Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଚୁପଚାପ ଏହି ସ୍ଥାନରେ ରଖି ଦିଅନ୍ତୁ ଫିଟିକିରି, ରାତାରାତି ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କିଛି ସହଜ ଓ ପ୍ରଭାବଶାଳୀ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛି। ଏହି ଉପାୟ ଆପଣ ଫିଟିକିରିକୁ ନେଇ ପ୍ରୟୋଗ କରିବେ।

ଫିଟିକିରି ଉପାୟ ଆପଣଙ୍କ ବିଷୟ ବଦଳାଇ ଦେବ। ସାମାନ୍ୟ ଦେଖା ଯାଉଥିବା ଫିଟିକିରି ଅନେକ ଚମତ୍କାର ଗୁଣରେ ଭରପୁର ଅଟେ। ଏହା ଅନେକ ନକରାତ୍ମକ ଓ ସକାରାତ୍ମକ ଗୁଣକୁ ନିଜ ମଧ୍ୟରେ ସମାହିତ କରି ଦେଇଥାଏ।

ଫିଟିକିରିକୁ ନେଇ ଉପାୟ ଲରିବା ଦ୍ଵାରା ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବାର ସମ୍ଭାବନା ରହିଥାଏ। ଏହାଦ୍ବାରା ଆପଣଙ୍କୁ ଖୁବ୍ ଅଳ୍ପ ଦିନରେ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ।

ବନ୍ଧୁଗଣ ଜୀବନରେ ଅନେକ ବାଧାବିଘ୍ନ ଆସିଥାଏ, କିନ୍ତୁ ସେହି ବାଧାବିଘ୍ନରେ ନିଜକୁ ସୁଦୃଢ ରଖିବା ହିଁ ଜୀବନ ଅଟେ। ଯଦି ଆପଣ ଚାହୁଁଛନ୍ତି, ପରିବାରରେ ସୁଖଶାନ୍ତି ବଜାୟ ରହୁ ଏବଂ ଆପଣଙ୍କ ପରିବାର ଉପରେ କାହାର ଖରାପ ନଜର ନପଡୁ, ତାହେଲେ ଏହି ବିଶେଷ ଉପାୟ କରନ୍ତୁ।

ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପରେ ନିଜ ଘରର ମନ୍ଦିରରେ ଗୋଟେ ଲାଲ କପଡ଼ା ପକାନ୍ତୁ, ସେଥିରେ ଅଳ୍ପ ଚାଉଳ, ଅଳ୍ପ ହଳଦୀ ଏବଂ ଛୋଟ ଫିଟିକିରି ଖଣ୍ଡ ରଖି ଲାଲ ସୂତାରେ ବାନ୍ଧି ଦିଅନ୍ତୁ। ଏହାକୁ ଘରର ପ୍ରତ୍ୟେକ କୋଣ ଅନୁକୋଣରେ ବୁଲାଇ ଆଣି ମୁଖ୍ୟ ଦୁଆର ମୁହଁରେ ଟାଙ୍ଗି ଦିଅନ୍ତୁ।

ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଜୀବନରେ ସୁଖଶାନ୍ତି ବିଦ୍ୟମାନ ହେବ। ଯଦି ଆପଣ ଅଧିକ ଋଣ ଭାରରେ ବୁଡି ରହିଛନ୍ତି, ତାହେଲେ ଗୋଟେ ଫିଟିକିରିରେ ସିନ୍ଦୂର ସିଞ୍ଚନ କରାଇ ଏହାକୁ ପାନ ପାତ୍ରରେ ଗୁଡ଼ାଇ ଠାକୁର ଘରେ ରଖନ୍ତୁ।

ତାପରେ ସନ୍ଧ୍ୟା ସମୟରେ ଏହାକୁ ଅଶ୍ୱତ୍ଥ ଗଛ ଉପରେ ରଖି ଦିଅନ୍ତୁ। ଯଦି ବିବାହିତ ଦମ୍ପତିଙ୍କ ମଧ୍ୟ ଲଗାତାର ବିବାଦ ଲାଗି ରହୁଛି ବା ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ସାମଞ୍ଜସ୍ୟ ନାହିଁ, ତାହେଲେ ଗୋଟେ କାଚ ଗ୍ଲାସରେ କିଛି ଫିଟିକିରି ଖଣ୍ଡ ପକାଇ ଖଟା ତେଲ ରଖି ଦିଅନ୍ତୁ।ପରଦିନ ସକାଳେ ଏହାକୁ ଅଶ୍ୱତ୍ଥ ଗଛ ମୂଳରେ ଢ଼ାଳି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ କ୍ଳେଶ ଦୂର ହୋଇଯିବ।

ଘରେ ଶୌଚାଳୟ ଯୋଗୁଁ ଅଧିକ ନକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ, ତେଣୁ ଗୋଟେ କାଚ ପାତ୍ରରେ ଫିଟିକିରି ରଖି ଦିଅନ୍ତୁ। ଏହାକୁ ମାସକୁ ଥରେ ବଦଳାଇ ଦେବାକୁ ପଡ଼ିବ। ଘର ପୋଛା ଲଗାଉଥିବା ସମୟରେ ପାଣିରେ ଅଳ୍ପ ଫିଟିକିରି ମିଶାଇ ପୋଛା ଲଗାନ୍ତୁ। ଏହାଦ୍ବାରା ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଯଦି ଆପଣ ନଜର ଦୋଷରୁ ବଞ୍ଚିତ ହେବା ପାଇଁ ଫିଟିକିରିକୁ ନିଜ ମୁଣ୍ଡ ଚାରି ପଟରେ ବୁଲାଇ ବାହାରେ ଫିଙ୍ଗି ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *