Excuse Me Odisha

ଯାହା କହିବୁ ସତ କହିବୁ

ବାଛନ୍ତୁ ଗୋଟିଏ ରଙ୍ଗର କଳସ,ଆଉ ଜାଣନ୍ତୁ ନିଜ ଭବିଷ୍ୟତର କିଛି ଚମତ୍କାରୀ ଓ ଗୂଢ଼ ରହସ୍ୟ ବିଷୟରେ ମହା ଭବିଷ୍ୟବାଣୀ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବାଛନ୍ତୁ ଗୋଟିଏ ରଙ୍ଗର କଳସ ଜାଣନ୍ତୁ ୨୦୨୨ ବିଷୟରେ ମହା ଭବିଷ୍ୟବାଣୀ।

ବନ୍ଧୁଗଣ ଏହି କଳସ ଭିତରୁ ଗୋଟିଏ କଳସ ବାଛନ୍ତୁ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ କିଛି ଚମତ୍କାରୀ ଗୂଢ ରହସ୍ୟ ବିଷୟରେ। ଆପଣଙ୍କର ସମୟ ଓ ଆପଣଙ୍କର ଭାଗ୍ୟ ଆପଣଙ୍କୁ କେଉଁ ଦିଗକୁ ଅଗ୍ରସର କରିବ ତାହା ମଧ୍ୟ ଏହି କଳସ ମାଧ୍ୟମରେ ଜାଣିପାରିବେ।

ବନ୍ଧୁଗଣ ଆମ ଦେଶରେ ୯୦% ଲୋକମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ ରଖିଥାନ୍ତି। ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ୱାସ କରିବା କାରଣରୁ ସେମାନଙ୍କ ଜୀବନରେ ଆସୁଥିବା ସମସ୍ତ ଦୁଃଖ କଷ୍ଟ ଓ ଦୁର୍ଦଶାରୁ ରକ୍ଷା ପାଇପାରୁଛନ୍ତି ଏବଂ ନିଜର ପୂର୍ବ ଜନ୍ମ ଏବଂ ପର ଜନ୍ମ ବିଷୟରେ ମଧ୍ୟ ଜାଣିପାରି ଥାନ୍ତି। କିନ୍ତୁ ଆଜିର ଏହି ପୋଷ୍ଟରେ ଆମେ ପୂର୍ବ ଜନ୍ମ ଏବଂ ପର ଜନ୍ମ ନୁହେଁ ବରଂ ଏହି ଜନ୍ମରେ କଣ ସବୁ ଘଟୁଛି ଓ ଆଗକୁ କଣ କରିବାକୁ ହେବ ତାହା ଜଣାଇବୁ। ଯାହାକୁ ଜାଣିବା ଦ୍ୱାରା ଆପଣ ନିଜ ଭବିଷ୍ୟତକୁ ଆହୁରି ଦୃଢ଼ କରିପାରିବେ।

ବନ୍ଧୁଗଣ ଆପଣଙ୍କୁ କେବଳ ଏତିକି କରିବାର ଅଛି କି ଆମ ଦ୍ୱାରା ଦିଆଯାଇଥିବା ୩ ଟି ରଙ୍ଗର କଳସ ମଧ୍ୟରୁ ଗୋଟିଏ ରଙ୍ଗର କଳସକୁ ବାଛିବାକୁ ପଡିବ। ଏଥିରେ ରହିଛି ସବୁଜ ରଙ୍ଗ, ହଳଦିଆ ରଙ୍ଗ, ଲାଲ ରଙ୍ଗର କଳସ। ଯାହାର ନିର୍ଣ୍ଣୟରେ ଆପଣ ମାନଙ୍କ ଭବିଷ୍ୟତ ବିଷୟରେ ନିଶ୍ଚୟ ଜଣାଇବ। ତେବେ ବନ୍ଧୁଗଣ ଆପଣଙ୍କର ଯେଉଁ ରଙ୍ଗ ପସନ୍ଦ ଆପଣ ସେହି ରଙ୍ଗର କଳସଟିକୁ ବାଛନ୍ତୁ।

ସବୁଜ ରଙ୍ଗ। ଯଦି ଆପଣ ସବୁଜ ରଙ୍ଗର କଳସ ବାଛିଛନ୍ତି ତେବେ ଜାଣିନିଅନ୍ତୁ କି ଆପଣଙ୍କର ଜୀବନରେ ବହୁତ ଲମ୍ବା ବା ସମୟ ଧରି ବିଭିନ୍ନ ପ୍ରକାରର ସମସ୍ୟାମାନ ଲାଗିରହିଛି। ଜୀବନରେ ଚାଲୁଥିବା ଉଚ୍ଚା ନିଚା ସମସ୍ୟା କାରଣରୁ ପ୍ରାୟତଃ ଆପଣଙ୍କ ଭାଗ୍ୟ ଆପଣଙ୍କର ସାଥ ଦିଏନାହିଁ ବୋଲି ଆପଣ ଅନୁଭବ କରୁଛନ୍ତି ଏହି କାରଣରୁ ହିଁ ଆପଣଙ୍କ ଚିନ୍ତାରେ ଓ ମାନସିକ ସ୍ତରରେ କିଛି ପରିବର୍ତ୍ତନ ଆସିବାକୁ ଲାଗୁଛି। କିନ୍ତୁ ଏହା ଜାଣିନିଅନ୍ତୁ କି ଏହା ଆପଣଙ୍କୁ ଆହୁରି ଶକ୍ତିଶାଳୀ ମଧ୍ୟ କରି ଦେଉଛି। ଆପଣ ବହୁତ ହିଁ ଗମ୍ଭୀର ସ୍ୱାଭାବର ଅଟନ୍ତି।

ଯିଏକି କେବେବି ଅଯଥା ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ ଏବଂ ନିଜର ଭବିଷ୍ୟତ ଓ କ୍ୟାରୀୟରକୁ ନେଇ ସର୍ବଦା ଅଗ୍ରସର ହୋଇଥାନ୍ତି। ଏହି କାରଣରୁ ହିଁ ଆପଣ ଆପଣଙ୍କର ଭବିଷ୍ୟତରେ ନିଶ୍ଚୟ ବିଜୟ ଲାଭ କରିବେ ଓ ନିଜର ଅଭିଜ୍ଞତା କାରଣରୁ ସବୁ କ୍ଷେତ୍ରରେ ସଫଳ ହେବେ କିନ୍ତୁ ଆପଣ କିଛି ବି ନିର୍ଣ୍ଣୟ ନେବା ସମୟରେ ଦ୍ଵନ୍ଦରେ ରହିଥାନ୍ତି। କୌଣସି ବି କାର୍ଯ୍ୟ କରିବା ଆଗରୁ ସେହି କାର୍ଯ୍ୟ ବିଷୟକୁ ନେଇ ଅନେକ କଥା ଚିନ୍ତା କରିଥାନ୍ତି କିନ୍ତୁ ଏହି ସ୍ଵଭାବ କାରଣରୁ ଆପଣ ଅନେକ ସମୟରେ ଅନେକ ସୁନ୍ଦର ସୁନ୍ଦର ସୁଯୋଗକୁ ହାତ ଛଡା କରିଦେଇଥାନ୍ତି।

ତେବେ ଆପଣଙ୍କୁ ଏହି ସ୍ୱଭାବକୁ ବଦଳାଇର ଅଛି ଏବଂ ଭଲ ସୁଯୋଗକୁ କେବେବି ହାତ ଛଡ଼ା କରନ୍ତୁ ନାହିଁ। ଆପଣ ସର୍ବଦା ଆପଣଙ୍କ ଜୀବନସାଥୀଙ୍କ କଥାକୁ ଅବଶ୍ୟ ଶୁଣନ୍ତୁ। ଏହା ଦ୍ବାରା ଆପଣଙ୍କ ଜୀବନରେ ନିଶ୍ଚୟ ସଫଳ ହେବେ।

ହଳଦିଆ ରଙ୍ଗ। ଯଦି ଆପଣ ହଳଦିଆ ରଙ୍ଗର କଳସ ବାଛିଛନ୍ତି ତେବେ ଜାଣିନିଅନ୍ତୁ କି ଆପଣ ଧର୍ଯ୍ୟବାନ ବିବେକବାନ ଏବଂ ଜ୍ଞାନୀ ବ୍ୟକ୍ତି ଅଟନ୍ତି। ଯେଉଁ କ୍ଷେତ୍ରରେ ରହିଥାନ୍ତି ସର୍ବଦା ଉଚ୍ଚ ସ୍ଥିତିରେ ହିଁ ରହିଥାନ୍ତି। ପବିତ୍ର ସ୍ୱଭାବ ସମ୍ପୁର୍ଣ୍ଣ ବ୍ୟକ୍ତି ହୋଇଥିବା କାରଣରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି କିନ୍ତୁ ଆପଣଙ୍କ କ୍ରୋଧ ଓ ଚିଡିଚିଡା ପଣ ମଧ୍ୟ ଅଧିକ ରହିଥାଏ। ଟିକିଏ ଟିକିଏ କଥାରେ ରାଗିଯିବା ଭଳି କିଛି ଗୁଣ ଆପଣଙ୍କ ଠାରେ ରହିଥାଏ।

ଏଥିପାଇଁ ପ୍ରାୟତଃ ଲୋକମାନେ ଆପଣଙ୍କୁ ଭୁଲ ବୁଝିଥାନ୍ତି କିନ୍ତୁ ଯେଉଁମାନେ ଆପଣଙ୍କୁ ସଠିକ ଭାବରେ ଜାଣିଥାନ୍ତି ସେମାନେ ଆପଣଙ୍କୁ କେବେବି ତ୍ୟାଗ କରନ୍ତି ନାହିଁ ଏବଂ ସର୍ବଦା ଆପଣଙ୍କ ସହିତ ହିଁ ରହିଥାନ୍ତି। ଏହା ସହିତ ଆପଣ ଅଧିକ ଖର୍ଚ୍ଚି ସ୍ୱାଭାବର ହୋଇଥାନ୍ତି। ଏହି କାରଣରୁ ଆପଣଙ୍କ ଜୀବନରେ ବହୁତ ପ୍ରକାରର ସମସ୍ୟା ମାନ ଆସିଥାଏ।

ଏହା ସହିତ ଆପଣ ଆପଣଙ୍କର ଭବିଷ୍ୟତରେ ଧନ ସଞ୍ଚୟ କରିବାରେ ପ୍ରାୟତଃ ଅସମର୍ଥ ହୋଇଥାନ୍ତି କିନ୍ତୁ ଆପଣ ଏହା ଜାଣିନିଅନ୍ତୁ କି ଗୋଟିଏ ନିଶ୍ଚିତ ସମୟରେ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିପାରେ। ତାହା ହେଉଛି ୨୧ ବର୍ଷ, ୩୭ ବର୍ଷ କିମ୍ବା ୪୭ ବର୍ଷ ହୋଇପାରେ। ଗୋଟିଏ ନିଶ୍ଚିୟ ବୟସ ଯିବା ପରେ ଆପଣଙ୍କ ପାଖକୁ ଏତେ ଧନ ଆସିବ କି ଆପଣ ତାହା ସ୍ୱପ୍ନରେ କେବେବି ଭାବି ନଥିବେ।

ଲାଲ ରଙ୍ଗ। ଯଦି ଆପଣ ହଳଦିଆ ରଙ୍ଗର କଳସ ବାଛିଛନ୍ତି ତେବେ ଜାଣିନିଅନ୍ତୁ କି ଆପଣ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି। ଆକର୍ଷଣୀୟ ଓ ମନମୋହକ ବ୍ୟକ୍ତି ଅଟନ୍ତି। ଜିଏବି ଆପଣଙ୍କ ସହିତ ଥରୁଟିଏ ମିଶି ଥାନ୍ତି ସେ ଜୀବନରେ କେବେବି ଆପଣଙ୍କୁ ଭୁଲ ବୁଝି ପାରନ୍ତି ନାହିଁ। ଆପଣ ପ୍ରାୟତଃ ଅଧିକ ଗୋପୀବାକୁ ପସନ୍ଦ କରିଥାନ୍ତି ଏବଂ ସର୍ବଦା ହିଁ କାହା ସହିତ ରହିବାକୁ ଏବଂ ଖୁସିରେ ରହିବାକୁ ପସନ୍ଦ କରିଥାନ୍ତି। ଆପଣଙ୍କ ହୃଦୟ ପୂର୍ଣ୍ଣ ନିର୍ମଳ ହୋଇଥାଏ। ଏହି କାରଣରୁ କେବେ କେବେ ଠକାମୀର ଶିକାର ମଧ୍ୟ ହୋଇଥାନ୍ତି।

ଆପଣଙ୍କର ସବୁଠାରୁ ଅଧିକ ରୁଚି ଭାନାତ୍ମକ କାର୍ଯ୍ୟରେ ରହିଥାଏ। ଏହା ସହିତ ଆପଣଙ୍କ ସହିତ କଠିନରୁ କଠିନ ସ୍ଥିତିକୁ ସହଜରେ ହିଁ ସମୁଖୀନ ହେବାର କଳା ଆପଣଙ୍କୁ ଖୁବ ଜଣାଥାଏ। ଆପଣଙ୍କର ଏହି ବିଶେଷ ଗୁଣ କାରଣରୁ ଆପଣ ନିଜର ଭବିଷ୍ୟତ ନିଜେ ହିଁ ଦେଖିଥାନ୍ତି। କଳା ଏବଂ ସଂଗୀତରେ ରୁଚି ରଖୁଥିବା ବ୍ୟକ୍ତି ଅଟନ୍ତି। ସର୍ବଦା ହସ ହସ ମୁହଁ ଆପଣଙ୍କୁ ସମସ୍ତଙ୍କର ପ୍ରିୟ ପାତ୍ର କରିଥାଏ। ଆପଣ ଏକ ଭଲ କଳାକାର ମୋଟୀଭେଟର ଶିକ୍ଷକ ଏବଂ ଭଲ ବ୍ୟବସାୟୀ ହୋଇପାରନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *