୧୯ ନଭେମ୍ବର ଶୁକ୍ରବାର ଚନ୍ଦ୍ରଗ୍ରହଣ : ଗର୍ଭ-ବତୀ ମହିଳା ସାବଧାନ ! ୪ଟି ରାଶି କୋଟିପତି ! ଜାଣନ୍ତୁ ଆଉ କଣ ରହିବ ପ୍ର-ଭାବ !
ଆହିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଚନ୍ଦ୍ରଗ୍ରହଣ ୧୯ ନଭେମ୍ବର ଶୁକ୍ରବାର। ୪ ଟି ରାଶି ହେବେ କୋଟିପତି। ତେବେ ଆସନ୍ତୁ ଜାଣିବା ସେହି ୪ ଗୋଟି ରାଶିଙ୍କ ବିଷୟରେ।
ବନ୍ଧୁଗଣ ୧୯ ନଭେମ୍ବରରେ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଅଛି। ୪ ଟି ରାଶି ହେବେ ମାଲାମାଲ। ବନ୍ଧୁଗଣ ୨୦୨୧ ର ଏହା ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଅଛି। ଯାହା କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିକୁ ଲାଗିବ। ଏହି ଗ୍ରହଣ ପରେ ବହୁତ ସାରା ଘ-ଟଣା ଘଟିବ। ଏହି ୩ ଟି ଗ୍ରହର ନିୟତି ବନିବ ମାନେ ସୁର୍ଯ୍ୟ ମଙ୍ଗଳ ଏବଂ ବୁଧ ତୁଳା ରାଶିରେ ନିୟତି ବନେଇବେ।ତେବେ ଏହି ଭୟଙ୍କର ଚନ୍ଦ୍ରଗ୍ରହଣ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ। ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ୧୯ ନଭେମ୍ବରରେ ପଡ଼ିବାକୁ ଯାଉଥିବା ଏହି ଚନ୍ଦ୍ରଗ୍ରହଣ ସବୁ ରାଶି ଉପରେ ଅଲଗା ଅଲଗା ପ୍ରଭାବ ପକାଇବେ। କିନ୍ତୁ ସବୁ ରାଶିଙ୍କ ଠାରୁ ଏହି ୪ ଟି ରାଶି ଏପରି ଯାହାକି ବହୁତ ଅଧିକ ଭାଗ୍ୟଶାଳୀ ହେବେ। ଏମାନଙ୍କୁ କୋଟି କୋଟି ଧନ ପ୍ରାପ୍ତି ହେବ। ଏମାନେ ବହୁତ ଅଧିକ ମାଲାମାଲ ହେବେ। ଏହି ଗ୍ରହଣ ପରେ ଦେଶରେ ବହୁତ ଅଧିକ ପ୍ର-ଭାବ ପଡିବ। ଅନେକ ପ୍ରକାରର ଶୁଭ ଏବଂ ଅଶୁଭ କଥା ଦେଖିବାକୁ ମିଳିବ। ଯେପରିକି ତୁଫାନ ଭୂମିକମ୍ଫ ଆଉ ପ୍ରାକୃତିକ ଘ-ଟଣା। ବନ୍ଧୁଗଣ ୧୯ ନଭେମ୍ବରକୁ ପଡ଼ିବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ଠିକ ସମୟ ଏବଂ ଶୁଭ ଫଳ ଏହା ବ୍ୟତୀତ କେଉଁ କେଉଁ ରାଶି ଭାଗ୍ୟଶାଳୀ ରହିବେ ଏବଂ କେଉଁ ପ୍ରକାରର ପ୍ର-ଭାବ ଏହି ରାଶି ମାନଙ୍କ ଉପରେ ପଡିବ ଏହିସବୁ ବିଷୟରେ ଆସନ୍ତୁ ଏହି ପୋଷ୍ଟ ମାଧ୍ୟମରେ ଜାଣିବା। ଭାରତରେ ଏହା କେଉଁ ଅଂଶରେ ଦେଖାଦେବ ଏବଂ କେଉଁ ଦେଶରେ ଦେଖାଦେବ ଗ୍ରହଣ କାଳର ସୁତକ କାଳର ସମୟ ଏବଂ ଗ୍ରହଣ ସମୟରେ ସାବଧାନତା ବିଷୟରେ ମଧ୍ୟ ଜଣେଇବୁ। ଏହା ବ୍ୟତୀତ ସେହିସବୁ ଶୁଭ କାର୍ଯ୍ୟ ବିଷୟରେ ଜଣେଇବୁ ଯାହାକୁ ଗ୍ରହଣ ସମୟରେ କରିବା ଉଚିତ ଏବଂ କେଉଁ କାର୍ଯ୍ୟ ଅଛି ଯାହାକୁ ଗ୍ରହଣ ସମୟରେ କରିବା ଉଚିତ ନୁହେଁ। ଯଦି ଆପଣ ଏପରି କରନ୍ତି ତେବେ ନିଶ୍ଚୟ ଏହି ଗ୍ରହଣର ଶୁଭ ପରିଣାମ ଆପଣଙ୍କୁ ମିଳିବ। ବନ୍ଧୁଗଣ ୧୯ ନଭେମ୍ବରକୁ ପଡ଼ିବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ବିଷୟରେ ଆସନ୍ତୁ ଜାଣିବେ।
ବନ୍ଧୁଗଣ ଏହି ଚନ୍ଦ୍ରଗ୍ରହଣ ଭାରତରେ ମଧ୍ୟ ଦେଖାଦେବ ଏବଂ ଏହାର ଖରାପ ପ୍ର-ଭାବକୁ ମଧ୍ୟ ଦେଖିବାକୁ ମିଳିବ। ଜ୍ୟୋତିଷଙ୍କ ଅନୁସାରେ ଚନ୍ଦ୍ରଗ୍ରହଣର ସୁତକ ସମୟକୁ ମାନାଯାଏ ନାହିଁ କାରଣ ଏହା ଭାରତରେ ଦିନରେ ଦେଖାଦେବ କିନ୍ତୁ ୪ ଟି ରାଶି ଏପରି ଯାହାଙ୍କ ଉପରେ ଶୁଭ ପ୍ର-ଭାବ ଦେଖିବାକୁ ମିଳିବ। ଏହି ୪ ଟି ରାଶି ଉପରେ ସକାରାତ୍ମକ ପ୍ର-ଭାବ ପଡିବ। ୧୯ ନଭେମ୍ବର ୨୦୨୧ର ଏହି ଏହି ଚନ୍ଦ୍ରଗ୍ରହଣ ଆମେରିକା ଉତ୍ତର ଆମେରିକା ଦକ୍ଷିଣ ଆମେରିକା ପୂର୍ବା ଆମେରିକା ତା ସହିତ ଉତ୍ତର ୟୁରୋପରେ ଦେଖାଦେବ। ପୂର୍ବ ଏସିଆ ଅଷ୍ଟ୍ରେଲିଆ ପ୍ରଶାନ୍ତ ମହାସାଗର ତା ସହିତ ହିନ୍ଦୁ ମହାସାଗରରେ ଏହାର କିଛି ଅଂଶ ଦେଖାଦେବ ଭାରତରେ ଆସାମ ଅରୁଣାଅଞ୍ଚଳ ପ୍ରଦେଶରେ କିଛି ଅଂଶରେ ଦେଖାଦେବ। ଏବେ ଆସନ୍ତୁ ଜାଣିବା ଏହାର ସୁତକ କାଳ ବିଷୟରେ। ଚନ୍ଦ୍ର ଗ୍ରହଣ ଲାଗିବାର ୯ ଘଂଟା ପୂର୍ବରୁ ସୁତକ କାଳ ଆରମ୍ଭ ହୋଇଯିବ। କିନ୍ତୁ ଏହା ଭାରତରେ ଦିନରେ ଦେଖାଦେବ ଏଥିପାଇଁ ସମ୍ପୂର୍ଣ୍ଣ ଭାବରେ ଏହାକୁ ମାନାଯିବ ନାହିଁ। ଚନ୍ଦ୍ରଗ୍ରହଣ ଲାଗିବାର ସମୟ ୧୯ ନଭେମ୍ବର ଦିପ୍ରହର ୧୧ ଟା ବାଜି ୩୨ ମିନିଟରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୫ ଟା ବାଜି ୩୪ ମିନିଟ ପର୍ଯ୍ୟନ୍ତ ରହିବ। ଏହି ଚନ୍ଦ୍ରଗ୍ରହଣ ପୁରା ୫ ଘଂଟା ୨ ମିନିଟ ପର୍ଯ୍ୟନ୍ତ ରହିବ। ଯାହାକି ବହୁତ ପ୍ରଭାବଶାଳି ଚନ୍ଦ୍ରଗ୍ରହଣ ଅଟେ। ଏହି ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡିବ। ଚନ୍ଦ୍ରଗ୍ରହଣ ଲାଗିବାର ୨ଘଣ୍ଟା ପୂର୍ବରୁ ସୁତକ କାଳ ଆରମ୍ଭ ହୋଇଯାଏ। ତ ଯେଉଁ ଯେଉଁ ଜାଗାରେ ଚନ୍ଦ୍ରଗ୍ରହଣ ଦେଖାଦେବ ସେହି ଜାଗାରେ ସୁତକ କାଳ ୯ ଘଂଟା ପୂର୍ବରୁ ଆରମ୍ଭ ହୋଇଯିବ।
ଏହି ଚନ୍ଦ୍ରଗ୍ରହଣ ସମୟରେ କିଛି ବିଶେଷ ସାବଧାନତା ପାଳନ କରିବା ଉଚିତ ଖାସ କରି ଗର୍ଭ-ବତୀ ମହିଳା ମାନଙ୍କୁ। ଏହି ସମୟରେ ଗର୍ଭ-ବତୀ ମହିଳା ଭୋଜନ କରିପାରିବେ ନାହିଁ। ଘରର ରୋଗୀଣାଙ୍କୁ ଛାଡି ଏବଂ ଛୋଟ ପିଲାଙ୍କୁ ଛାଡି କାହାକୁ ମଧ୍ୟ ଭୋଜନ କରିବା ଉଚିତ ନୁହେଁ। ଏହି ସମୟରେ ଖାଇବା ପିଇବା ଜିନିଷରେ ତୁଳସୀ ପତ୍ର ପକାଇବା ଉଚିତ। ସୁତକ କାଳ ପରେ ଆପଣ କୌଣସି ଚାକୁ ଛୁ-ରୀରେ ପରିବା କା-ଟିବା ଉଚିତ ନୁହେଁ। ଗ୍ରହଣ ସମୟରେ ଶୋଇବା ଉଚିତ ନୁହେଁ। ଏହା ବର୍ଜିତ ଅଟେ। ଗ୍ରହଣ ସମୟରେ ଗର୍ଭ-ବତୀ ମହିଳାଙ୍କୁ ସବୁ କିଛି ପାଳନ କରି ରହିବାକୁ ହେବ। ଏହି ଚନ୍ଦ୍ରଗ୍ରହଣର ସୁତକ କାଳର ବିଶେଷ ରୂପେ ଯେଉଁ ନିୟମ ରହିଥାଏ ତାହାକୁ ମାନିବା ଉଚିତ। ଏହାର ପ୍ରଭାବ ସବୁ ରାଶି ମାନଙ୍କ ଉପରେ ପଡିବ। କିନ୍ତୁ ୪ ଟି ରାଶି ଏପରି ଯେଉଁମାନେ ଧନରେ ମାଲାମାଲ ହେବାକୁ ଯାଉଛନ୍ତି। ଗ୍ରହଣ ସମୟରେ ଗରିବ ଲୋକଙ୍କୁ ଦାନ କରିବାକୁ ଶୁଭ ବୋଲି ମାନାଯାଏ। ସୁତକ କାଳରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ। ଏହି ସୁତକ କାଳରେ ପୂଜା ପାଠ ଦେବୀ ଦେବତାଙ୍କର ମୂର୍ତ୍ତିକୁ ଛୁଇଁବା ଉଚିତ ନୁହେଁ। ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରିବାକୁ ଅଶୁଭ ମାନାଯାଇଛି। ଏହି ଚନ୍ଦ୍ରଗ୍ରହଣ ସମୟରେ ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ଆପଣ ଏହି ସମୟରେ ମହାମୃ-ତ୍ୟୁଞ୍ଜ-ୟ ମ-ନ୍ତ୍ର ଜ-ପ କରିବା ଉଚିତ। ଭଗବାନ ଶ୍ରୀକୃଷ୍ଣଙ୍କର ଜୟ ଶ୍ରୀକୃଷ୍ଣ ମ-ନ୍ତ୍ର ଜପ କରନ୍ତୁ। ଓଁ ନମଃ ଭଗବତେ ବାସୁଦେବାୟ ନମଃ ଜପ କରନ୍ତୁ। ଗୀତାର ପାଠ କରନ୍ତୁ। ଶ୍ରୀମଦ ଭଗବତ ଗୀତାର ପାଠ କରନ୍ତୁ। ଏହି ସମୟରେ ଗର୍ଭ-ବତୀ ମହିଳାଙ୍କୁ ଏହି ସବୁ ନିୟମର ପାଳନ କରିବା ଉଚିତ। କାରଣ ଏହି ଗ୍ରହଣ ଆପଣଙ୍କ ଉପରେ ବହୁତ ପ୍ର-ଭାବ ପକାଇବ ଏବଂ ଏହା ଆପଣଙ୍କ ଜୀବନରେ ଧନ ସମ୍ପତ୍ତି ସହିତ ଜ-ଡ଼ିତ କେତେ କଣ ସମସ୍ୟାରୁ ମୁକ୍ତି ଦେବ। କିନ୍ତୁ ଏହି ଚନ୍ଦ୍ରଗ୍ରହଣ ଆମ ଦେଶ ସହିତ କିଛି ଏପରି ଦେଶ ଅଛି ଯେଉଁଠି ଅଶୁଭ ପ୍ର-ଭାବ ଦେଖିବାକୁ ମିଳିବ।
ଏବେ ଆସନ୍ତୁ ଜାଣିବା ଚନ୍ଦ୍ରଗ୍ରହଣ ସମୟରେ ସେହି ୪ ଟି ଭାଗ୍ୟଶାଳୀ ରାଶି ଧନରେ ମାଲାମାଲ ହେବାକୁ ଯାଉଛନ୍ତି। ଆଉ କିଛି ରାଶି ଅଛି ଯେଉଁମାନଙ୍କୁ ସାବଧନ ରହିବାକୁ ହେବ।
ମେଷ ରାଶି। ଏହି ଚନ୍ଦ୍ରଗ୍ରହଣ ସମୟରେ ଏହି ରାଶିଙ୍କ ପାଇଁ ବହୁତ ଭଲ ରହିବ। ଧନ ସହିତ ଜଡିତ ସମସ୍ୟା ଦୂର ହେବ। ଜମି ସମ୍ବଦ୍ଧିତ ସମସ୍ୟା ଦୂର ହେବ। ତାସହିତ କିଛି ନୂଆ ମାର୍ଗ ମଧ୍ୟ ଆପଣଙ୍କୁ ମିଳିବ। ଏହି ଗ୍ରହଣରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କୁ ସମାଜରେ ପରିବାରରେ ଖୁସି ଏବଂ ମାନ ସମ୍ମାନ ମିଳିବ। ଚାକିରୀରେ ପଦନ୍ନତି ମିଳିପାରେ। ନୂଆ ଚାକିରୀ ମଧ୍ୟ ଆପଣଙ୍କୁ ମିଳିପାରେ।
ମିଥୁନ ରାଶି। ଏହି ଗ୍ରହଣ ଆପଣଙ୍କ ପାଇଁ ବହୁତ ଶୁଭ ରହିବ କାରଣ ଆପଣଙ୍କୁ ଧନ ଦୌଲତ ପ୍ରାପ୍ତ ହେବ। ଅନେକ ପ୍ରକାରର ସଫଳତା ମଧ୍ୟ ମିଳିବ। ଆପଣ ଚେଷ୍ଟା କଲେ ସବୁ କାର୍ଯ୍ୟରେ ଲାଭ ପ୍ରାପ୍ତ କରିବେ । କେତେ ପ୍ରକାରର ଶୁଭ କାର୍ଯ୍ୟ ଆପଣ ଆପଣଙ୍କର କାର୍ଯ୍ୟରେ କ୍ଷେତ୍ରରେ କରିବେ। ଆପଣଙ୍କୁ ପ୍ରଶଂସା ମିଳିବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷତ ହୋଇପାରେ। ବୈବାହିକ ଜୀବନ ଆପଣଙ୍କର ଭଲ ରହିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବ।ଆପଣଙ୍କୁ ସ୍ୱାସ୍ଥ୍ୟ ଦୃ-ଷ୍ଟିରୁ ବିଶେଷ ଲାଭ ମିଳିବ।
କନ୍ୟା ରାଶି। ଏହି ରାଶିର ଲୋକଙ୍କର ଖର୍ଚ୍ଚରେ କମି ଦେଖିବାକୁ ମିଳିବ। ଟଙ୍କାର ଆବଶ୍ୟକତା ପଡ଼ିଲେ ଆପଣଙ୍କୁ ଟଙ୍କା ସଙ୍ଗେ ସଙ୍ଗେ ମିଳିଯିବ।ଆପଣଙ୍କ ଆର୍ଥିକ ସ୍ଥିତିରେ ବହୁତ ସୁଧାର ଦେଖିବାକୁ ମିଳିବ ତା ସହିତ ଜୀବନରେ ସଫଳତାର ନୂତନ ରାସ୍ତା ଖୋଲିବ। ଏହି ଗ୍ରହଣ ଆପଣଙ୍କ ପାଇଁ ବହୁତ ଲକି ରହିବ। ଆପଣଙ୍କୁ ଏହା ଧନରେ ମାଲାମାଲ ବନାଇବ। କାରଣ ଏହି ଗ୍ରହଣରେ ଆପଣଙ୍କୁ ସେୟାର ମାର୍କେଟରୁ ଲାଭ ମିଳିବ। ଆପଣଙ୍କର ପ୍ରେମ ସମ୍ବଦ୍ଧରେ ମଧୁରତା ଦେଖିବାକୁ ମିଳିବ।
ବୃଷ ରାଶି। ଏହି ରାଶିର ଦାମ୍ଫତ୍ୟ ଜୀବନ ସୁଖମୟ ହେବ। ଏହି ରାଶିର ଲୋକମାନଙ୍କର ଥିବା ପାରିବାରିକ ସମସ୍ୟା ଦୂର ହେବ। ଏହି ରାଶିର ଲୋକମାନେ ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରିବେ। ଭାଗ୍ୟର ପୁର୍ଣ ସହଯୋଗ ଏମାନଙ୍କୁ ମିଳିବ। ଏହି ରାଶିର ଲୋକମାନଙ୍କୁ ଅଚାନକ ଖୁସି ଖବର ପ୍ରାପ୍ତ ହେବ। ଭାଗ୍ୟର ସହଯୋଗରେ ଏହି ରାଶିର ଲୋକମାନେ ପ୍ରଗତି ଆଡ଼କୁ ଅଗ୍ରସର ହେବେ। ଆସନ୍ତା ସମୟରେ ଏହି ରାଶିର ଲୋକମାନଙ୍କୁ ଆକ-ସ୍ମିକ ଧନ ଲାଭ ହେବ।
ବନ୍ଧୁଗଣ ଏହି ୪ ଗୋଟି ରାଶି ବହୁତ ଲକି ରହିବେ। ଏହି ଗ୍ରହଣରେ ଏହି ୪ ଗୋଟି ରାଶିଙ୍କୁ ଧନ ଦୌଲତ ବହୁତ ମିଳିବ।