Excuse Me Odisha

ଯାହା କହିବୁ ସତ କହିବୁ

ନିମ ଗଛର ଫଳ ମଧ୍ୟରେ ରହିଛି ଧନବାନ ହେବାର ଗୁପ୍ତ ରହସ୍ୟ। ଏବେ ତୁରନ୍ତ କରନ୍ତୁ ଏହି ଖାସ ଉପାୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ନିମ ପତ୍ର ସମ୍ବନ୍ଧୀୟ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ କରି ଆପଣ ଲାଭବାନ ହୋଇ ପାରିବେ। ଏହି ଉପାୟ ଆପଣଙ୍କୁ ଶନି ଦୋଷ, ଗ୍ରହ ଦୋଷ, ଅନେକ ସମସ୍ୟାରୁ ମୁକ୍ତି ପ୍ରଦାନ କରିବ। ନିମଗଛକୁ ଔଷଧୀୟ ଗୁଣ ହିସାବରେ ବହୁତ ଉତ୍ତମ ମାନା ଯାଇଛି। ଶାସ୍ତ୍ରରେ ନିମ ଗଛ, ବର ଗଛ, ଅଶ୍ୱତ୍ଥ ଗଛକୁ ତ୍ରିବେଣୀ କୁହାଯାଏ।

ନିମ ଗଛରେ ଭଗବାନ ବିଷ୍ଣୁ ଏବଂ ଦେବୀ ଦୁର୍ଗା ବାସ କରିଥାନ୍ତି। ନବରାତ୍ରିରେ ନିମପତ୍ର ବ୍ୟବହାର ହୋଇଥାଏ, ଅର୍ଥାତ୍ କଳସୀରୁ ପାଣି ନେଇ ନିମପତ୍ରରେ ଦେବୀ ଦୁର୍ଗାଙ୍କ ଚରଣରେ ସିଞ୍ଚନ କରିବା ଉଚିତ। ପ୍ରାଚୀନ କାଳରେ ପ୍ରାୟତଃ ସମସ୍ତଙ୍କ ଘରେ ନିମ ଗଛ ନିଶ୍ଚିତ ଭାବରେ ରହିଥିଲା। ଜ୍ୟୋତିଷ ଶାସ୍ତ୍ରରେ ନିମ ଗଛର ସମ୍ବନ୍ଧ ଶନି ଗ୍ରହ ସହିତ ଯୋଡା ଯାଇଥାଏ। ଯେଉଁ ବ୍ୟକ୍ତି ସିଦ୍ଧି ପ୍ରାପ୍ତ କରିବାକୁ ଚାହୁଁ ଥାଆନ୍ତି, ସେ ନିମଗଛ ମୂଳରେ ବସି ଉପାସନା କଲେ ତାଙ୍କୁ ନିଶ୍ଚିତ ରୂପରେ ସିଦ୍ଧି ପ୍ରାପ୍ତ ହେବ।

ଯଦି ଆପଣଙ୍କୁ ଶନି ଦଶା ଭୋଗ କରିବାକୁ ପଡୁଛି ଏବଂ ଶନି ଗ୍ରହ ଆପଣଙ୍କୁ ପୀଡା ଦେଉଛନ୍ତି ରହିଲେ ଆପଣ କୌଣସି ଦାମୀ ବସ୍ତୁ ଧାରଣ କରନ୍ତୁ ନାହିଁ। ଏହାସହିତ ନିମ କାଠର ମାଳା କରି ଶନିବାର ଦିନ ଗଳାରେ ଧାରଣ କରନ୍ତୁ। ତାପରେ ଭଗବାନ ଶନିଙ୍କ ବୀଜ ମନ୍ତ୍ର ‘ ଓଁ ସମ୍ ଶନିଶ୍ଚରାୟ ନମଃ ‘ ମନ୍ତ୍ର ଜପ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ। ଯଦି ଆପଣ ନିମପତ୍ର କାଠରେ ଶ୍ରୀଯନ୍ତ୍ରର ଚିତ୍ର ଆଙ୍କି ଦିଅନ୍ତୁ। ତାପରେ ଏହାକୁ ଠାକୁର ଘରେ ରଖି ପୂଜାର୍ଚ୍ଚନା କରନ୍ତୁ।

ନିମ ଗଛରେ ଦେବୀ ଦୁର୍ଗାଙ୍କ ବାସ କରିଥାନ୍ତି ବୋଲି ମାନ୍ୟତା ରହିଛି। ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀ ମଧ୍ୟରେ ରାହୁ ଗ୍ରହ ହଇରାଣ କରୁଛନ୍ତି, ତାହେଲେ ସ୍ନାନ କରୁଥିବା ସମୟରେ ପାଣିରେ ଅଳ୍ପ ନିମପତ୍ର ମିଶାଇ ସ୍ନାନ କରନ୍ତୁ। ଦେଖିବେ ଆପଣ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଯଦି ଆପଣଙ୍କ ଜୀବନରେ ଦୁର୍ଭାଗ୍ୟ ଆପଣଙ୍କ ପାଖ ଛାଡ଼ୁ ନାହିଁ, ତାହେଲେ ସୋମବାର ଦିନ କୌଣସି ମନ୍ଦିର ଯାଇ ସେଠାରେ ନିମ ଗଛ ରୋପଣ କରନ୍ତୁ।

ମାନ୍ୟତା ରହିଛି କି ନିମ ଗଛ ମୂଳରେ କ୍ଷୀର ଅର୍ପଣ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ସପ୍ତାହକୁ ଥରେ ଘରେ ନିମପତ୍ରର ଧୂଆଁ ଲଗାଇବା ଉଚିତ, ଯାହାଫଳରେ ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହେବ ଏବଂ ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଏହାସହିତ ଘରୁ ସମସ୍ତ ରୋଗ ନାଶ ହୋଇଯିବ। ଆହୁରି ମଧ୍ୟ କୁହାଯାଏ କି ନିମ ଗଛର ଫଳକୁ ବ୍ୟବହାର କଲେ ସୁହ ଫଳ ପ୍ରାପ୍ତି ହୋଇଥାଏ। ଏହାର ରସ ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *