Excuse Me Odisha

ଯାହା କହିବୁ ସତ କହିବୁ

ପତିଙ୍କ ଉନ୍ନତି ପାଇଁ ନବରାତ୍ରିରେ ବିବାହିତା ମହିଳା ମାନେ କରନ୍ତୁ ଏହି ବିଶେଷ କାର୍ଯ୍ୟ, ଆପଣଙ୍କର ସମସ୍ତ ଅଭିଳାଷା ହେବ ପୂରଣ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ନବରାତ୍ରିରେ କେଉଁ ଖାସ ଉପାୟ କଲେ ବ୍ୟବସାୟ, ଚାକିରି ଆଦିରେ ଶୁଭ ଫଳ ପ୍ରାପ୍ତ କରି ପାରିବେ। ଏହି ଉପାୟ ଘରର ମହିଳା ମାନେ କଲେ, ଖୁବ୍ ଶୀଘ୍ର ସୁଫଳ ମିଳିବାର ସମ୍ଭାବନା ରହିଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସାଧାରଣତଃ କହିବାକୁ ଗଲେ, ପ୍ରତ୍ୟେକ ବ୍ୟକ୍ତି ସୁଖ ସୁବିଧାରେ ରହିବାକୁ ପସନ୍ଦ କରିଥାନ୍ତି। ସାଧାରଣ ବ୍ୟକ୍ତି ନିଜ ପରିବାରର ବଜେଟ ହିସାବରେ ଖର୍ଚ୍ଚ କରିଥାଏ। ନବରାତ୍ରିରେ ଉଭୟ ପତି ଓ ପତ୍ନୀଙ୍କୁ ବ୍ରତ କରିବା ସମୟରେ ଅନେକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହାସହିତ ଘରର ପ୍ରତ୍ୟେକ କୋଣ ଅନୁକୋଣ ସଠିକ ଭାବରେ ରହିବା ଉଚିତ। ଏହା ଆପଣଙ୍କ ବଜେଟ ସହିତ ଯୋଡ଼ିତ ଅଟେ। ତେବେ ଆସନ୍ତୁ ଜାଣିବା ନବରାତ୍ରିରେ କେଉଁ ଖାସ କାର୍ଯ୍ୟ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ନବରାତ୍ରିରେ ରୋଷେଇ ଘରେ ଆଳତି ବୁଲାଇ ଆଣିବା ଉଚିତ। ଅର୍ଥାତ୍ ସକାଳେ ଓ ସନ୍ଧ୍ୟାରେ ଠାକୁର ଘରେ ଆଳତି କରି ସାରି ରୋଷେଇ ଘରେ ଆଳତି କରନ୍ତୁ। କାରଣ ରୋଷେଇ ଘରେ ଦେବୀ ଅନ୍ନପୂର୍ଣ୍ଣା ବାସ କରିଥାନ୍ତି। ଏଭଳି କରିବା ଦ୍ଵାରା ଦେବୀ ଅନ୍ନପୂର୍ଣ୍ଣା ଓ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। ନବରାତ୍ରି ସମୟରେ ଆପଣ ଘରେ ପ୍ରସ୍ତୁତ କରୁଥିବା ରୁଟି ମଧ୍ୟରୁ ପ୍ରଥମ ରୁଟି ଆପଣ ଘରକୁ ଆସୁଥିବା ଗାଈକୁ ଖାଇବାକୁ ଦିଅନ୍ତୁ।

ଯଦି ସକାଳୁ ସକାଳୁ ଗାଈ ଆପଣଙ୍କ ଘର ସମ୍ବରେ ଆସି ବସି ରହୁଛି, ତାହେଲେ ନିଶ୍ଚିତ ଭାବରେ ସବୁଜ ଘାସ ବା ରୁଟିରେ ଗୁଡ଼ ରଖି ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହେବା ସହିତ ଆର୍ଥିକ ସଙ୍କଟ ମଧ୍ୟ ଦୂର ହୋଇଯିବ। ଆପଣ କୁକୁର ଓ ପକ୍ଷୀ ମାନଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତୁ। ମାନ୍ୟତା ରହିଛି କି ଭୋଜନ ପ୍ରସ୍ତୁତ କରିବା ପୂର୍ବରୁ ସ୍ନାନ କରିବା ବା ଶୁଦ୍ଧ ହେବା ଆବଶ୍ୟକ।

ନବରାତ୍ରିରେ ଉଭୟ ପତି ଓ ପତ୍ନୀ ତୁଳସୀ ଗଛରେ ଜଳ ଅର୍ପଣ କରି ପୂଜାର୍ଚ୍ଚନା କରିବା ଆବଶ୍ୟକ। ଏହାଦ୍ବାରା ଆପଣଙ୍କ ପତିଙ୍କ ଆୟୁଷରେ ବୃଦ୍ଧି ହେବ ଏବଂ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଅଧିକାଂଶ ଲୋକେ ଅନୁଭବ କରି ଥିବେ କି କଠିନ ପରିଶ୍ରମ କଲେ ମଧ୍ୟ ଆଶାନୁରୂପ ସଫଳତା ମିଳି ପାରି ନଥାଏ ଏବଂ ପାଖରେ ଟଙ୍କାପଇସା ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହି ପାରେ ନାହିଁ।

ତେବେ ଏହାର କାରଣ ହେଉଛି ଆପଣଙ୍କ ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାଫଳରେ ଆମକୁ ଆଶାନୁରୂପ ସଫଳତା ମିଳି ନଥାଏ। ରାତିରେ ଶୋଇବା ପୁର୍ବରୁ କେବେବି ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। କିଛି ମହିଳା ମାନେ ରାତିରେ ଶୋଇବା ପୂର୍ବରୁ କେଶ ଖୋଲା କରି ଶୋଇ ଥାଆନ୍ତି। ଏହା ଆପଣଙ୍କ ପତିଙ୍କ ଉପରେ ଖରାପ ପ୍ରଭାବ ପକାଇ ପାରେ। ସୂର୍ଯ୍ୟାସ୍ତ ପରେ ଧଳା ରଙ୍ଗର ବସ୍ତୁ ଦାନ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *