ନୂଆ ବର୍ଷ ୨୦୨୨ରେ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ,ହେବ ଧନର ବର୍ଷା !
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୦୨୨ ନୂଆ ବର୍ଷରେ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ ଧନର ବର୍ଷା ହେବ।
ବନ୍ଧୁଗଣ ବର୍ଷ ୨୦୨୨ ରେ ଘରକୁ ନେଇ ଆସନ୍ତୁ ଏହି ୫ଟି ଜିନିଷ ବର୍ଷ ସାରା ଘରେ କେବେବି ହେବନି ଧନର ଅଭାବ। ଯେମିତିକି ଆପଣ ମାନେ ଜାଣିଛନ୍ତି କି କିଛି ଦିନ ପରେ ଇଂରାଜୀ କେଲେଣ୍ଡରର ନବବର୍ଷ ଆରମ୍ଭ ହେବାକୁ ଯାଉଛି। ଯେତେବେଳେ ନୂଆ ବର୍ଷ ଆରମ୍ଭ ହୋଇଥାଏ ସେତେବେଳେ ଭଗବାନଙ୍କ ପାଖରେ ଆମର ପ୍ରାର୍ଥନା ରହିଥାଏ କି ନବବର୍ଷ ଆମ ସମସ୍ତଙ୍କ ପାଇଁ ଖୁସି ନେଇ ଆସୁ। ପୂର୍ବ ବର୍ଷରେ ଆମେ ଯେଭଳି ଆମେ ଅସୁବିଧାର ସମ୍ମୁଖୀନ ହୋଇଆସିଛୁ ସେଭଳି ଅସୁବିଧାର ସମ୍ମୁଖୀନ ଆମେ ବର୍ତ୍ତମାନ ନହେଉ। ଶ୍ରୀ ଗଣେଶ ମା ଲକ୍ଷ୍ମୀ ଏବଂ କୁବେର ଦେବଙ୍କ ଦୃଷ୍ଟି ମଧ୍ୟ ଆମ ଉପରେ ସର୍ବଦା ରହୁ। ଆଜି ଆମେ ୫ ଜିନିଷ ବିଷୟରେ କହିବାକୁ ଯାଉଛୁ ଯଦି ଆପଣ ଏହି ଜିନିଷ ଗୁଡିକୁ ନୂଆ ବର୍ଷରେ ଘରକୁ କିଣି ଆଣିବେ ତ ମା ଲକ୍ଷ୍ମୀ କୁବେର ଦେବ ଭଗବାନ ଗଣେଶଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ତେବେ ଆସନ୍ତୁ ସେହି ୫ ଟି ଜିନିଷ ବିଷୟରେ ଜାଣିବା।
ପ୍ରଥମରେ। ଖଣ୍ଡ ହଳଦୀ। ନୂଆ ବର୍ଷ ଦିନ ଖଣ୍ଡ ହଲଦୀକୁ ଘରକୁ ନିଶ୍ଚୟ ଆଣନ୍ତୁ। ମା ଲକ୍ଷ୍ମୀଙ୍କର ହଳଦୀ ଅତ୍ୟନ୍ତ ପ୍ରିୟ ଅଟେ। ଏହାକୁ ଧ୍ୟାନରେ ରଖି ଶାସ୍ତ୍ର ଅନୁସାରେ କୁହାଯାଇଛି କି ନୂଆ ବର୍ଷ ଦିନ ଯଦି ଖଣ୍ଡ ହଲଦୀକୁ କିଣି ଘରକୁ ଆଣନ୍ତି ତେବେ ସ୍ୱୟଂ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବାର ସୂଚନା ମିଳିଥାଏ। ଏଣୁ ଆପଣ ନିଶ୍ଚୟ ନୂଆ ବର୍ଷରେ ଖଣ୍ଡ ହଲଦୀକୁ ଘରକୁ କିଣିକି ଆଣନ୍ତୁ।
ଦ୍ୱିତୀୟରେ। ଶ୍ରୀ ଗଣେଶଙ୍କର ଫୋଟ। ଭଗବାନ ଗଣେଶ ଆମ ସମସ୍ତଙ୍କର କଷ୍ଟ ନିବାରଣ କରିଥାନ୍ତି। ତା ସହିତ ସେ ସମସ୍ତ ପ୍ରକାରର ମଙ୍ଗଳ ମଧ୍ୟ କରିଥାନ୍ତି। ଯଦି ଆପଣ ଗଣେଶଙ୍କର ଫୋଟ ରଖିଛନ୍ତି ତ ସମ୍ପୂର୍ଣ ଘରେ ଭଗବାନ ଗଣେଶଙ୍କର ଆଶୀର୍ବାଦ ଏବଂ କୃପା ଆପଣଙ୍କ ଉପରେ ବର୍ଷିବ।
ତୃତୀୟରେ। ଚାନ୍ଦିର ବସ୍ତୁ। ଶାସ୍ତ୍ର ଅନୁସାରେ ମାନ୍ୟତା ରହିଛି କି ଚାନ୍ଦିର କୌଣସି ଜିନିଷକୁ ନୂଆ ବର୍ଷ ଦିନ ଘରକୁ ଆଣିଲେ ତାହା ଶୁଭ ହୋଇଥାଏ। ଚାନ୍ଦିକୁ ଶୁଭର ପ୍ରତୀକ ବୋଲି ମନାଯାଏ। ନୂଆ ବର୍ଷ ଦିନ ଯଦି ଚାନ୍ଦିର କୌଣସି ଜିନିଷ ଘରକୁ ଆଣୁଛନ୍ତି ତେବେ ଏହା ଆପଣଙ୍କ ଘରକୁ ସୁଖ ପ୍ରଦାନ କରିଥାଏ
ଚତୁର୍ଥରେ। ପଦ୍ମ ଫୁଲର ମଞ୍ଜି। ଏହାକୁ ସାକ୍ଷତ ମା ଲକ୍ଷ୍ମୀ ବୋଲି ମନାଯାଇଥାଏ। ଯଦି ଆପଣ ନୂଆ ବର୍ଷ ଦିନ ୭ ଟି କିମ୍ବା ୧୧ଟି ପଦ୍ମ ଫୁଲର ମଞ୍ଜି ଆଣି ତାକୁ ଗଙ୍ଗା ଜଳ ଅଥବା ପଞ୍ଚାମୃତରେ ଧୋଇ ଆଲ୍ମିରା ହେଉ କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରଖିବେ ତ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ବନିରହିବ।
ପଞ୍ଚମରେ। ତୁଳସୀ ଗଛ। ଯେଉଁ ବ୍ୟକ୍ତି ତୁଳସୀ ଗଛକୁ ନିଜ ଘରକୁ ଆଣି ରଖେ ଆଉ ପୂଜା କରେ ସେଠି ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଯେଉଁଠାରେ ତୁଳସୀ ଗଛ ରହିଥାଏ ସେଠାରେ ସ୍ୱୟଂ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ରହିଥାନ୍ତି। ଏଣୁ ନବବର୍ଷ ଦିନ ଘରକୁ ତୁଳସୀ ଗଛ ନେଇଆସନ୍ତୁ।