Excuse Me Odisha

ଯାହା କହିବୁ ସତ କହିବୁ

ସକାଳେ ଖାଲି ପେଟରେ ପିଜୁଳି ପତ୍ର ଖାଇବାର ଫାଇଦା ଜାଣିଲେ ଆପଣ ଆ-ଶ୍ଚ-ର୍ଯ୍ୟ ହେବେ, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ଆଜି ମୁଁ ଆପଣଙ୍କୁ କହିବାକୁ ଯାଉଛି ପିଜୁଳି ପତ୍ରର ଉପକାରିତା ବିଷୟରେ । ପିଜୁଳି ଖାଇବା କାହାକୁ ପସନ୍ଦ ନୁହେଁ? ପିଜୁଳିରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ ସି, ଫାଇବର ପ୍ରଚୁର ପରିମାଣରେ ଥାଏ। କଣ ଆପଣ ଜାଣନ୍ତି ପିଜୁଳି ପତ୍ର ଆମ ଶରୀର ପାଇଁ କେତେ ଉପକାରୀ ଅଟେ? ତେବେ ଚାଲନ୍ତୁ ଜାଣିବା ପିଜୁଳି ପତ୍ରର ଉପକାରିତା ବିଷୟରେ।

ପିଜୁଳି ପତ୍ରରେ ଆୟୁର୍ବେଦ ହିସାବରେ ଔଷଧୀୟ ଗୁଣ ଭରପୁର ରହିଛି। ଏଥିରେ ଅନେକ ପ୍ରକାରର ରୋଗକୁ ଭଲ କରିବାର ଗୁଣ ରହିଛି।

Google

ପ୍ରଥମେ ହେଉଛି ମହୁମେହ ରୋଗକୁ ନି-ୟନ୍ତ୍ର-ଣ କରିଥାଏ। ପିଜୁଳି ପତ୍ରରେ ଏପରି ପୋଷକ ତତ୍ତ୍ଵ ରହିଛି ଯାହା ସୁଗାରର ମାତ୍ରାକୁ ନି-ୟନ୍ତ୍ର-ଣ ରଖିବାରେ ସହାୟକ ହୋଇଥାଏ। ପିଜୁଳି ପତ୍ରକୁ ପାଣିରେ ପକାଇ ଏହାକୁ ଫୁଟାନ୍ତୁ। ଏହାପରେ ଏହାକୁ ଛାଣି ଉଷୁମ କରି ଏହାର ଚାହା ସେବନ କରନ୍ତୁ। ଏହାଦ୍ବାରା ମଧୁମେହ ରୋଗ ନି-ୟନ୍ତ୍ର-ଣରେ ରହିଥାଏ । ଖାଦ୍ୟ ଖାଇ ସାରିବାପରେ ଏହି ଚାହାର ସେବନ କଲେ ସୁଗାରର ମାତ୍ରା ୧୦ ପ୍ରତିଶତ କମି ଯାଇଥାଏ।

ଦ୍ଵିତୀୟଟି ହେଉଛି ହୃଦରୋଗରୁ ର-କ୍ଷା କରିଥାଏ। ବୈଜ୍ଞାନିକ ମାନଙ୍କ ଗବେଷଣାରୁ ଜଣା ଯାଇଛି ଯେ ପିଜୁଳିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଏବଂ ଭିଟାମିନ ଗୁଡିକ ହାର୍ଟକୁ ସୁସ୍ଥ ରଖିଥାଏ। ପିଜୁଳି ପତ୍ରରେ ଥିବା ଗାଇବାର ଏବଂ ପଟାସୀୟମ ଶରୀରରେ ଖରାପ କଲେଷ୍ଟ୍ରଲର ମାତ୍ରା କମେଇବା ସହିତ ଭଲ କଲେଷ୍ଟ୍ରଲର ମାତ୍ରା ବୃଦ୍ଧି କରିଥାଏ। ଏହାଦ୍ବାରା ର-କ୍ତ ନଳୀରେ ଜ-ମା-ଟ ବାନ୍ଧିଥିବା ଖରାପ କଲେଷ୍ଟ୍ରଲକୁ ଦୂର କରିଥାଏ। ଏହା ର-କ୍ତଚା-ପକୁ ନି-ୟନ୍ତ୍ର-ଣ କରିବା ସହିତ ହା-ର୍ଟ ଷ୍ଟ୍ରୋ-କରୁ ମଧ୍ୟ ର-କ୍ଷା କରିଥାଏ। ତେଣୁ ପିଜୁଳି ରସ ସେବନ କଲେ ହା-ର୍ଟ ଜ-ନି-ତ ସମସ୍ୟା ଦୂର ହୋଇଥାଏ।

ତୃତୀୟ ହେଉଛି ମାସିକ ଋ-ତୁସ୍ରା-ବ ସମୟରେ ହେଉଥିବା କଷ୍ଟକୁ ଦୂର କରେ। କହିବାକୁ ଗଲେ ମାସିକ ଋ-ତୁସ୍ରା-ବ ସମୟରେ ତଳିପେଟ ରେ ବ୍ୟ-ଥା ହେବା ଭଳି ସମସ୍ୟା ଦେଖା ଦେଇଥାଏ। ବୈଜ୍ଞାନିକଙ୍କ ଗବେଷଣାରୁ ଏହା ଜଣା ଯାଇଛି ଯେ ଯଦି ମହିଳା ମାନେ ସକାଳେ ପ୍ରତ୍ୟେକ ଦିନ ପିଜୁଳି ପତ୍ରର ରସ ସେବନ କଲେ ମାସିକ ଋ-ତୁସ୍ରା-ବ ସମୟରେ ହେଉଥିବା ଯ-ନ୍ତ୍ର-ଣା ଦୂର ହୋଇଥାଏ।

Google

ଚତୁର୍ଥଟି ହେଉଛି ହଜମ କ୍ରିୟା ଭଲ କରେ। ପିଜୁଳି ଏବଂ ପିଜୁଳି ପତ୍ରରେ ପ୍ରଚୁର ପରିମାଣରେ ଫାଇବର ରହିଛି।ପିଜୁଳି ପତ୍ରକୁ ଚୋବେଇ ଖାଇଲେ କିମ୍ବା ଏହାର ରସ ପିଇଲେ ଏହା ହଜମ କ୍ରିୟା ସଠିକ ରଖିଥାଏ। ପିଜୁଳି ପତ୍ର ରସ ସେବନ କଲେ ଏହା ଡାଇରିଆ ହେବାରୁ ର-କ୍ଷା କରିଥାଏ। ପିଜୁଳି ପତ୍ର ରସରେ ଆଣ୍ଟି ଭାଇରାଲ ଗୁଣ ଯୋଗୁଁ ଏହା ଡାଇରିଆ ରୋଗ ସୃଷ୍ଟି ଜୀବାଣୁକୁ ମା-ରି ଦେଇଥାଏ।

ପଞ୍ଚମ ହେଉଛି କୋଷ୍ଠ କାଠିନ୍ୟ ଦୂର କରିଥାଏ। ପିଜୁଳି ପତ୍ର ରସ ସେବନ କଲେ ଏଥିରେ ଥିବା ଫାଇବର ଯୋଗୁଁ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ।

ଷଷ୍ଠ ହେଉଛି ଏହା ଓଜନ କମେଇବାରେ ସାହାଯ୍ୟ କରିଥାଏ। ଯଦି ଆପଣଙ୍କର ଅଧିକ ଓଜନ ରହିଛି ତାହେଲେ ପ୍ରତିଦିନ ୧୦ ରୁ ୧୫ ଟି ପିଜୁଳି ପତ୍ରର ସେବନ କରିବା ଆବଶ୍ୟକ। ଆପଣ ପିଜୁଳି ମଧ୍ୟ ସେବନ କରି ପାରିବେ। ଏହାଦ୍ବାରା ଆପଣଙ୍କ ଓଜନ ହ୍ରା-ସ ହେବାରେ ଲାଗିବ।

ସପ୍ତମଟି ହେଉଛି ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ। ଶରୀରରେ ଭିଟାମିନ ସି ର ଅ-ଭା-ବ ହେଲେ ଅନେକ ପ୍ରକାରର ସଂକ୍ରମଣ ଏବଂ ଅସୁସ୍ଥତା ଦେଖିବାକୁ ମିଳେ। ପିଜୁଳି ପତ୍ରରେ ପ୍ରଚୁର ପରିମାଣରେ ଭିଟାମିନ ସି ରହିଥାଏ। ଯଦି ଆପଣ ପ୍ରତିଦିନ ପିଜୁଳି ପତ୍ରର ସେବନ କରୁଛନ୍ତି ବା ଏହାର ଚାହା ପିଉଛନ୍ତି ତେବେ ଶରୀର ପାଇଁ ଆବଶ୍ୟକୀୟ ଭିଟାମିନ ଏଥିରୁ ମିଳିଥାଏ। ଏହି ଭିଟାମିନ ସି ଶରୀରର ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିଥାଏ। ସାଧାରଣ ଥଣ୍ଡା, ସର୍ଦ୍ଦି, ସଂ-କ୍ରମ-ଣରୁ ର-କ୍ଷା କରିଥାଏ।

Google

ଅଷ୍ଟମ ହେଉଛି ତ୍ଵଚାକୁ ସୁସ୍ଥ ରଖେ। ପିଜୁଳି ପତ୍ରରେ ଥିବା ବିଭିନ୍ନ ପ୍ରକାରର ଭିଟାମିନ ଏବଂ ମିନେରାଲ ଯୋଗୁଁ ଏହା ତ୍ଵଚା ପାଇଁ ଅଧିକ ଲାଭଦାୟକ ହୋଇଥାଏ। ପ୍ରତିଦିନ ସକାଳେ ଚାରିରୁ ପାଞ୍ଚଟି ପିଜୁଳି ପତ୍ରର ସେବନ କଲେ ଚର୍ମରେ ଶୁଷ୍କତା ଦେଖା ଯାଇ ନଥାଏ। ତ୍ଵଚାର ବୟସ ଜନିତ ସମସ୍ୟା ଦେଖା ଦିଏ ନାହିଁ। ଏହାଛଡା ଯଦି ମୁହଁରେ ବ୍ରଣ ବାହାରିଲେ , ତେଣେ ପିଜୁଳି ପତ୍ରର ରସକୁ ବାଟି ବ୍ରଣ ସ୍ଥାନରେ ଲଗାଇଲେ ବ୍ରଣ ଖୁବ୍ ଶୀଘ୍ର ଭଲ ହୋଇ ଯାଇଥାଏ। ବୈଜ୍ଞାନିକଙ୍କ ଗବେଷଣାରୁ ଦେଖା ଯାଇଛି ଯେ ପିଜୁଳି ପତ୍ରର ରସ ବ୍ରଣ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ମା-ରିଦେ-ଇ ଥାଏ। ତେଣୁ ନିଜର ତ୍ଵଚାକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ପିଜୁଳି ପତ୍ର ସେବନ କରନ୍ତୁ।

ଶେଷଟି ହେଉଛି କ୍ୟାନ୍ସର ରୋଗରୁ ର-କ୍ଷା କରିଥାଏ। ଗବେଷଣାରୁ ଜଣାଯାଇଛି ଯେ ପିଜୁଳି ପତ୍ରର ରସ କ୍ୟାନ୍ସର କୋଷର ବୃଦ୍ଧି ପ୍ରକ୍ରିୟାକୁ ରୋକି ଦେଇଥାଏ। ଏହାର ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଯୋଗୁଁ ଏହା ଶରୀରର ଭଲ କୋଷକୁ ଖରାପ ହେବାକୁ ଦେଇ ନଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ ।  ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *