Excuse Me Odisha

ଯାହା କହିବୁ ସତ କହିବୁ

ଆଉ ମାତ୍ର ୧୨ ଘଣ୍ଟା ପରେ ଏହି ୫ଟି ରାଶି ହେବେ ଭାଗ୍ୟଶାଳୀ, ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଗ୍ରହରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ। ଯାହା ଫଳରେ ଏହି ୫ ଗୋଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ମିଳିବ ଅନେକ ଶୁଭ ଫଳ। ତ ଆଜି ଆମେ ଏପରି ୫ ଟି ରାଶି ମାନଙ୍କ ବିଷୟରେ ଜାଣିବା ଯେଉଁ ରାଶି ମାନଙ୍କର ଜାତକରେ ଲେଖା ହୋଇଛି ରାଜଯୋଗ। ଏମାନଙ୍କର ଜୀବନରେ ବହୁତ ହିଁ ଖୁସିର ସମୟ ଆସିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ବିଦ୍ୱାନଙ୍କର କଥା ମାନିବା ତ ମନୁଷ୍ୟ ଜୀବନରେ ତାଙ୍କ ଗ୍ରହର ଚଳନର ବହୁତ ହିଁ ଅଧିକ ମହତ୍ୱ ରହିଥାଏ। ଗ୍ରହ ମାନଙ୍କର ଚଳନର କାରଣରୁ ହିଁ ମନୁଷ୍ୟଙ୍କ ଜୀବନରେ ସଫଳତା କିମ୍ବା ବିଫଳତା ଆସିଥାଏ। ଏହା ହିଁ କାରଣ ଅଟେ କି ପ୍ରତ୍ୟକ ଜିନିଷ ପାଇଁ ଆଜିର ସମାଜରେ ରାଶି ଚକ୍ରକୁ ଦେଖାଯାଇଥାଏ। ଅଲଗା ଅଲଗା ରାଶି ସହିତ ଜଡିତ ବ୍ୟକ୍ତି ବିଶେଷଙ୍କର ଉପରେ ଗ୍ରହ ମାନଙ୍କର ପ୍ରଭାବ ପଡିବା କାରଣରୁ ଏପରି କୁହାଯାଉଛି କି ଏକ ପରିବର୍ତ୍ତନ ହେଉଛି ଯେଉଁ କାରଣରୁ କିଛି ରାଶି ସହିତ ଜଡ଼ିତ ବ୍ୟକ୍ତିଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ। ଅଚାନକ ଭାବରେ ହିଁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟର ତାଲା ଖୋଲିଯିବ ଏବଂ ତାଙ୍କୁ ଭଲ ଭଲ ଖବର ବି ଶୁଣିବାକୁ ମିଳିବ। ତ ଆସନ୍ତୁ ଜାଣିବା କେଉଁ କେଉଁ ରାଶି ସହିତ ଜଡିତ ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଆସିବାକୁ ଥିବା ସମୟରେ ବଦଳିବାକୁ ଯାଉଛି।

ମେଷ ରାଶି;-

ଏହି ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ରାଜଯୋଗ ଅତ୍ୟନ୍ତ ଶୁଭ ରହିବ। ଲମ୍ବା ସମୟ ଧରି ଆପଣମାନେ ଯେଉଁ ସମସ୍ୟା ମାନଙ୍କର ଘେରି ହୋଇ ରହୁଥିଲେ ସେଥିରୁ ଆପଣ ମାନଙ୍କୁ ନିଶ୍ଚିତ ଭାବରେ ମୁକ୍ତି ମିଳିବ। ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ। ଯାହା ଆପଣଙ୍କୁ ଉନ୍ନତି ଆଡ଼କୁ ନେଇଯିବ। ଏହି ଯୋଗ କାରଣରୁ ଆପଣଙ୍କର ନୂଆ ନୂଆ ମିତ୍ର ସୃଷ୍ଟି ହେବେ। ଯାହା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ। ଯିଏ ଆପଣଙ୍କୁ ସଠିକ ଦିଗ ମଧ୍ୟ ଦେଖାଇବେ। ବ୍ୟାପାରି ମାନଙ୍କ ପାଇଁ ଏହି ସମୟ ଅତ୍ୟଧିକ ଶୁଭ ରହିବାର ଅଛି। ଧନର ଆଗମନ ହେବାକୁ ଲାଗିବ।

କନ୍ୟା ରାଶି:-

ଏହି ରାଶିର ଜାତକଙ୍କ ପାଇଁ ବି ଏହି ରାଜଯୋଗ ଶୁଭ ଫଳ ପ୍ରଦାନ କରିବାର ଅଛି। ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ବହୁତ ଭଲ ରହିବ। ଦାମ୍ପତ୍ୟ ଜୀବନରେ ଯାହାବି କଷ୍ଟ ରହିଥିଲା ତାହା ଦୂର ହୋଇଯିବ। ଏହି ସମୟରେ ଆପଣଙ୍କୁ କୌଣସି ଶୁଭ ଖବର ନିଶ୍ଚିତ ମିଳିବାର ସମ୍ଭାବନା ରହିଛି। ଭାଗ୍ୟର ସମ୍ପୂର୍ଣ ସହଯୋଗ ବି ଆପଣଙ୍କୁ ମିଳିବ। ଯାହା ଆପଣଙ୍କୁ ପ୍ରଗତି ଆଡ଼କୁ ଅଗ୍ରସର କରାଇବ। ଧନଲାଭର ବି ଯୋଗ ବନୁଅଛି।

ବିଛା ରାଶି;-

ଏହି ରାଜଯୋଗ ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ବର୍ତ୍ତମାନ ସମୟରେ ଭଲ ରହିବାର ଅଛି। ଆପଣଙ୍କର ଭାଗ୍ୟର କବାଟ ନିଶ୍ଚିତ ଭାବରେ ଖୋଲିଯିବ। ଆପଣଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ତ ଯଦି ଆପଣ କୌଣସି ଯୋଜନା ପ୍ରସ୍ତୁତ କରୁଛନ୍ତି ତ ତାହା ଉପରେ କାର୍ଯ୍ୟ କରିବା ଆରମ୍ଭ କରିଦିଅନ୍ତୁ। ଆପଣଙ୍କୁ ସେଥିରେ ନିଶ୍ଚିତ ସଫଳତା ମିଳିବ। ପ୍ରଭୁ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ ମା ଲକ୍ଷ୍ମୀଙ୍କର ବି ଆଶୀର୍ବାଦ ରହିବ। ଚାକିରୀ ଏବଂ ବ୍ୟାପାରୀ ଦୁହିଁଙ୍କୁ ଲାଭ ମିଳିବାର ଅଛି । ଦୁହିଁଙ୍କୁ ଧନ ଲାଭ ମିଳିବାର ଯୋଗ ବନୁଅଛି। ଯଦି ଆପଣ ଲମ୍ବା ସମୟ ଧରି ପ୍ରୋମସନର ଅପେକ୍ଷାରେ ଅଛନ୍ତି ତ ଏହି ସମୟରେ ଆପଣଙ୍କୁ ଏହା ପ୍ରାପ୍ତ ହୋଇପାରେ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ। ଲୋକମାନେ ଆପଣଙ୍କର ମାର୍ଗଦର୍ଶନ ପାଇଁ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ।

ସିଂହ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ସବୁଠାରୁ ବଡ଼ ଲାଭ ଧନରେ ହେବ। ବ୍ୟାପାରି ମାନଙ୍କୁ ବ୍ୟାପାର କ୍ଷେତ୍ରରେ ଅଧିକ ଧନଲାଭ ହୋଇପାରେ। ଏହି ଯୋଗର ପ୍ରଭାବରେ ଆପଣଙ୍କର ଜୀବନରେ ଯାହାବି ଧନ ଜନିତ ସମସ୍ୟା ରହିଥିଲା ତାହା ଅତିଶୀଘ୍ର ହିଁ ଦୂର ହୋଇଯିବ। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବାକୁ ଲାଗିବ। ଯେଉଁ କାରଣରୁ ଆପଣଙ୍କୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଆଗକୁ ଆସୁଥିବା ସମୟ ଆପଣ ମାନଙ୍କ ପାଇଁ ବହୁତ ଭଲ ରହିବାର ଅଛି।

କୁମ୍ଭ ରାଶି:-

ଆପଣଙ୍କର ସମୟ ଆଗକୁ ବହୁତ ଶୁଭ ଫଳଦାୟକ ରହିବାର ଅଛି। କୋର୍ଟ କଚେରୀ ବିଷୟରେ ନିର୍ଣ୍ଣୟ ଆପଣଙ୍କ ସପକ୍ଷରେ ରହିବ। ସ୍ୱାସ୍ଥ୍ୟ ଭଲ ରହିବ ଏବଂ ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ନିଶ୍ଚିତ ଲାଭ ମିଳିବ ଏବଂ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ଦରମା ବୃଦ୍ଧି କିମ୍ବା ପଦନ୍ନତି ମଧ୍ୟ ହୋଇପାରେ। ଏହି ସମୟରେ ଆପଣ କୌଣସି ଆବଶ୍ୟକତା କରୁଥିବା ବ୍ୟକ୍ତିଙ୍କୁ କିଛି ସହାୟତା କରନ୍ତୁ। ଯାହା ଫଳରେ ଆପଣଙ୍କର ଉପରେ ପ୍ରଭୁ ଶ୍ରୀକୃଷ୍ଣ ଏବଂ ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ। ଏବଂ ଆପଣଙ୍କର ଘରକୁ ଖୁସିରେ ଭରିଦେବେ। ବ୍ୟାପାର ସମ୍ୱନ୍ଧୀୟ ଲମ୍ବା ଯାତ୍ରା ଆପଣ କରିପାରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published.