Excuse Me Odisha

ଯାହା କହିବୁ ସତ କହିବୁ

ହୋଲି ପର୍ବରେ ଏହି ଗୋଟେ ଜିନିଷ ଘରକୁ ଆଣନ୍ତୁ, ରାତାରାତି ହୋଇଯିବେ ଧନବାନ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁ ଧର୍ମରେ ହୋଲିର ପର୍ବକୁ ବହୁତ ଶୁଭ ଓ ରଙ୍ଗର ପର୍ବ ବୋଲି ମାନା ଯାଇଥାଏ। ହୋଲିକା ସହଜ ଦିନ ହୋଲିକା ରାକ୍ଷସୀର ବଧ ହୋଇଥିଲା। ଏହାସହିତ ହୋଲି ପର୍ବ ଦିନ ଭଗବାନ ବିଷ୍ଣୁ ହିରଣ୍ୟକଶିପୁ ଅସୁରକୁ ବଧ କରିଥିଲେ। ମାନ୍ୟତା ରହିଛି କି ହୋଲିକା ଦହନ ଦିନ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର ସଠିକ ବିଧି ଅନୁସାରେ ପୂଜାର୍ଚ୍ଚନା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଆଜି ଆମେ କହିବାକୁ ଯାଉଛୁ କି ହୋଲିକା ଦହନ ଦିନ ଗୋଟେ ବୃକ୍ଷର ମୂଳ ଆପଣଙ୍କୁ ଆଣିବାକୁ ପଡ଼ିବ, ଏହାକୁ ପ୍ରୟୋଗ କରି ଆପଣ ନିଜ କୁଣ୍ଡଳୀର ଗ୍ରହର ସ୍ଥିତି ଗୁଡ଼ିକୁ ଠିକ୍ କରି ପାରିବେ। ହୋଲି ଦିନ ଆପଣ ଏହି ଗଭାର ଚେର ଘରକୁ ଆଣିଲେ ଘରର ଆର୍ଥିକ ସଙ୍କଟ ଦୂର ହୋଇଯିବ ଏବଂ ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ହୋଲି ଦିନ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କଲେ ଆଶାନୁରୂପ ସଫଳତା ପ୍ରାପ୍ତ ହୋଇଥାଏ।

ହୋଲି ଦିନ ଅନେକ ପ୍ରକାରର ଦୁର୍ଲଭ ସଂଯୋଗ ବନିବାକୁ ଯାଉଛି। ଏହି ସଂଯୋଗର ଲାଭ ଯଦି ଆପଣ ଉଠାଇବେ, ତାହେଲେ ଆପଣଙ୍କର ସାରା ଜୀବନର ଆର୍ଥିକ ସମସ୍ୟା ଦୂର ହୋଇଯିବ। ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ, ସେହି ଉପାୟ କରିବା ପାଇଁ ଆପଣ ସକାଳୁ ଉଠି ସ୍ନାନ ସାରି ନିତ୍ୟକର୍ମ ଶେଷ କରନ୍ତୁ। ତାପରେ ହଳଦିଆ ବସ୍ତ୍ର ଧାରଣ କରି ଅଶ୍ୱତ୍ଥ ମୂଳକୁ ଯାଇ ଜଳ ଅର୍ପଣ କରନ୍ତୁ। ତାପରେ ଦୀପ ପ୍ରଜ୍ବଳନ କରନ୍ତୁ।

ଦୀପ ପ୍ରଜ୍ବଳନ କରିବା ପରେ ଭଗବାନ ବିଷ୍ଣୁଙ୍କର ବୀଜ ମନ୍ତ୍ର ” ଓଁ ନମଃ ଭଗବତେ ବାସୁଦେବାୟ ନମଃ ” ଜପ କରନ୍ତୁ। ଏହି ବୀଜ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ଯଦି ଆପଣ ନବ ଗ୍ରହ ଶାନ୍ତି କରାଇବାକୁ ଚାହୁଁଛନ୍ତି ଏବଂ ନିଜ କୁଣ୍ଡଳୀରେ ଗ୍ରହ ମାନଙ୍କୁ ଶୁଭ ସ୍ଥିତିରେ ଆଣିବାକୁ ଚାହୁଁଛନ୍ତି, ତାହେଲେ ଏହି ଉପାୟ ନିଶ୍ଚିତ ଭାବରେ କରନ୍ତୁ

ଗୋଟେ ଅପରାଜିତା ଗଛର ଚେର ଆଣନ୍ତୁ ଏବଂ ଏହାକୁ ଗଙ୍ଗାଜଳରେ ପବିତ୍ର କରାଇ ହଳଦିଆ କପଡ଼ାରେ ବାନ୍ଧି ଦିଅନ୍ତୁ। ତାପରେ ଏହାକୁ ଠାକୁର ଘରେ ରଖି ପୂଜାର୍ଚ୍ଚନା କରନ୍ତୁ ଏବଂ ଛାତ ଉପରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ରାହୁ ଦୋଷ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *