣ ହେବ। ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ରଖନ୍ତୁ କାରଣ ବର୍ଷର ଆରମ୍ଭରୁ ଏବଂ ମଧ୍ୟ ଭାଗରୁ କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇପାରେ କିନ୍ତୁ ତାହା ମଧ୍ୟ ସେତେ ଚିନ୍ତା ଜନକ ରହିବ ନାହିଁ। ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଯୋଗ ବ୍ୟାୟାମ ପରାୟାଣାମ କରନ୍ତୁ। ଧନ କ୍ଷେତ୍ରରେ ଏହି ସମୟ ବହୁତ ଭଲ ରହୁଅଛି। ଯଦି ଆପଣ କାହା ଠାରୁ ବି ଧନର ଆବଶ୍ୟକତା କରୁଛନ୍ତି ତେବେ ଧନ ଆପଣଙ୍କୁ ସଙ୍ଗେ ସଙ୍ଗେ ମିଳିଯିବ।

ଧନୁ ରାଶି। ଏହି ରାଶି ପାଇଁ ଏହି ନବବର୍ଷଟି ଶୁଭ ଫଳ ନେଇ କରି ଆସୁଅଛି। ଭିଭିନ୍ନ ଦିଗରୁ ଆପଣଙ୍କୁ ସଫଳତା ମିଳୁଅଛି। ସୁଖ ସମୃଦ୍ଧି ଆଣି କରି ଆସୁଅଛି। କିଛି ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ଇଛା କରିବେ। ବୌବାହିକ ଜୀବନ ବହୁତ ଭଲରେ କଟିବ। ପୂର୍ବରୁ ଯାହା ବି ମତାନ୍ତର ରହୁଥିଲା ତାହା ସବୁ ଦୂର ହୋଇଯିବ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଘଟୁଅଛି। ଆପଣ ଆୟର ନୂଆ ନୂଆ ସ୍ରୋତ ମଧ୍ୟ ପ୍ରାପ୍ତ କରିବେ। ବ୍ୟବସାୟୀ ମାନଙ୍କର ମଧ୍ୟ ଉନ୍ନତି ହେବ। ତା ସହିତ ବିଦ୍ୟାର୍ଥୀ ମାନଙ୍କୁ ମଧ୍ୟ ବର୍ଷଟି ବହୁତ ଭଲ ପରିଣାମ ଦେବ। ଯେଉଁମାନେ ଚାକିରୀ ଖୋଜୁଥିଲେ ବା ଚାକିରି ଚାଲି ଯାଇଛି ସେମାନଙ୍କ ପାଇଁ ବର୍ଷଟି ଶୁଭ ଫଳ ନେଇ ଆସୁଛି ତେଣୁ ବସି ରୁହନ୍ତୁ ନାହିଁ। ପ୍ରତ୍ୟକ ଗ୍ରହ ମାନଙ୍କର ସପଟ ଆପଣ ମାନଙ୍କ ସହିତ ରହିବ। ଆପଣ ଯେଉଁବି କର୍ମ କରିବେ ତାର ୪ ଗୁଣା ଲାଭ ପାଇବେ।

ମକର ରାଶି। ଏହି ନବବର୍ଷଟି ଏହି ରାଶି ପାଇଁ ବିଶେଷ ଫଳ ପ୍ରଦ ହେଉନାହିଁ। ଏହି ବର୍ଷ ଖର୍ଚ୍ଚ ବଢ଼ିପାରେ। ଅଯଥାରେ କିଛି ଖର୍ଚ୍ଚ ହେବ। ଆପଣ ଅନିଛାରେ ବାଧ୍ୟରେ କିଛି ଖର୍ଚ୍ଚରେ ପଡିଯିବେ। ଆର୍ଥିକ ସମସ୍ୟା ଦେଖା ନଦେଲେ ମଧ୍ୟ କିନ୍ତୁ ଯାହା ଆପଣ ଆୟ କରିବେ ତାହା ବ୍ୟୟ ହୋଇଯିବ। ଧନ ସଞ୍ଚୟ କରିବାକୁ ଇଛସ ଥିଲେ ମଧ୍ୟ ଧନ ସଞ୍ଚୟ କରିପାରିବେ ନାହିଁ। ପ୍ରାୟତଃ କିଛି ନା କିଛି ଧନ ଜନିତ ସମସ୍ୟା ଲାଗି ରହିବ। କିନ୍ତୁ ଯଦି ଆପଣ ସତର୍କତାର ସହିତ ପ୍ରତ୍ୟକ କାର୍ଯ୍ୟକୁ କରନ୍ତି ତ ତାହା ମଧ୍ୟ ଦୁରେଇ ଯିବ। ଆପଣଙ୍କର ସେମିତି କିଛି କ୍ଷତି ହେବନାହିଁ। ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି ଏବଂ ଏହି ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ରହିବ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ ଆଉ ସେମାନଙ୍କ ପାଇଁ ଏହି ନବବର୍ଷଟି ଲାଭ ହିଁ ଲାଭ ଆଣି କରି ଆସିବ।

କୁମ୍ଭ ରାଶି। ଏହି ବର୍ଷ ଆପଣଙ୍କ ପାଇଁ କେବଳ ଭଲ ହିଁ ଭଲ ପରିଣାମ ନେଇ ଆସିବ। ପ୍ରତ୍ୟକ ଗ୍ରହ ମାନଙ୍କର ସପଟ ଆପଣ ମାନଙ୍କ ସହିତ ରହିବ। ଆର୍ଥିକ ସ୍ଥିତି ଆଉ ଦାମ୍ଫତ୍ୟ ଜୀବନ ପାରିବାରିକ ସ୍ଥିତି ସ୍ୱାସ୍ଥ୍ୟ କ୍ଷେତ୍ର ଚାକିରୀ ଆଉ ବ୍ୟବସାୟ ପ୍ରତ୍ୟକ ଦୃଷ୍ଟିରୁ ଆପଣ ମାନଙ୍କ ପାଇଁ କେବଳ ଶୁଭ ପରିଣାମ ନେଇ ଆସିବ। ସ୍ୱାସ୍ଥ୍ୟ ଅନୁକୂଳ ରହିବ। ଆର୍ଥିକ ସମସ୍ୟା ଯାହା ବି ଦେଖାଦେବ ତାହା ସହଜରେ ହିଁ ଦୂର ହୋଇଯିବ। ଧନ ସମ୍ବଦ୍ଧିତ କାର୍ଯ୍ୟ ଯେକୌଣସି ମତେ ସମ୍ପର୍ଣ୍ଣ ହୋଇଯିବ। ଭିଭିନ୍ନ କ୍ଷେତ୍ରରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ। ପିତା ମାତାଙ୍କର ଆଶୀର୍ବାଦ ଓ ପରିବାରର ବ୍ୟକ୍ତି ମାନଙ୍କ ସହଯୋଗ ଆପଣ ମାନଙ୍କ ଜୀବନରେ ବହୁତ ହିଁ ଆଗକୁ ନେଇ କରି ଯିବ। ସମାଜରେ ମାନ ପ୍ରତିଷ୍ଠା ମିଳିବ।

ମୀନ ରାଶି। ଏହି ନବବର୍ଷଟି ଏହି ରାଶି ପାଇଁ ଅନେକ ସଫଳତା ନେଇ କରି ଆସୁଅଛି। ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ। ଅଧିକରୁ ଅଧିକ ଲୋକ ଆପଣଙ୍କ ସହିତ ମିଶିବାକୁ ପସନ୍ଦ କରିବେ। କାର୍ଯ୍ୟ କ୍ଷେତ୍ରରେ ବେଶ ଉନ୍ନତି ମିଳିବ। ବର୍ଷ ସାରା ଆପଣଙ୍କ ଭାଗ୍ୟ ସର୍ବଦା ହିଁ ଆପଣଙ୍କ ସାଥ ଦେବ। ତ ସମୟକୁ ବ୍ୟର୍ଥ ହେବାକୁ ଦିଅନ୍ତୁ ନାହିଁ। ଠିକ ଢଙ୍ଗରେ କାର୍ଯ୍ୟ କରିବେ ତ ନିଶ୍ଚିତ ଭାବରେ ସଫଳତା ପ୍ରାପ୍ତ କରିବେ। ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଅଟକି ରହିଥିବା ଅନେକ କାର୍ଯ୍ୟ ଏହି ବର୍ଷରେ ପୁରା ହୋଇଯିବ। ଜୀବନରେ ପ୍ରତ୍ୟକ କ୍ଷେତ୍ରରେ ଶୁଭ ଫଳ ହିଁ ମିଳିବାର ଅଛି। ବିଶେଷ କରି ବର୍ଷଟି ଆପଣଙ୍କ ପାଇଁ ସୁଖ ଶାନ୍ତି ନେଇ କରି ଆସୁଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *