Excuse Me Odisha

ଯାହା କହିବୁ ସତ କହିବୁ

ଚାହା ସହିତ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ,ନହେଲେ ହୋଇପାରେ ବହୁତ ବଡ ଅସୁବିଧା !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆଜିକାଲି ଲୋକମାନେ ନିଜର ବ୍ୟସ୍ତବହୁଳ ଜୀବନରେ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଉ ନାହାନ୍ତି। ଯାହାଫଳରେ ସେମାନେ ଅନେକ ରୋଗରେ ପୀଡିତ ହେଉଛନ୍ତି। ଚାହା ସେବନ କରିବା ଏକ ଏପରି ଅଭ୍ୟାସ ଅଟେ, ଏହାକୁ ପିଉଥିବା ଲୋକ ଚାହା ନ ପିଇ ଛାଡି ରହି ପାରିବେ ନାହିଁ।

କିନ୍ତୁ ଚାହା ପିଇବା ସମୟରେ କଣ ଖାଇବା ଉଚିତ ନୁହେଁ, ସେହି ବିଷୟରେ କେହି ଜାଣି ନଥାନ୍ତି। ଅଧିକାଂଶ ଲୋକେ ଖାଲି ପେଟରେ ଚାହା ସେବନ କରିଥାନ୍ତି ଓ ଆଉକିଛି ଲୋକେ ଚାହା ପିଇବା ସମୟରେ ବିସ୍କୁଟ ମଧ୍ୟ ଖାଇଥାନ୍ତି। ଚାହା ସହିତ କେଉଁ ଜିନିଷ ଖାଇବା ଉଚିତ ବା କେଉଁ ଜିନିଷ ଖାଇବା ଉଚିତ ନୁହେଁ, ଆସନ୍ତୁ ଜାଣିବା।

ଚାହା ସହିତ ପାଣି ପିଅନ୍ତୁ ନାହିଁ:-

କହିବାକୁ ଗଲେ ମଣିଷ ଶରୀର ପାଇଁ ଚାହା ଅତ୍ୟନ୍ତ କ୍ଷତିକାରକ ଅଟେ। କାରଣ ଚାହାରେ ନିକୋଟିନ ପ୍ରଚୁର ମାତ୍ରାରେ ରହିଥାଏ, ତେଣୁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। କିଛି ଲୋକ ଚାହା ପିଇବା ସମୟରେ ପାଣି ପିଇଥାନ୍ତି। ଯାହାଫଳରେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। କିନ୍ତୁ ଆପଣ ଚାହା ପିଇବା ପୂର୍ବରୁ ପାଣି ପିଇ ପାରିବେ। କିନ୍ତୁ ଚାହା ପିଇବା ସମୟରେ ପାଣିର ସେବନ କଲେ, ନଚେତ ଏସିଡିଟି ସମସ୍ୟା ସୃଷ୍ଟି ହୋଇପାରେ।

ଚାହା ସହିତ ଲେମ୍ୱୁ ମିଶାଇ ପିଅନ୍ତୁ ନାହିଁ :-

ଚାହା ସହିତ କେବେବି ଲେମ୍ୱୁ ମିଶାଇ ପିଇବା ଉଚିତ ନୁହେଁ।ଏପରି କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ।ଯଦି ଆପଣଙ୍କର ଏପରି ଅଭ୍ୟାସ ରହିଛି, ତାହେଲେ ତୁରନ୍ତ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ। ନଚେତ ଆପଣ ଶାରୀରିକ ରୂପରେ ଅସୁସ୍ଥ ହୋଇ ପାରନ୍ତି।

ହଳଦୀରେ ପ୍ରସ୍ତୁତ ଜିନିଷକୁ ଚାହା ସହିତ ସେବନ କରନ୍ତୁ ନାହିଁ :-

ଚାହା ପିଇବା ସମୟରେ ହଳଦୀରେ ପ୍ରସ୍ତୁତ ହୋଇଥିବା ଜିନିଷ ଖାଆନ୍ତୁ ନାହିଁ। କାରଣ ହଳଦୀ ଚାହା ସହିତ ମିଶିଲେ ଶରୀରରେ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ଯାହା ଆମ ଶରୀର ଅସୁସ୍ଥ ହେବାର କାରଣ ହୋଇଥାଏ।

ଚାହା ସହିତ ସବୁଜ ପନିପରିବା ଓ ଶୁଖିଲା ଫଳ ଖାଆନ୍ତୁ ନାହିଁ :-

ସବୁଜ ପନିପରିବା ଓ ଶୁଖିଲା ଫଳ ମଧ୍ୟ ଚାହା ସହିତ ଖାଇବା ଉଚିତ୍ ନୁହେଁ। କାରଣ ଫଳରୁ ମିଳୁଥିବା ଆଇରନ ଆମ ଶରୀରରେ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଯାହାଫଳରେ ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ଏଭଳି ଭୂଲ କରିବାରୁ ବଞ୍ଚିତ ହୁଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *