Excuse Me Odisha

ଯାହା କହିବୁ ସତ କହିବୁ

ଡିସେମ୍ବର ମାସ ଆସିବା କ୍ଷଣି ହିଁ ଏହି ରାଶିର ଲୋକେ ହେବେ ଧନବାନ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ। ଜ୍ୟୋତିଷ ମାନଙ୍କ ମତରେ ଗ୍ରହ ଚଳନର ପ୍ରଭାବ ରାଶିଚକ୍ରରେ ଥିବା ବାର ଗୋଟି ରାଶି ଉପରେ ପଡ଼ିଥାଏ। ଏହାଦ୍ବାରା କୌଣସି ବ୍ୟକ୍ତିର ବର୍ତ୍ତମାନ ଓ ଭବିଷ୍ୟତ ପ୍ରଭାବିତ ହୋଇଥାଏ। ପ୍ରତ୍ୟେକ ରାଶିର ଭଲ ଗୁଣ ରହିଛି ଏବଂ ଖରାପ ଗୁଣ ରହିଛି। ଆଜି ଆମେ ଆପଣଙ୍କୁ ଏଭଳି କିଛି ରାଶିର ଲୋକଙ୍କ ବିଷୟରେ କହିବୁ, ଯେଉଁମାନଙ୍କର ଗ୍ରହ ଚଳନ କାରଣରୁ ୨୦୨୨ ଠାରୁ ୨୦୪୦ ପର୍ଯ୍ୟନ୍ତ ଏକ ମହାସଂଯୋଗ ସୃଷ୍ଟି ହେବାକୁ ଯାଉଛି। ଏମାନେ ବହୁତ ଭାଗ୍ୟବାନ ହେବାକୁ ଯାଉଛନ୍ତି। ସେହି ରାଶି ଗୁଡ଼ିକ ହେଉଛି –

୧/ ସିଂହ ରାଶି –

ଏହି ରାଶିର ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ। ଆପଣଙ୍କୁ ନିଜ ସମ୍ପର୍କୀୟଙ୍କ ଠାରୁ ଉପହାର ପ୍ରାପ୍ତ ହୋଇପାରେ। ଚାକିରୀ କରୁଥିବା ଲୋକଙ୍କର ପଦୋନ୍ନତୀ ହେବାର ଯୋଗ ରହିଛି। ନୂଆ ବ୍ୟବସାୟ ଓ ବାଣିଜ୍ୟ କରିବା ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ଅଟେ। ବ୍ୟାପାରରେ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି।

୨/ କୁମ୍ଭ ରାଶି –

ଏହି ରାଶିର ଲୋକଙ୍କ ପାଇଁ ଏହି ଡିସେମ୍ବର ମାସଟି ସୁଖମୟ ସାବ୍ୟସ୍ତ ହେବ। ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ଏମାନଙ୍କ ଉପରେ ରହିବ। ବ୍ୟବସାୟରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯିବ। ନୂଆ ଜମିବାଡ଼ି କ୍ରୟ କରି ପାରନ୍ତି। ଆପଣ ନିଜର ପରିଶ୍ରମ ଓ ଅଧ୍ୟବସାୟ ଦ୍ଵାରା ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ।

୩/ କନ୍ୟା ରାଶି –

ଏହି ଡିସେମ୍ବର ମାସରେ କନ୍ୟା ରାଶିର ଲୋକଙ୍କ ଜୀବନରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପନ୍ନ ହେବ। ଆପଣ ସବୁ ଚିନ୍ତାରୁ ମୁକ୍ତି ପାଇବେ। ଘରେ ସୁଖଶାନ୍ତି ବିରାଜମାନ କରିବ। ସରକାରୀ ଓ ବେସରକାରୀ ଚାକିରି କରିଥିବା ଲୋକଙ୍କ ପାଇଁ ଏହି ମାସଟି ଲାଭଦାୟକ ରହିବ।

୪/ ମେଷ ରାଶି –

ଏହି ଡିସେମ୍ବର ମାସର ଗ୍ରହ ମାନଙ୍କ ଚଳନରେ ବଡ଼ ପରିବର୍ତ୍ତନ ହେଉଥିବାରୁ, ମେଷ ରାଶିର ଲୋକେ ଅଧିକ ଭାଗ୍ୟବାନ ହେବେ। ବ୍ୟାପାର ବାଣିଜ୍ୟରେ ଲାଭ ପ୍ରାପ୍ତ ହେବ।ଅଧିକ ଧନ ଉପାର୍ଜନ କରିବା ପାଇଁ ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ। ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ। କାର୍ଯ୍ୟ କ୍ଷେତ୍ରରେ ନିଶ୍ଚିତ ଭାବରେ ଆପଣଙ୍କୁ ନିଜର କଠିନ ପରିଶ୍ରମର ଫଳ ପ୍ରାପ୍ତ ହେବ। ଆସୁଥିବା ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ।

୫/ ମୀନ ରାଶି –

ଏହି ରାଶିର ଲୋକେ ଅଧିକ ଆତ୍ମବିଶ୍ବାସୀ ଓ ନିର୍ମଳ ହୃଦୟର ହୋଇଥାନ୍ତି। ଭଗବାନ ଶନିଙ୍କ କୃପା ଦୃଷ୍ଟି ସର୍ବଦା ଏମାନଙ୍କ ଉପରେ ରହିଥାଏ। ଏହି ରାଶିର ଲୋକେ ନିଜର କଠିନ ପରିଶ୍ରମ ଓ ପ୍ରୟାସ ବଳରେ ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିଥାନ୍ତି। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କର ଆର୍ଥିକ ସ୍ଥିତି ସର୍ବଦା ସୁଦୃଢ ରହିବ। ଏମାନଙ୍କୁ କେବେବି ଧନର ଅଭାବ ଅନୁଭବ ହେବ ନାହିଁ।

ଏଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *