Excuse Me Odisha

ଯାହା କହିବୁ ସତ କହିବୁ

ତମ୍ବାର ମୁଦି ବନାଇ ଦେବ କୋଟିପତି । ମାତ୍ର ୧୦ ଦିନରେ ଉତୁରି ଯିବ କରଜ ।

ସେୟାର୍ କରନ୍ତୁ

ପ୍ରାୟତଃ ଅନେକ ଲୋକ ତମ୍ବାର ମୁଦି ପିନ୍ଧିଥାନ୍ତି । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏଭଳି ତିନୋଟି ରାଶି ବିଷୟରେ କହିବୁ ଯେଉଁମାନେ ତମ୍ବାର ମୁଦି ପିନ୍ଧିବା ଆଦୋୖ ଉଚିତ ନୁହେଁ । କିନ୍ତୁ ଧାରଣ କରିବାକୁ ଚାହୁଁଥିଲେ ତାହାର ଶୁଦ୍ଧି ନିତାନ୍ତ ଆବଶ୍ୟକ ଅଟେ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ତାହାର ଶୁଦ୍ଧି କିଭଳି କରି ପାରିବେ ସେହି ବିଷୟରେ ମଧ୍ୟ କହିବୁ । ତମ୍ବା ମାତା ପାର୍ବତୀ ଏବଂ ଭଗବାନ କାର୍ତ୍ତିକଙ୍କ ଠାରୁ ଉତ୍ପନ୍ନ ହୋଇଛି । ତେଣୁ ଏଥିରେ ଭଗବାନ କାର୍ତ୍ତିକଙ୍କ ଗୁଣ ମଧ୍ୟ ରହିଥାଏ । ତମ୍ବା ଅନ୍ୟ ସବୁ ଦାମୀ ଧାତୁ ଅପେକ୍ଷା ଅଧିକ ମୂଲ୍ୟବାନ ଅଟେ । ଏହାକୁ ଶୁଦ୍ଧ କରିବା ପାଇଁ ଆପଣ ଚାହିଁଲେ ଏହାକୁ ନିର୍ଗୁଣ୍ଡି ଗଛର ପତ୍ରର ରସରେ ସାତ ଦିନ ବୁଡ଼ାଇବା ପରେ ଧାରଣ କରି ପାରିବେ କିମ୍ବା ଗୋମୂତ୍ରରେ ବୁଡ଼ାଇ ଶୁଦ୍ଧ କରିପାରିବେ ।

ଯଦି ଆପଣ ତନ୍ତ୍ର କ୍ରିୟାଠାରୁ ନିଜକୁ ମୁକ୍ତ ରଖିବାକୁ ଚାହୁଁଛନ୍ତି ତେବେ ବୁଧବାର କିମ୍ବା ଶନିବାର ଦିନ ତମ୍ବା ମୁଦି ଧାରଣ କରି ପାରିବେ । କିନ୍ତୁ ଯଦି ଆପଣ ଧନୀ ବ୍ୟକ୍ତି ହେବାକୁ ଚାହୁଁଛନ୍ତି ତେବେ ସୋମବାର କିମ୍ବା ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ କିମ୍ୱା ମଙ୍ଗଳବାର ଦିନ ତମ୍ବା ଧାତୁର ମୁଦି ଧାରଣ କରି ପାରିବେ ।

ଉପଯୁକ୍ତ ସମୟ ବିଷୟରେ କହିବାକୁ ଗଲେ ଏହାକୁ ଆପଣ ବ୍ରହ୍ମ ମୁହୂର୍ତ୍ତରେ କିମ୍ବା ସମ୍ପୂର୍ଣ୍ଣ ସୂର୍ଯ୍ୟାସ୍ତ ନହୋଇଥିବା ସମୟରେ ଧାରଣ କରିବା ଉଚିତ ହୋଇଥାଏ । ତମ୍ବା ଧାତୁର ସ୍ୱାମୀ ହେଉଛନ୍ତି ଶ୍ରୀହନୁମାନ ଏବଂ ମଙ୍ଗଳ ହୋଇଥାଏ । ଏଭଳି ବ୍ୟକ୍ତି ଜୀବନରେ ଖୁବ ଉନ୍ନତି କରିଥାନ୍ତି । ଏହାକୁ ଧାରଣ କଲେ ମଙ୍ଗଳ ଦୋଷ ଦୂର ହୋଇଥାଏ । ଏହାକୁ ସିଦ୍ଧ କରି ଧାରଣ କଲେ ତନ୍ତ୍ର କ୍ରିୟାରୁ ମୁକ୍ତି ମିଳିଥାଏ ।

ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମାତା ସ୍କନ୍ଧ ମାତାଙ୍କ ପୂଜା କରି ଏହି ତମ୍ବା ମୁଦିକୁ ଧାରଣ କଲେ ମଙ୍ଗଳ ଦୋଷ ଦୂର ହୋଇଥାଏ । ମାତା ସ୍କନ୍ଧ ମାତାଙ୍କୁ ପୂଜା କରିବା ପରେ ମାତା ପାର୍ବତୀଙ୍କ ପୂଜା କରିବା ଉଚିତ । ଅନେକ ଲୋଙ୍କୁ ରକ୍ତ ବିକାର , ଯେମିତିକି ଏନିମିଆ , ରକ୍ତ ହୀନତା ଭଳି ସମସ୍ୟା ରହିଥାଏ ଏବଂ ଚର୍ମ ରୋଗ ହୋଇଥାଏ ତେବେ ସେମାନେ ତମ୍ବା ଧାତୁ ନିଶ୍ଚୟ ଧାରଣ କରିବା ଉଚିତ । ଶନିଙ୍କ ସାଢ଼େ ସାତି ଦୋଷାକୁ ମଧ୍ୟ ଏହି ଧାତୁ ଦୂର କରିଥାଏ । ଏହି ସମସ୍ୟା ଥିଲେ ଘିଅରେ ଅଳ୍ପ ସିନ୍ଦୁର ଗୋଳାଇ ପେଷ୍ଟ କରି ସେଥିରେ ସେହି ତମ୍ବା ମୁଦି ବୁଡ଼ାଇ ଚାରିରୁ ପାଞ୍ଚ ଘଣ୍ଟା ରଖିବା ପରେ ଧାରଣ କରନ୍ତୁ । ଏହାଦ୍ବାରା ଶନିଙ୍କ ସାଢ଼େ ସାତି ଏବଂ ଶନି ଦୋଷା ଦୂର ହୋଇଥାଏ । ତମ୍ବାର ମୁଦି ଧାରଣ କଲେ ବିବାହରେ ଆସିଥିବା ବିଳମ୍ବ ଶେଷ ହୋଇଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *