Excuse Me Odisha

ଯାହା କହିବୁ ସତ କହିବୁ

ସିଂହ ସଂକ୍ରାନ୍ତି ( ୧୭ ଅଗଷ୍ଟ ) ଏହି ୫ଟି ରାଶିର ଭାଗ୍ୟ ବଦଳିବ, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ପବିତ୍ର ସିଂହ ସଂକ୍ରାନ୍ତି, ଆସନ୍ତା କାଲିଠାରୁ ଏହି ୫ଟି ରାଶିର ଭାଗ୍ୟ ଚମକିବା ପାଇଁ ଯାଉଛି। ଆଜି ଆମେ କିଛି ଏଭଳି ରାଶି ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ଭାଗ୍ୟ ଆସନ୍ତା କାଲିଠାରୁ ସମ୍ପୂର୍ଣ୍ଣ ରୂପରେ ବଦଳିବା ପାଇଁ ଯାଉଛି। ଏମାନଙ୍କ ଉପରେ ଭଗବାନ ସୂର୍ଯ୍ୟଦେବଙ୍କ ଅପାର କୃପା ପ୍ରାପ୍ତ ହେବ। ଏମାନଙ୍କ ଭାଗ୍ୟ ସୁନା ଠାରୁ ମଧ୍ୟ ବଦଳିବା ପାଇଁ ଲାଗିବ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଜୀବନର ସମସ୍ତ ଗତିବିଧି ଓ ଜୀବନରେ ଘଟୁଥିବା ସମସ୍ତ କାର୍ଯ୍ୟ ରାଶି, ଗ୍ରହ ଚଳନ ଉପରେ ହିଁ ନିର୍ଭର କରିଥାଏ। ଗ୍ରହ ଚଳନ ଶୁଭ ହେଲେ ଆମ ଜୀବନରେ ସବୁ ଶୁଭ ଓ ସୁଖ ହେବ। ଗ୍ରହ ଚଳନ ଅଶୁଭ ରହିଲେ ଜୀବନର ସବୁ କାର୍ଯ୍ୟ ଖରାପ ଆଡ଼କୁ ଗତି କରିବ। କୌଣସି ବ୍ୟକ୍ତିର ଜୀବନରେ ଘଟୁଥିବା ଘଟଣା ପଛରେ ଗ୍ରହ ମାନଙ୍କ ଚଳନ ହିଁ ଦାୟୀ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗ୍ରହ ଚଳନରେ ପରିବର୍ତ୍ତନ ଆସିଥାଏ। ସେହି ପରିବର୍ତ୍ତନ ହିଁ ବ୍ୟକ୍ତି ଜୀବନରେ ଦୁଃଖ ବା ସୁଖ ନେଇ ଆସିଥାଏ। ଏଭଳି କିଛି ରାଶି ରହିଛନ୍ତି ଯେଉଁମାନଙ୍କ ଗ୍ରହ ଚଳନରେ ପରିବର୍ତ୍ତନ ହେବାକୁ ଯାଉ ଅଛି। ଏହାସହିତ ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ମଧ୍ୟ ଲାଭ ହେବାକୁ ଯାଉଅଛି। ମାଆ ଲକ୍ଷ୍ମୀଙ୍କ କୃପା ଯୋଗୁଁ ଏହି ରାଶିର ବ୍ୟକ୍ତିଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତ ହେବ।ଏମାନଙ୍କ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏହି ରାଶିର ଲୋକଙ୍କ ଜୀବନରେ କଣ ସବୁ ଘଟିବାକୁ ଯାଉଛି।

ବନ୍ଧୁଗଣ ଯେଉଁ ରାଶିର ଭାଗ୍ୟ ବଦଳିବା ପାଇଁ ଯାଉଛି, ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଯୋଗୁଁ ଧନର ବର୍ଷା ହେବାକୁ ଯାଉଛି। ସେହି ରାଶିର ଲୋକଙ୍କ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବାକୁ ଯାଉଛି। ଏହାସହିତ ନୂତନ କାର୍ଯ୍ୟ ମଧ୍ୟ ଏମାନେ ଆରମ୍ଭ କରିବେ ଏବଂ ସେଥିରେ ସଫଳତା ମଧ୍ୟ ଲାଭ କରିବେ। ଯେଉଁ ଲୋକେ ଚାକିରି କରିଛନ୍ତି ସେମାନେ ପଦୋନ୍ନତୀ ହାସଲ କରିବେ ଏବଂ ବ୍ୟବସାୟ କରୁଥିବା ଲୋକଙ୍କୁ ବ୍ୟବସାୟରେ ଅଧିକ ଲାଭ ମିଳିବ। ଏହି ରାଶି ମାନଙ୍କ ପାରିବାରିକ ଜୀବନ ସୁଖମୟ ରହିବ। ଏମାନେ ନିଜ ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରିବେ ଏବଂ ଏମାନଙ୍କ ଦାମ୍ପତ୍ୟ ଜୀବନ ହସଖୁସିରେ କଟିବ। ଏହି ରାଶିର ଲୋକେ ସମାଜରେ ନିଜର ମାନସମ୍ମାନ ହାସଲ କରିବେ। ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ମାତାପିତାଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ଏମାନେ ଧନ ହାସଲ କରିବା ସହିତ ଏମାନଙ୍କୁ ବିଭିନ୍ନ ପ୍ରକାର ସୁଯୋଗ ପ୍ରାପ୍ତ ହେବ। ବନ୍ଧୁଙ୍କ ଠାରୁ ଅଧିକ ସହଯୋଗ ପ୍ରାପ୍ତ କରିବେ। ଏମାନଙ୍କ ଜୀବନରେ କୌଣସି ବାଧାବିଘ୍ନ ସୃଷ୍ଟି ହେବ ନାହିଁ। ଏହି ରାଶିର ଲୋକଙ୍କୁ ଦେବୀ ଲକ୍ଷ୍ମୀ ଓ ସୂର୍ଯ୍ୟଦେବଙ୍କ କୃପା ଯୋଗୁଁ ସୁଖ ସମୃଦ୍ଧି ଓ ଧନଲାଭ କରିବେ। ବନ୍ଧୁଗଣ ଆମେ ଯେଉଁ ରାଶି ଗୁଡ଼ିକ ବିଷୟରେ କହିଲୁ, ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛନ୍ତି ସିଂହ, ବିଛା, କନ୍ୟା, ତୁଳା ଏବଂ କୁମ୍ଭ ରାଶି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published.