Excuse Me Odisha

ଯାହା କହିବୁ ସତ କହିବୁ

ଶନିଦେବଙ୍କ କୃପାରୁ ଏହି ୫ଟି ରାଶିର ଲୋକେ ହେବେ ଧନବାନ, ବନିବାକୁ ଯାଉଛି ମହାସଂଯୋଗ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଜ୍ୟୋତିଷ ଶାସ୍ତ୍ରରେ ଆମ ଜୀବନର ବହୁତ ମହତ୍ତ୍ଵ ରହିଛି। ଗ୍ରହ ନକ୍ଷତ୍ର ମାନଙ୍କର ପରିବର୍ତ୍ତନ କାରଣରୁ ଆମ ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ। ଜୀବନରେ କେବେ ସୁଖ ଆସିଥାଏ ତ ଆଉ କେବେ ଦୁଃଖ ଆସିଥାଏ।ଭଗବାନ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା। ସେ ପ୍ରତ୍ୟେକ ଲୋକଙ୍କୁ କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି।ତେବେ ବନ୍ଧୁଗଣ,ଗ୍ରହ ମାନଙ୍କର ଚଳନରେ ଏକ ବଡ଼ ମହାସଂଯୋଗ ସୃଷ୍ଟି ହେବାକୁ ଯାଉଛି। ଯାହାଦ୍ଵାରା ଭଗବାନ ଶନିଦେବଙ୍କ କୃପାରୁ ୫ଟି ରାଶିର ଲୋକଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି।ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମିଥୁନ ରାଶି –

ଭଗବାନ ଶନିଦେବଙ୍କ କୃପା ଦୃଷ୍ଟି ସର୍ବଦା ଏହି ରାଶିର ଲୋକଙ୍କ ଉପରେ ରହିବ। ଆପଣଙ୍କୁ ନିଜର କଠିନ ପରିଶ୍ରମର ଫଳ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ଉନ୍ନତି କରିବେ ଏବଂ ପଦୋନ୍ନତୀ ମିଳିବ।ଆପଣଙ୍କର କେବେବି ଆର୍ଥିକ ଅଭାବ ହେବ ନାହିଁ। ସମାଜରେ ଆପଣଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। ବିବାହିତ ଲୋକଙ୍କୁ ଖୁବ ଶୀଘ୍ର ସନ୍ତାନ ମଧ୍ୟ ପ୍ରାପ୍ତ ହେବ। ଆପଣଙ୍କର ଦୁଃଖର ଦିନ ଶେଷ ହେବାକୁ ଯାଉଛି।

ତୁଳା ରାଶି –

ଏହି ରାଶିର ଲୋକମାନଙ୍କୁ ସୁଖଦ ସମାଚାର ମିଳିପାରେ।ପରିବାରରେ ସୁଖଶାନ୍ତି ବିରାଜମାନ ହେବ।ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। ବ୍ୟବସାୟ ବାଣିଜ୍ୟରେ ଆପଣଙ୍କୁ ବହୁତ ଲାଭ ମିଳିବାକୁ ଯାଉଛି।ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ।

ମେଷ ରାଶି –

ଏହି ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।ବ୍ୟବସାୟିକ କ୍ଷେତ୍ରରେ ଆପଣ ଉତ୍ତମ ପଦକ୍ଷେପ ଗ୍ରହଣ କରିବେ।ମହିଳା ମାନଙ୍କୁ ସାମାଜିକ ସ୍ତରରେ ଅନେକ ସୁବିଧା ପ୍ରାପ୍ତ ହେବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟବସାୟିକ କାର୍ଯ୍ୟରେ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।

ମକର ରାଶି –

ଭଗବାନ ଶନିଦେବଙ୍କର କୃପା ଦୃଷ୍ଟି ସର୍ବଦା ଏହି ରାଶିର ଲୋକଙ୍କ ଉପରେ ରହିବ। ପରିବାରରେ ସୁଖଶାନ୍ତି ବିରାଜମାନ ହେବ। ଘରର ପରିବେଶ ସୁଖମୟ ହେବା ସହିତ ସକାରାତ୍ମକ ଉର୍ଜା ବୃଦ୍ଧି ହେବ। ପ୍ରେମ ସ୍ବୀକାର କରିବା ପାଇଁ ଆପଣଙ୍କ ପାଇଁ ସମୟ ଅନୁକୂଳ ରହିଛି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଗକୁ ବଢ଼ିବେ। ଆପଣ କୌଣସି ସାମାଜିକ କାର୍ଯ୍ୟରେ ଯୋଗଦାନ କରି ପାରନ୍ତି।

କୁମ୍ଭ ରାଶି –

ଏହି ରାଶିର ଲୋକଙ୍କ ପାଇଁ ଏହି ମହାସଂଯୋଗ ଅନୁକୂଳ ସାବ୍ୟସ୍ତ ହେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ବହୁତ ସଫଳତା ମିଳିବ। ସମସ୍ତ କାର୍ଯ୍ୟରେ ଆପଣ ନିଜର ବୁଦ୍ଧି ବିବେକ ପ୍ରୟୋଗ କରି ସଫଳତା ହାସଲ କରିବେ। ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ପରିବାରରେ ଖୁସିର ବାତାବରଣ ଲାଗି ରହିବ। ବୈବାହିକ ଜୀବନ ସୁଖମୟ ରହିବ। ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *