ଗୁରୁବାର ଦିନ ଚୁପଚାପ କଦଳୀ ଗଛ ମୂଳରେ ଏହି ଗୋଟିଏ ଜିନିଷ ଅର୍ପଣ କରିଦିଅନ୍ତୁ। ମା ଲକ୍ଷ୍ମୀ ଦୌଡ଼ି ଚାଲିଆସିବେ।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗୁରୁବାର ଦିନ ଚୁପଚାପ କଦଳୀ ଗଛ ମୂଳରେ ଏହି ଗୋଟିଏ ଜିନିଷ ଅର୍ପଣ କରିଦିଅନ୍ତୁ। ମା ଲକ୍ଷ୍ମୀ ଦୌଡ଼ି ଚାଲିଆସିବେ।
ଗୁରୁବାର ଦିନ ହେଉଛି ଦେବଗୁରୁ ବୃହସ୍ପତିଙ୍କ ଦିନ ଅଟେ। ଭଗବାନ ବିଷ୍ଣୁଙ୍କର ପୂଜା ଏହି ଦିନ କରାଯାଏ। ଭଗବାନ ବିଷ୍ଣୁ ଯିଏ ବୃହସ୍ପତି ଦେବ ଅଟନ୍ତି ସେ ୫ଟି ଜିନିଷ ଅଛି ଯାହା ତାଙ୍କ ଭିତରେ ଥାଏ। କୁହାଯାଏ ଯଦି କୁଣ୍ଡଳୀରେ ଗୁରୁ ବିଗିଡି ଯାଏ ତ ବ୍ୟକ୍ତିଙ୍କ ଜୀବନରେ କିଛି ବି ରହିନଥାଏ ନାଁ ସନ୍ତାନ ନାଁ ସୁଖ ନାଁ ଐଶ୍ୱର୍ଯ୍ୟ ନାହିଁ ସମ୍ମାନ। ଜୀବନରେ ଧନ ସନ୍ତାନ ସୁଖ ସମୃଦ୍ଧି ପାଇଁ ଦେବଗୁରୁ ବୃହସ୍ପତିଙ୍କର କୃପା ହେବା ବହୁତ ଆବଶ୍ୟକ ଅଟେ। ଯଦି ଆପଣ ଚାହାଁନ୍ତି ଜୀବନରେ ଧନର କମି ନହେଉ ତ ନିଜର ଘରର ମୁଖ୍ୟ ଦ୍ୱାରରେ ସବୁ ଗୁରୁବାର ଦିନ ହଳଦୀରେ ସ୍ବାସ୍ତିକ ବନାନ୍ତୁ ତ ଘରେ ସକାରତ୍ମକ ଉର୍ଜା ଆସିବ।
ବହୁ ଦିନରୁ ଗୁରୁବାର ଦିନ କଦଳୀ ଗଛର ପୂଜା କରିବାର ବିଧି ରହିଛି। ଏହାର ପଛରେ ବହୁତ ସାରା ମାନ୍ୟତା ବି ଲୁଚି ରହିଛି। ଗୁରୁବାର ଦିନ କଦଳୀ ଗଛର ପୂଜା କରିଲେ ଭଲ ଫଳ ଭଲ ଚାକିରୀ ମିଳିବ। ଶାସ୍ତ୍ରରେ ବି ଗୁରୁବାର ଦିନ କଦଳୀ ଗଛକୁ ଶୁଭ ମାନାଯାଏ ତ ଏମିତିରେ ତାର ପୂଜା କରିବା ଲାଭକାରୀ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ କଦଳୀ ଗଛରେ ସାକ୍ଷତ ଦେବଗୁରୁ ବୃହସ୍ପତିଙ୍କ ନିବାସ ହୋଇଥାଏ ଏବଂ ଗୁରୁବାର ଦିନ ଭଗବାନ ବୃହସ୍ପତି ଅର୍ଥାତ ଭଗବାନ ବିଷ୍ଣୁଙ୍କର ଦିନ ହୋଇଥାଏ।
ଏମିତିରେ ଯଦି ଗୁରୁବାର ଦିନ କଦଳୀ ଗଛର ପୂଜା କରନ୍ତି ତ ତାଙ୍କର କୃପା ବର୍ଷା ହୋଇଥାଏ ଏବଂ ସମସ୍ତ ମନସ୍କାମନା ବି ପୂରଣ ହୋଇଥାଏ ଆପଣଙ୍କ ବୃହସ୍ପତି ଗ୍ରହ ମଧ୍ୟ ମଜବୁତ ହୋଇଥାଏ। ବିବାହ ଏବଂ ଚାକିରୀରେ ଯେଉଁ ବାଧା ଅଛି ତାହା ବି ସମାପ୍ତ ହୋଇଯାଏ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। ଅନେକ ମହତ୍ୱ ରହିଛି ଯେମିତିକି ମାଙ୍ଗଳିକ ଦୋଷ ଅଛି ମାଙ୍ଗଳିକ ଦୋଷ ଝିଅ କିମ୍ବା ପୁଅଙ୍କ କୁଣ୍ଡଳୀରେ ଥିବ ତ ମାଙ୍ଗଳିକ ଦୋଷ ଥିବା ବ୍ୟକ୍ତିଙ୍କୁ ଯଦି କଦଳୀ ଗଛ ସହିତ ବିବାହ କରାଯାଏ ତ ମାଙ୍ଗଳିକ ଦୋଷ ଦୂର ହୋଇଥାଏ।
କୌଣସି ବି ପୂଜାରେ ମାଙ୍ଗଳିକ କାର୍ଯ୍ୟକୁ କରିବା ପାଇଁ ଘରର ଦ୍ୱାରରେ କଦଳୀ ପତ୍ର ଲଗାଯାଇଥାଏ ଏହାକୁ ଶୁଭ ମାନାଯାଏ ଏବଂ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ କଦଳୀ ଅର୍ପଣ କରିଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ ଉନ୍ନତି ବନିରହିଥାଏ ବୈବାହିକ ଜୀବନ ସୁଖୀ ହୋଇଥାଏ। ଯଦି ଆପଣଙ୍କୁ କେହି କହିଛି ଗୁରୁଙ୍କ ରତ୍ନ ପିନ୍ଧିବା ପାଇଁ କିନ୍ତୁ ଆପଣ ପିନ୍ଧି ପାରୁନାହାନ୍ତି ତ ଆପଣ କଦଳୀ ଗଛର ଚେରବି ଗୁରୁବାର ଦିନ ହଳଦିଆ ସୂତାରେ ହାତ କିମ୍ବା ଗଳାରେ ଧାରଣ କରନ୍ତୁ ଏଥିରେ ବି ଲାଭ ମିଳିବ।
ଯଦି ହଳଦୀ ଗଣ୍ଠି ପ୍ରତ୍ୟକ ଗୁରୁବାର ଦିନ ଚଣା ଡାଲି ଏବଂ ଗୁଡ଼ କଦଳୀ ଗଛରେ ଅର୍ପଣ କରାଯାଏ ଏବଂ ଫୁଲ ଆଦି ଅର୍ପଣ କରାଯାଏ ଏବଂ ଏହାପରେ କଦଳୀ ଗଛର ଚାରିପାଖେ ୭ ଥର ପରିକ୍ରମା କରନ୍ତି ତ ଏମିତି କରିଲେ ଆପଣଙ୍କ ଜୀବନରେ ସମସ୍ତ କଷ୍ଟ ଦୂର ହୋଇଥାଏ।
ଆସନ୍ତୁ ଜାଣିବା କଦଳୀ ଗଛରେ କଣ ବାନ୍ଧିବା ଉଚିତ।
ବିଶେଷ ମନସ୍କାମନା ପୂରଣ ପାଇଁ ଗୁରୁବାର ଦିନ ଏକ ଛୋଟପ୍ରୟୋଗ କରିପାରିବେ କେବେବି କରିପାରିବେ ସକାଳୁ ଠାରୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ଭିତରେ
ଗୁରୁବାର ଦିନ ସ୍ୱାତିକ ଭଜନ ଗ୍ରହଣ କରିବେ। ଗୁରୁବାର ଦିନ ଭୁଜା ବା ମୁଢି କିମ୍ବା ଚୁଡାର ସନ୍ତୁଳା ଏହିସବୁ ଜିନିଷ ଖାଇବା ଉଚିତ ନୁହେଁ।
କଦଳୀ ଗଛରେ ଲାଲ ସୂତା ସାହାର୍ଯ୍ୟରେ ସମସ୍ତ ଖଣ୍ଡକୁ ବାନ୍ଧି ନିଅନ୍ତୁ ଏବଂ କଦଳୀ ଗଛ ପାଖକୁ ଯାଇ ଏକ ଘଟି ଜଳ ଅର୍ପଣ କରନ୍ତୁ ସମ୍ଭବ ହେବ ତ ମୁଗ ଏବଂ ଗୁଡ଼ର ଭୋଗ ଅର୍ପଣ କରନ୍ତୁ। ହଳଦିଆ ଫୁଲ ଅର୍ପଣ କରନ୍ତୁ ଏବଂ ୯ ଟି ଖଣ୍ଡରେ ପ୍ରତ୍ୟକ ସୂତା ସାହାର୍ଯ୍ୟରେ କଦଳୀ ଗଛରେ ବାନ୍ଧି ଦିଅନ୍ତୁ। ଆପଣ ପତ୍ର ସାହାର୍ଯ୍ୟରେ ବି ବାନ୍ଧି ପାରିବେ ଦାଣ୍ଠିରେ ବି ବାନ୍ଧି ପାରିବେ ଏବଂ ନିଜର ମନସ୍କାମନା କୁହନ୍ତୁ ଜୀବନରେ ସମସ୍ତ କଷ୍ଟ ଦୂର ହେବ। ସମସ୍ତ ମନସ୍କାମନା ପୂରଣ ହେବ।