Excuse Me Odisha

ଯାହା କହିବୁ ସତ କହିବୁ

ହୋଲି ଦିନ ୧୨ ଘଟିକା ସମୟରେ ଏହି ଗଛକୁ ସ୍ପର୍ଶ କରନ୍ତୁ, ତାପରେ ଦେଖନ୍ତୁ ଚମତ୍କାର। ଦେବୀ ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କ ପାଖରେ ଧନ ବୃଦ୍ଧି ହେବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହୋଲି ଦିନ ଅନେକ ଉପାୟ ଗୁଡ଼ିକ କରାଯାଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ, ଅରଖ ଗଛ ଅତ୍ୟନ୍ତ ପବିତ୍ର ମାନା ଯାଇଥାଏ। ଏହି ହୋଲି ଦିନ ଆପଣ ଅରଖ ଫୁଲ ଗଛର ଚେରକୁ ଗୋଟେ ରକ୍ଷା ସୂତ୍ରରେ ବାନ୍ଧି ପୁରୁଷ ଲୋକ ନିଜ ଡାହାଣ ହାତରେ ଏବଂ ମହିଳା ମାନେ ନିଜ ବାମ ହାତରେ ବାନ୍ଧିବା ଆବଶ୍ୟକ। ଏଭଳି କରିବା ଦ୍ଵାରା ଆପଣଙ୍କର ଜୀବନରେ ଆସୁଥିବା ସମସ୍ୟା ସବୁ ସମାଧାନ ହୋଇଯିବ।

ଅରଖ ଗଛର ଚେରକୁ ଗୋଟେ ରକ୍ଷା ସୂତ୍ରରେ ବାନ୍ଧି ନିଜ ଅଣ୍ଟାରେ ବାନ୍ଧି ଦିଅନ୍ତୁ। ଯଦି ଆପଣଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡୁଛି ବା ଚାକିରୀରେ ଅଗ୍ରଗତି ହେଉ ନାହିଁ, ତାହେଲେ ଆପଣ ଅରଖ ଗଛକୁ ନିମନ୍ତ୍ରଣ ଦେଇ ଆସନ୍ତୁ। ନିମନ୍ତ୍ରଣ କରିବା ପାଇଁ ଆପଣ ସୁପାରି ଓ ଜଳ ନେଇ ଅରଖ ଗଛ ମୂଳରେ ଅର୍ପଣ କରନ୍ତୁ। ଅରଖ ଗଛକୁ ନେଇ ଅନେକ ତାନ୍ତ୍ରିକ ଅନୁଷ୍ଠାନରେ ମଧ୍ୟ ପ୍ରୟୋଗ ହୋଇଥାଏ।

ଘର ସାମନାରେ ଯଦି ଅରଖ ଗଛ ରହେ, ତାହେଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଅରଖ ଗଛକୁ ନିମନ୍ତ୍ରଣ ଦେବା ପରେ, ଆପଣ ଅରଖ ଫୁଲ ଓ ପତ୍ର ସହିତ ତୋଳି ଆଣନ୍ତୁ। ଏହାକୁ ପ୍ରଭୁ ହନୁମାନଙ୍କ ମନ୍ଦିର ଯାଇ ହନୁମାନଙ୍କ ଚରଣରେ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ ଏବଂ ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଯିବ।

ଆଉ ଏକ ଉପାୟ ହେଉଛି, ଆପଣ ଅରଖ ଗଛର ପତ୍ର ଗୋଟେ ତୋଳି ନିଅନ୍ତୁ, ଏଥିରେ ଯେଉଁ କ୍ଷୀର ବାହାରିବ ତାହାକୁ ନେଇ ସେହି ପତ୍ରରେ ନିଜ ଶତ୍ରୁଙ୍କ ନାମ ଲେଖନ୍ତୁ। ତାପରେ ଏହାକୁ ମାଟିରେ ପୋତି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ଶତ୍ରୁ କେବେବି ଆପଣଙ୍କୁ ହଇରାଣ କରିବେ ନାହିଁ। ଯଦି ଆପଣ ଅରଖ ଗଛର ଚେରକୁ ତାବିଯରେ ବାନ୍ଧି ଧାରଣ କରିବେ, ତାହେଲେ ଆପଣଙ୍କୁ କୌଣସି ନକାରାତ୍ମକ ଶକ୍ତି ସ୍ପର୍ଶ କରି ପାରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *