Excuse Me Odisha

ଯାହା କହିବୁ ସତ କହିବୁ

ଆଜିଠାରୁ ଏହି ରାଶିର ଲୋକେ ହେବାକୁ ଯାଉଛନ୍ତି କୋଟିପତି !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପବିତ୍ର ହୋଲି ପର୍ବ ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା। ହୋଲି ହେଉଛି ରଙ୍ଗ ଓ ଖୁସିର ପ୍ରତୀକ ଅଟେ। ଏହି ବର୍ଷ ହୋଲି ପର୍ବରେ ଅନେକ ଖାସ ସଂଯୋଗ ବନିବାକୁ ଯାଉଛି। ମାର୍ଚ୍ଚ ମାସ ଯେପରି ରୁଟି ପରିବର୍ତ୍ତନ ହେବାର ମାସ ଅଟେ, ସେହିପରି। ଗ୍ରହ ମାନଙ୍କର ପରିବର୍ତ୍ତନ ହେବାର ମାସ ମଧ୍ୟ ଅଟେ। ଏବର୍ଷ ହୋଲି ମାର୍ଚ୍ଚ ୮ ତାରିଖ ହୋଲି ପର୍ବ ପାଳିତ ହେବ।

ହୋଲିକା ଦହନ ମାର୍ଚ୍ଚ ୭ ତାରିଖ ଦିନ ପାଳିତ ହେବାକୁ ଯାଉଛି। ଏହିଦିନ ଅନେକ ଖାସ ପ୍ରୟୋଗ କରାଯାଇଥାଏ। ହୋଲାଷ୍ଟକ ଠାରୁ ହୋଲି ପର୍ଯ୍ୟନ୍ତ କୌଣସି ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ କରିବାକୁ ବାରଣ ହୋଇଥାଏ।ଶାସ୍ତ୍ର ଅନୁସାରେ ଏହି ଆଠ ଦୁବ ମଧ୍ୟରେ ଗ୍ରହ ଉଗ୍ର ରୂପ ଧାରଣ କରି ନକାରାତ୍ମକ ପ୍ରଭାବ ବୃଦ୍ଧି କରିଥାନ୍ତି।

ଫାଲଗୁନ ମାସ ଶୁକ୍ଳ ପକ୍ଷରେ ହେବାକୁ ଯାଉଥିବା ଗ୍ରହ ପରିବର୍ତ୍ତନ ଅତ୍ୟନ୍ତ ଖାସ ହୋଇଥାଏ। କିଛି ବିଶେଷ ରାଶିର ଲୋକଙ୍କ ଭାଗ୍ୟ ଏହି ହୋଲି ପର୍ବ ଦିନ ଚମକିବାକୁ ଯାଉଛି।ଆଉକିଛି ରାଶିର ଲୋକଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପଡିପାରେ।ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି :- ହୋଲି ପର୍ବ ଦିନ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ବ୍ୟାପାର ବ୍ୟବସାୟରେ ଲାଭବାନ ହେବେ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହୋଇଯିବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ବିବାହିତ ଲୋକଙ୍କର ଜୀବନରେ ଅନେକ ସୁଖଶାନ୍ତି ବିଦ୍ୟମାନ ହେବ। ହୋଲି ଦିନ ଆପଣ ଦେବୀ ମନ୍ଦିର ଦର୍ଶନ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ବ୍ୟବସାୟିକ ମାମଲାରେ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।

କନ୍ୟା ରାଶି :- ହୋଲି ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ସାବ୍ୟସ୍ତ ହେବ। ଆକସ୍ମିକ ରୂପରେ ଧନଲାଭ ହେବାର ସମ୍ଭାବନା ରହିଛି। ବ୍ୟାପାର ଓ ବ୍ୟବସାୟରେ ଆପଣଙ୍କୁ ଆଶାନୁରୂପ ସଫଳତା ହାସଲ କରିବେ। ଏହିସମୟରେ ଦାମୀ ଜିନିଷ ଗୁଡ଼ିକର ଧ୍ୟାନ ରଖିବାର ଆବଶ୍ୟକତା ରହିଛି। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଚାକିରି କ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ସଫଳତା ହାସଲ କରିବେ।

ମକର ରାଶି :- ହୋଲି ପର୍ବ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ। ଚାକିରି କ୍ଷେତ୍ରରେ ପଦୋନ୍ନତି ଲାଭ କରିବେ। ପରୀକ୍ଷାର୍ଥୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ଫଳାଫଳ ପ୍ରାପ୍ତି ହେବ। ହୋଲି ପର୍ବ ଦିନ ଆପଣ ଅସହାୟ ଲୋକଙ୍କୁ ଦାନ କରନ୍ତୁ। ଏହାଦ୍ବାରା ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହେବା ସହିତ ଈଶ୍ବରଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *