Excuse Me Odisha

ଯାହା କହିବୁ ସତ କହିବୁ

ଏହି ଗଛର ଚେର ଯେଉଁଠାରୁ ମିଳିଲେ ଚୁପଚାପ ଘରକୁ ନେଇ ଆସନ୍ତୁ, ଭଗବାନ ଭୋଳାନାଥ ମାଗିବା ପୂର୍ବରୁ ସବୁ ମନୋସ୍କାମନା ପୂରଣ କରିବେ|

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁଠୁ ବି ମିଳିବ ଏହି ଚେର ଛାଡ଼ନ୍ତୁ ନାହିଁ ଚୁପଚାପ ଘରକୁ ନେଇ ଆସନ୍ତୁ। ମାଗିବା ପୂର୍ବରୁ ସବୁ ଇଛା ପୂରଣ କରିବେ ଭଗବାନ ଭୋଳାନାଥ।

ବନ୍ଧୁଗଣ ଏମିତି ବହୁତ ସାରା ଗଛ ଲତା ଅଛି ବହୁତ ଶକ୍ତିଶାଳୀ ହୋଇଥାଏ ଯାହାକୁ ତନ୍ତ୍ରଶାସ୍ତ୍ରରେ ବହୁତ ଚମତ୍କାରୀ କୁହାଯାଇଛି। ତନ୍ତ୍ର ଶାସ୍ତ୍ରରେ ଏମିତି କିଛି ବୃକ୍ଷ ବିଷୟରେ କୁହାଯାଇଛି ଯାହାକୁ ବ୍ୟବହାର କଲେ ପ୍ରୟୋଗ କଲେ ବ୍ୟକ୍ତି ବହୁତ ଶୀଘ୍ର ଧନବାନ ବନିଥାଏ ସୌଭାଗ୍ୟଶାଳୀ ବନିଥାଏ। ଧନବାନ ସେହି ବ୍ୟକ୍ତି ବନିଥାଏ ଯିଏ କି ସୌଭାଗ୍ୟଶାଳୀ ବନିଥାଏ। ଆଜି ଆମେ ଏହି ପୋଷ୍ଟରେ ଜଣେଇବୁ ଯେ କିଛି ଗଛ ଲତା ବିଷୟରେ ଯାହାର ପ୍ରୟୋଗ ଆପଣ କଲେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବନିଥାଏ। ଧନ ଆଗମନ ବହୁତ ଶୀଘ୍ର ହୋଇଥାଏ। ପଳାସ ଫୁଲ ଯେଉଁ ଥାଏ ତାହା ଭଗବାନ ଶିବଙ୍କର ଅତିପ୍ରିୟ ଅଟେ। ପଳାସ ଗଛରେ ବସିକରଣ ଶତ୍ରୁ ଦମନ ସମୂହନ କ୍ରିୟା ସବୁ ପ୍ରକାରର କ୍ରିୟା ହୋଇଥାଏ। କିନ୍ତୁ ଏହି ପୋଷ୍ଟରେ ଆମେ ଜାଣିବା କି ଜୀବନରେ ସୌଭାଗ୍ୟ ପ୍ରାପ୍ତି କରିବା ପାଇଁ ଏବଂ ଧନର ସ୍ରୋତ ଖୋଲିବା ପାଇଁ ପଳାସ ଗଛର ବ୍ୟବହାର କିପରି କରାଯାଇଥାଏ।

ସବୁଠାରୁ ପ୍ରଥମେ କେଉଁଠାରୁ ଆପଣ ପଳାସ ଗଛ ଖୋଜିବେ। ଏବଂ ଏହାର ଚେରକୁ ପ୍ରାପ୍ତ କରିବେ। ଏହି ଚେରକୁ ପ୍ରାପ୍ତ କରିବା ପରେ ଏହି ଚେରକୁ ୨୧ ଦିନ ପର୍ଯ୍ୟନ୍ତ ଗାଈ ଘିଅରେ ବୁଡ଼େଇକି ରଖିବେ। ଯେଉଁ ଦିନ ଚେର ଆଣିବାର ଥିବ ତାର ଗୋଟେ ଦିନ ପୂର୍ବରୁ ସେହି ଗଛ ପାଖକୁ ଯାଇ ନିମନ୍ତ୍ରଣ ନିଶ୍ଚୟ କରିଆସିଥିବେ। ଏହି ଚେରକୁ ପ୍ରାପ୍ତ କରିବା ପରେ ଗଙ୍ଗା ଜଳ ଏବଂ କ୍ଷୀରରେ ଏହାକୁ ଧୋଇଦେବେ। ଏହାକୁ ଭଗବାନ ଶିବଙ୍କ ସାମ୍ନାରେ ଘିଅରେ ବୁଡ଼େଇକି ୨୧ ଦିନ ପର୍ଯ୍ୟନ୍ତ ରଖିବେ। ଏହାକୁ ଗୋପନୀୟ ଭାବରେ ରଖିବେ। ଏହି ପ୍ରୟୋଗ ଦ୍ୱାରା ଆପଣଙ୍କର ସୌଭାଗ୍ୟ ବଢି ଚାଲିବ। ଧନ ଆଗମନର ସ୍ରୋତ ଖୋଲିଯିବ। ୨୧ ଦିନ ପରେ ଏହି ଚେରକୁ ବାହାର କରିଦେବେ ଏବଂ ରୁପା ବା ତମ୍ବା ବା ଅଷ୍ଟଧାତୁ ତାବିଜିରେ ଏହାକୁ ରଖି କରି ନିଜ ଡାହାଣ ହାତରେ କିମ୍ବା ବେକରେ ପିନ୍ଧିନେବେ। ଏହାକୁ ସୋମବାର ଦିନ ଧାରଣ କରିବେ ଏବଂ ସେହି ଦିନ ସୋମବାର ବ୍ରତ କରିବେ ଏବଂ ଭଗବାନ ଶିବ ଲିଙ୍ଗରେ ୧୦୮ ଥର ନୋଟା ଜଳ ବା ୧୦୮ ବେଲପତ୍ର ଚଢ଼େଇବେ। ଏପରି କରିବା ପରେ ଭଗବାନ ଶିବଙ୍କୁ ପ୍ରାର୍ଥନା କରି ନିଜର ମନକାମନା କହିବେ। ଏମିତି ପାର୍ଥନା କରିବା ପରେ ଏହି ଚେରକୁ ଧାରଣ କରିବେ। ଏମିତି କଲେ ଦେଖିବେ ଭଗବାନ ଶିବ କିପରି ଆପଣଙ୍କ ଉପରେ କୃପା ବର୍ଷା କରି ଧନର ବର୍ଷା କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *